ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ବୁଧବାର ରାତିରେ ସେ…
ଏଲପିଜି ସିଲିଣ୍ଡରରେ ରହିବ କ୍ୟୁଆର କୋଡ, ଗ୍ୟାସ ଚୋରି ହେବ ବନ୍ଦ…
ନୂଆଦିଲ୍ଲୀ,୧୭।୧୧ : ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାୟତଃ ଗ୍ରାହକମାନେ ଅଭିଯୋଗ କରନ୍ତି ଯେ ସେମାନଙ୍କ ଘରୋଇ ଗ୍ୟାସ ସିଲିଣ୍ଡରରେ ଗ୍ୟାସର ପରିମାଣ ୧ ରୁ ୨ କିଲୋଗ୍ରାମ…
ନାମାଙ୍କନ ପୂର୍ବରୁ ବୁଢ଼ାରଜାଙ୍କ ଆଶୀର୍ବାଦ ଲୋଡ଼ିଲେ ବର୍ଷା
ପଦ୍ମପୁର,୧୭ା୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମାଙ୍କନର ଆଜି ଶେଷ ଦିବସ। ଆଜି ନିଜର ନାମାଙ୍କନ ଦାଖଲ ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ…
ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ରିୟା ସେନ…
ମୁମ୍ବାଇ,୧୭।୧୧ : ଅନ୍ୟ ଜଣେ ବଲିଉଡ ଅଭିନେତ୍ରୀ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀ ରିୟା ସେନ ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଛନ୍ତି। ଏବେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଫଟୋ…
ଚାଇନାକୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ୍,୧୭।୧୧: ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଉଦ୍ଦେଶ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇଛନ୍ତି। ତାଇୱାନ ପ୍ରସଙ୍ଗରେ ସେ ଯେକୌଣସି ସ୍ତରକୁ ଯାଇପାରିବେ ଜିନପିଙ୍ଗ କହିଛନ୍ତି। ତେବେ…
ସୈନିକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଟିଟିଇ: କଟିଗଲା ୨ ଗୋଡ
ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ କୋଚ ନମ୍ବର ବି-୮ରେ ଚଢୁଥିବା ଜଣେ ସୈନିକଙ୍କୁ ଟିଟିଇ ଠେଲି ଦେଇଥିଲେ। ଫଳରେ ସୈନିକ ଜଣଙ୍କ ପ୍ଲାଟଫର୍ମ ଏବଂ ଟ୍ରେନ ମଧ୍ୟରେ ଥିବା ଫାଙ୍କରେ…
ମାଟି ତଳୁ ମିଳିଲା ମଣିଷର ହାତ
ଖୋର୍ଦ୍ଧା ଅଫିସ,୧୭ା୧୧: ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗି ଆମ୍ବ ତୋଟାରେ ମାଟି ଭିତରୁ ଏକ ମଣିଷର ହାତ ଦେଖିବାକୁ ମିଳିଛି। ବୁଧବାର ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଟିମ୍ ପହଞ୍ଚି ଚାରିପଟ ଦୌଡ଼ି ଟାଣି ସିଲ୍ କରିଥିଲା।…
ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ପଦ୍ମପୁରରେ ପିସିସି ସଭାପତି
ବରଗଡ଼ ଅଫିସ,୧୭ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ। ନାମାଙ୍କନ ପାଇଁ ପଦ୍ମପୁର ଚଳ ଚଞ୍ଚଳ ହୋଇପଡ଼ିଛି। ପଦ୍ମପୁରରେ ସବୁ ଦଳ ନାମାଙ୍କନ ପୂର୍ବରୁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପରେଖ ଦେବାରେ ଲାଗି ପଡ଼ିଛନ୍ତି।…
୨୦୨୪ରେ ମୁଁ ଶେଷ ନିର୍ବାଚନ ଲଢ଼ିବି : ଚନ୍ଦ୍ରାବାବୁ ନାଇଡୁ…
ହାଇଦ୍ରାବାଦ,୧୭।୧୧ : ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଲୋକମାନେ ୨୦୨୪ ରେ ଟିଡିପିକୁ କ୍ଷମତାକୁ ଫେରାଇ ଆଣନ୍ତି ନାହିଁ, ତେବେ…
ଏନ୍ଏସି, ସିଏଚ୍ସି ଘୋଷଣା ଦାବିରେ ଆଜି ପାଇକମାଳ ବନ୍ଦ
ପାଇକମାଳ,୧୭ା୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବା ସହିତ ଅଞ୍ଚଳବାସୀ ବିଭିନ୍ନ ପ୍ରସଙ୍ଗ, ଦାବି ଉପସ୍ଥାପନ କରୁଛନ୍ତି। ଲୋକଙ୍କ ଦାବି ପରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ବୁଧବାର…
ହଟିବ ଗମ୍ବୁଜ, ଭାଜପା ନେତା ଭାଙ୍ଗିବାକୁ ଦେଇଥିଲେ ଧମକ…
ବେଙ୍ଗାଲୁରୁ,୧୭।୧୧ : କର୍ନାଟକ ଭାଜପା ଏମ୍ପି ପ୍ରତାପ ସିହ୍ମା ଏକ ବିବାଦୀୟ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଥିଲେ। ଏବେ ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମହୀଶୂର ନଗରନିଗମକୁ ନୋଟିସ ଜାରି କରିଛନ୍ତି। ଏହି ଆଶ୍ରୟସ୍ଥଳକୁ ହଟାଇବା ପାଇଁ…
ଭାରତକୁ ଟ୍ରୋଲ କରୁଥିଲେ, ପାଣ୍ଡ୍ୟା ଦେଲେ ମୁହଁତୋଡ ଜବାବ
ଓ୍ବେଲିଂଟନ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ଉଇକେଟ ପରାଜୟ ପରେ ଟିମ ଇଣ୍ଡିଆ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଥିଲା। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟିମ ଇଣ୍ଡିଆର ଏହି ବିଫଳତାକୁ ପରିହାସ କରିଥିଲେ।…

