Home

ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ କୁଓଲ୍‌

କାତାର ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଫୁଟ୍‌ବଲ ଦଳ ଘୋଷଣା କରାଯାଇଛି। ପ୍ରଫେସନାଲ ଅଭିଜ୍ଞତା ନ ଥିବା ସତ୍ତ୍ୱେ ମୁଖ୍ୟ କୋଚ୍‌ ଗ୍ରାହମ ଆର୍ନୋଲ୍ଡ ୧୮ ବର୍ଷୀୟ ଫରଓ୍ବାର୍ଡ ଗରଙ୍ଗ କୁଓଲ୍‌ଙ୍କୁ ମନୋନୀତ କରିଛନ୍ତି। କିନ୍ତୁ ଘୋଷଣା କରାଯାଇଥିବା…

ଇସ୍ତଫା ଦେଲେ ସୁନକଙ୍କ କ୍ୟାବିନେଟ ମନ୍ତ୍ରୀ…

ଲଣ୍ଡନ,୯।୧୧ : ବ୍ରିଟେନରେ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବାର ଏକ ମାସ ବି ହୋଇ ନାହିଁ। ଇତି ମଧ୍ୟରେ ତାଙ୍କ କ୍ୟାବିନେଟରୁ ଇସ୍ତଫା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଯେ, ବ୍ରିଟେନର ମନ୍ତ୍ରୀ ଗାଭିନ ୱିଲିୟମସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…

ତଦନ୍ତ କରିବ ୩ଜଣିଆ କମିଟି

କଲମ୍ବୋ,୯।୧୧(ପି.ଟି.): ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ବେଳେ ଶ୍ରୀଲଙ୍କା ବ୍ୟାଟର ଦାନୁଷ୍କା ଗୁଣତିଲକାଙ୍କ ବିରୋଧରେ ହୋଇଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏକ ୩ଜଣିଆ କମିଟି ଗଠନ କରିଛି। ଏଥିରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ…

ବହୁ ଭୋଟରଙ୍କୁ ମତଦାନର ସୁଯୋଗ ମିଳି ନଥିବା ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୯।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଡେଟ୍ରିୟରରେ ବାଲାଟ ପତ୍ରର ଅଭାବ ଯୋଗୁ ଅନେକ ଭୋଟରଙ୍କୁ ଭୋଟ ଦେଇ ପାରି ନାହାନ୍ତି। ଟ୍ରମ୍ପ ନିଜର ସୋସିଆଲ ମିଡିଆ ଆପ ଟ୍ରୁଥ ସୋସିଆଲରେ ଲୋକଙ୍କୁ ନିବେଦନ…

ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ

ତାଳଚେର/ଅନୁଗୋଳ ଅଫିସ, ୯।୧୧: ସର୍ବଭାରତୀୟ ଫୁଟ୍‌ବଲ ସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳରେ ଆୟୋଜିତ ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସି ଚାମ୍ପିୟନ ହୋଇଛି।…

ସେମିଫାଇନାଲ ପୂର୍ବରୁ ରୋହିତ ଆହତ

ଆଡିଲେଡ୍‌,୯।୧୧(ପି.ଟି): ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ଆହତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଟି୨୦ ସେମିଫାଇନାଲ ପୂର୍ବରୁ ମଙ୍ଗଳବାର ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କ ହାତରେ ବଲ୍‌ ବାଜିଥିଲା। ଟିମ୍‌ ଇଣ୍ଡିଆର ଥ୍ରୋ ଡାଉନ୍‌…

ଆଜି ପ୍ରଥମ ସେମିଫାଇନାଲ

ସିଡ୍‌ନୀ,୯।୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲରେ ପରସ୍ପର ସାମ୍ନା କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ଚଳିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇଥିବା ବେଳେ ପାକିସ୍ତାନର ପ୍ରଦର୍ଶନରେ ସ୍ଥିରତା ନଜର ଆସିନାହିଁ। ବୁଧବାର ସିଡ୍‌ନୀ…

ଧାରା କାର୍ଯ୍ୟକ୍ରମର ‘ସମୁଦ୍ର ମନ୍ଥନ’

ଭୁବନେଶ୍ୱର,୯।୧୧: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ୩ ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ର ମନ୍ଥନ’ର ଶୁଭାରମ୍ଭ ହୋଇଯାଇଛି।…

ମେଟ୍ରୋ କମ୍ପ୍ୟୁଟେକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୯।୧୧: ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକ ଆଇଟି ଓ ଟୋକ୍ନୋଲୋଜି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଶେଷକରି ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ ଶହୀନନଗରଠାରେ…

ଭାରତ ମସଲାର ବୃହତ୍‌ ଷ୍ଟଲ୍‌

କଟକ,୯।୧୧: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ‘ଭାରତ ମସଲା’ର ଏକ ଆକର୍ଷଣୀୟ ଷ୍ଟଲ୍‌ କଟକ ବାଲିଯାତ୍ରା ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ।…

ଚନ୍ଦ୍ରଚୂଡ଼ ହେଲେ ୫୦ ତମ ପ୍ରଧାନ ବିଚାରପତି, ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ କାର୍ଯ୍ୟକାଳ…

ନୂଆଦିଲ୍ଲୀ,୯।୧୧ : ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଡିଓ୍ବାଇ ଚନ୍ଦ୍ରଚୂଡ଼ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କର…

ବାଲିଯାତ୍ରା ପରିସରରେ ରୁଚି ମଣ୍ଡପ

କଟକ,୯।୧୧: ରାଜ୍ୟର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ‘ରୁଚି’ର ସର୍ବବୃହତ୍‌ ଷ୍ଟଲ୍‌ କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ରୁଚି ମେଗା ଖାଦ୍ୟ ମଣ୍ଡପ’ର ଉଦ୍‌ଘାଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?