Home

ଦୁବାଇରେ ପହଞ୍ଚିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅର୍ଜୁନଙ୍କ ପୋଷ୍ଟ ଅନୁଯାୟୀ, ସେ ଆଗାମୀ ଫିଲ୍ମର ଶୁଟିଂ ପାଇଁ ଦୁବାଇରେ…

ରାଣୀ ହେବାକୁ ଚାହୁଁ ନ ଥିଲେ ଏଲିଜାବେଥ୍‌ ଦ୍ୱିତୀୟ

ଲଣ୍ଡନ,୧୨ା୯: ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରଲୋକରେ ସମଗ୍ର ବିଶ୍ୱ ମର୍ମାହତ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଏଲିଜାବେଥ୍‌ ରାଣୀ ହେବାକୁ କେବେ ଚିନ୍ତା କରି ନ ଥିଲେ। ତାଙ୍କ ଦାଦା ଏଡଓ୍ବାର୍ଡ ଅଷ୍ଟମ ବ୍ରିଟେନର ରାଜା ଥିଲେ। ଏଡଓ୍ବାଡଙ୍କ ସାନ ଭାଇଙ୍କ ଝିଅ…

ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…

ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ। ଏହା ପଛରେ ସେ ଅନେକ କାରଣ ମଧ୍ୟ ସେ…

ଆରଏସ୍‌ଏସ୍‌ ପ୍ୟାଣ୍ଟରେ ନିଆଁ ଲାଗିଥିବା ଫଟୋ ପୋଷ୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ଭାରତ ଯୋଡ ଯାତ୍ରା ମଧ୍ୟରେ ସୋମବାର କଂଗ୍ରେସ ଏକ ବିବାଦୀୟ ଫଟୋ ଶେୟାର କରିଛି। କଂଗ୍ରେସ ନିଜର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରୁ ନିଆଁ ଲାଗିଥିବା ଆରଏସଏସ ପ୍ୟାଣ୍ଟର ଏକ ଫଟୋ ପୋଷ୍ଟ କରିଛି। ଏହି ଫଟୋ ମାଧ୍ୟମରେ କଂଗ୍ରେସ ଆରଏସଏସ-ଭାଜପାକୁ…

ଭାଜପା ସୋସିଆଲ ମିଡ଼ିଆରେ ମିଥ୍ୟା କାରଖାନା ଚଳାଉଛି…

ନୂଆଦିଲ୍ଲୀ, ୧୨।୯ : ଭାରତ ଯୋଡ ଯାତ୍ରା ସମ୍ପର୍କରେ ଭାଜପାର ଅଭିଯୋଗ ଉପରେ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯେ. ଆମେ ଟି-ଶର୍ଟ ଏବଂ ଅନ୍ତର୍ବସ୍ତ୍ର ବିଷୟରେ କଥାବାର୍ତ୍ତା…

ଅଶ୍ଳୀଳତା-ଶିଶୁ ଯୌନ ଶୋଷଣ ଉପରେ ଅଧ୍ୟୟନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ, ୧୨।୯ : ଇଣ୍ଟରନେଟରେ ଅଶ୍ଳୀଳତା (ପୋନୋଗ୍ରାଫି) ଉପଲବ୍ଧତା ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଥିବା ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଲୋଡିଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାଜପା ମୁଖପାତ୍ର ନଳିନ କୋହଲିଙ୍କ…

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୧୨।୯: ଆସାମରେ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୋମବାର ପୋଲିସ ଆଉ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟଙ୍କୁ ମୋରିଗାଓଁରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ମୁସାଦିକ ହୁସେନ ଏବଂ ଇକ୍ରାମୁଲ ଇସଲାମ ବୋଲି ଜଣାପଡିଛି। ଆତଙ୍କବାଦୀ…

ଲଦାଖ ସେକ୍ଟରରେ ସିନ୍ଧୁ ନଦୀ ଉପରେ ପୋଲ ନିର୍ମାଣ କଲେ ଯବାନ: ଚାଇନାକୁ ମିଳିବ କଡ଼ା ଜବାବ…

ଲେହ, ୧୨।୯ : ଭାରତୀୟ ସେନାର କର୍ପସ ଅଫ ଇଞ୍ଜିନିୟର୍ସ ଲଦାଖ ସେକ୍ଟରର ସିନ୍ଧୁ ନଦୀ ଉପରେ ପୋଲ ନିର୍ମାଣ କରିଛନ୍ତି। ଭାରତୀୟ ସେନାର ଇଞ୍ଜିନିୟରିଂ ଦକ୍ଷତାର ଏକ ୪୫ ସେକେଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଯବାନମାନେ…

ବିମାନରେ ଯାତ୍ରା କରୁଛନ୍ତି କି? ଆଦୌ ଭୁଲନ୍ତୁ ନାହିଁ ଏହି ୩ ଜିନିଷ

ବିମାନରେ ଯାତ୍ରା କରିବାର ସମସ୍ତଙ୍କର ଅଭିଜ୍ଞତା ଅଲଗା ଅଲଗା। କିନ୍ତୁ ଯେଉଁମାନେ ପ୍ରଥମ ଥର ବିମାନରେ ଯାତ୍ରା କରନ୍ତି, ସେମାନଙ୍କ ପାଇଁ ଏହି ଅଭିଜ୍ଞତା ଅତ୍ୟନ୍ତ ଉତ୍ସାହଜନକ ହୋଇଥାଏ। ତଥାପି ବିମାନରେ ଯାତ୍ରା କରିବା ଟ୍ରେନ୍‌ ପରି ହୋଇ ନ ଥାଏ।…

ରୋମ୍‌ରେ ଛୁଟି କାଟୁଚନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ଇଟାଲୀରେ ଛୁଟି କାଟୁଛନ୍ତି। ସେଠାରୁ ତାଙ୍କର ସୁନ୍ଦର ଫଟୋ ସବୁ ମଧ୍ୟ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ଏବଂ ଏକ ଭିଡିଓ ଛାଡିଛନ୍ତି। ଭିଡିଓରେ ସେ…

କବରରୁ ବାହାର କରାଯିବ ନାହିଁ ଆମିରଙ୍କ ମୃତଦେହ, ୯ ମାସ ତଳେ ହୋଇଥିବା ଏନ୍‌କାଉଣ୍ଟର ମାମଲାରେ ଏସ୍‌ସିଙ୍କ ବଡ଼ ଫଇସଲା…

ନୂଆଦିଲ୍ଲୀ, ୧୨।୯ : ଶ୍ରୀନଗରର ଚର୍ଚ୍ଚିତ ତଥା ବିବାଦୀୟ ହୈଦରପୋରା ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି)  ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ୯ ମାସ ତଳେ ହୋଇଥିବା ଏହି ମାମଲାର ଶୁଣାଣି ବେଳେ ଏନକାଉଣ୍ଟରରେ ନିହତ ହୋଇଥିବା ଆମିର ମ୍ୟାଗ୍ରେଙ୍କ…

ବିକଶିତ ଅର୍ଥବ୍ୟବସ୍ଥା ପାଇଁ ସୁରକ୍ଷିତ-ଦ୍ରୁତ ଲଜିଷ୍ଟିକ ଯୋଗାଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୨।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମେ ଦୁନିଆର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri