Home

ଗୋବିନ୍ଦାଙ୍କ ପାଦ ଛୁଇଁଲେ ପାକିସ୍ତାନୀ ଅଭିନେତା; ବଢ଼ୁଛି ଉତ୍ତେଜନା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏପରି ଜଣେ କଳାକାର, ଯାହାଙ୍କ ପ୍ରଶଂସକ ଦେଶବିଦେଶରେ ରହିଛନ୍ତି। ନିକଟରେ ପାକିସ୍ତାନ ଅଭିନେତା ପହାଦ ମୁସ୍ତଫା ଗୋବିନ୍ଦାଙ୍କ ପ୍ରତି ଭଲପାଇବାକୁ ଦେଖାଇବାକୁ ଯାଇ ତାଙ୍କ ପାଦ ଛୁଇଁଥିଲେ। ଏବେ ଏହାକୁ ନେଇ କଟ୍ଟରପନ୍ଥୀ(ମୌଳିକବାଦୀ)ମାନେ ଖପ୍ପା ହୋଇଛନ୍ତି।…

କରୋନା ମହାମାରୀ ସମୟରେ ବିଏମସି ଦେଇଥିବା ଠିକାର ଯାଞ୍ଚ୍‌ ଆରମ୍ଭ କଲେ ସିଏଜି…

ମୁମ୍ବାଇ,୨୨।୧୧ : ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ସରକାରଙ୍କ ସୁପାରିଶ କ୍ରମେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ମଙ୍ଗଳବାର କରୋନ ମହାମାରୀ ସମୟରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଦ୍ୱାରା ଠିକା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଆବଣ୍ଟନ ସମ୍ପର୍କରେ…

ପିଓକେ ଫେରାଇ ଆଣିବାକୁ ଯୋଜନା, ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା…

ନୂଆଦିଲ୍ଲୀ,୨୨।୧୧ : ପାକିସ୍ତାନ ଦଖଲ କରିଥିବା କଶ୍ମୀରକୁ ମୁକ୍ତ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛନ୍ତି। ତେବେ ସେମାନେ ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତିି। ମଙ୍ଗଳବାର କମାଣ୍ଡର ଲ୍ୟୁଟନାଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ମନ୍ତବ୍ୟ ଦେଇଛନ୍ତି। ନିକଟରେ ପ୍ରତିରକ୍ଷା…

ଇଂଲଣ୍ଡ ବିପକ୍ଷରେ ଓ୍ବାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ: ଭାଙ୍ଗିଲେ ଏକାଧିକ ରେକର୍ଡ

ମେଲବୋର୍ନ,୨୨।୧୧: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର। ମ୍ୟାଚ୍‌ରେ ସେ ୯୭ ବଲ୍‌ରେ ନିଜର ୧୯ତମ ଦିନିକିଆ ଶତକ ମାରିଥିଲେ। ୧୦୪୩ ଦିନ ପରେ ଦିନିକିଆରେ ଏଭଳି ସଫଳତା…

ସିସିପିଆଇ ର଼୍ୟାକିଙ୍ଗ: ଜଳବାୟୁ ପରିବର୍ତ୍ତନ ପଦକ୍ଷେପ କ୍ଷେତ୍ରରେ ଶ୍ରେଷ୍ଠ-୫ ଦେଶ ମଧ୍ୟରେ ଭାରତ…

ବର୍ଲିନ,୨୨।୧୧ : ଗ୍ଲୋବାଲ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଏବଂ ଜି -୨୦ ଦେଶ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସୂଚକାଙ୍କ ଜର୍ମାନରେ ଅବସ୍ଥିତ ଜର୍ମାନ ୱାଚ,…

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ବିଭାଗର କନିଷ୍ଠ କିରାଣୀ

ଝାରସୁୁଗୁଡ଼ା ଅଫିସ,୨୨।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ଫସଲ ବୀମା କରାଇଦେବା ନେଇ ଜଣେ ଚାଷୀଙ୍କ ନିକଟରୁ ସେ ମଙ୍ଗଳବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ଭାରତ-ୟୁଏଇ ବାଣିଜ୍ୟ ୮୮ ବିଲିୟନ ଡଲାର ଟପିବ…

ନୂଆଦିଲ୍ଲୀ,୨୨।୧୧ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ…

ବିବାହ କରିବେ ଅର୍ଶୀ

ବମ୍ବେ: ବିବାହ କରିବେ ବିଗ୍‌ବସ୍‌ ଫେମ୍‌ ଅର୍ଶୀ ଖାଁ। ବ୍ୟବସାୟୀ ପ୍ରେମିକଙ୍କ ହାତ ଧରିବେ ସେ। ଏନେଇ ନିକଟରେ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ହେଲେ ସେ କେବେ ଆଉ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିବାକୁ ଚାହିଁଛନ୍ତି।…

ସାଉଦି ଆରବରେ ୧୦ ଦିନରେ ୧୨ଜଣଙ୍କ ମୁଣ୍ଡକାଟ

ରିୟାଦ,୨୨।୧୧: ସାଉଦି ଆରବରେ ଗୁରୁତର ଅପରାଧ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗତ ୧୦ ଦିନ ମଧ୍ୟରେ ଦେଶରେ ୧୩ ଜଣଙ୍କ ମୁଣ୍ଡକାଟ କରାଯାଇଛି। ସେମାନେ ବିଦେଶୀ ନାଗରିକ ଥିବା ବେଳେ ବେଆଇନ୍‌ ଡ୍ରଗ୍ସ ବ୍ୟବସାୟରେ ଜଡ଼ିତ ଥିଲେ। ବିଦେଶୀ…

ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…

ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ, ଆଲ୍ଫାବେଟ ଏବେ ଏଭଳି କରିବାକୁ ଯୋଜନା କରିଛି। କମ୍ପାନୀ ଏହାର ମୋଟ କର୍ମଚାରୀ ସଂଖ୍ୟାର…

ଆର୍ଜେଣ୍ଟିନାକୁ ହରାଇଲା ସୌଦି ଆରବ…

ଦୋହା,୨୨।୧୧ : ସୌଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ଆର୍ଜେଣ୍ଟିନାର ଲିଓନେଲ ମେସି ୪ଟି ଭିନ୍ନ ବିଶ୍ୱକପରେ ସ୍କୋର କରିଥିବା ପ୍ରଥମ ଫୁଟବଲର୍‌ ହୋଇଛନ୍ତି। ଏହି କିମ୍ବଦନ୍ତୀ ଫୁଟବଲର୍‌ ଫିଫା ବିଶ୍ୱକପ ୨୦୦୬, ଫିଫା…

୨୦୦୭ ପରେ ସିଇସିଙ୍କ କାର୍ଯ୍ୟକାଳ କାହିଁକି କମାଯାଇଥିଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୨।୧୧ : ମଙ୍ଗଳବାର ସୁପ୍ରିମକୋର୍ଟରେ ଭାରତର ନିର୍ବାଚନ ଆୟୋଗଙ୍କର କାର୍ଯ୍ୟରେ ସ୍ବଚ୍ଛତା ସମ୍ପର୍କରେ ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ବେଞ୍ଚ ଏହି ଆବେଦନ ସମ୍ପର୍କରେ କେନ୍ଦ୍ରକୁ ଅନେକ ପ୍ରଶ୍ନ ପଚାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?