Home

ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି। ସେହିପରି…

ଭୋଟ ଦେବା ବୟସ ୧୮ ବର୍ଷ ବଦଳରେ ହେବ ୧୬ ବର୍ଷ : ସଂସଦରେ ଆଇନ ଆଣିବାକୁ କହିଲେ ପ୍ରଧାନମନ୍ତ୍ରୀ…

ଓ୍ବିଲିଂଟନ,୨୨।୧୧ : ଭୋଟ ଦେବା ବୟସ ୧୮ ବଦଳରେ ୧୬ ବର୍ଷ କରିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୈସିଣ୍ଡା ଅର୍ଡର୍ନ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସଂସଦରେ ଏକ ଆଇନ ଆଣିବାକୁ ସେ କହିଛନ୍ତି। ୧୬ ବର୍ଷ ବୟସ୍କଙ୍କୁ ଭୋଟ ଦାନ ଅଧିକାର ପ୍ରଦାନ…

ଟି୨୦ ବିଶ୍ୱକପ୍‌ରେ ପ୍ରଦର୍ଶନକୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ପୁରାନ୍‌

ନୂଆଦିଲ୍ଲୀ,୨୨।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ସୁପର-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ଲାଗି ଓ୍ବେଷ୍ଟଇଣ୍ଡଜ୍‌ର ଏଭଳି ବିଫଳତାକୁ ନେଇ ବିଭିନ୍ନ…

ପ୍ରତି ୧୧ ମିନିଟରେ ଜଣେ ମହିଳାଙ୍କୁ କରାଯାଉଛି ହତ୍ୟା: ଜାତିସଂଘ ମହାସଚିବ…

ଜେନେଭା,୨୨।୧୧ : ଦିଲ୍ଲୀର ଶ୍ରଦ୍ଧା ଏବଂ ମଥୁରାର ଆୟୁଷୀ ଯାଦବ ହତ୍ୟା ମାମଲା ମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ପ୍ରତି ୧୧ ମିନିଟରେ ପୃଥିବୀରେ ଜଣେ ମହିଳା କିମ୍ବା ଝିଇଙ୍କୁ ହତ୍ୟା କରାଯାଉଛି।…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ମୁହାଁମୁହିଁ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଥି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ…

ଦେଶରେ ୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୫ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ନାପିଅର,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ଆଜି ନାପିଅରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ନିୟମିତ ଅଧିନାୟକ କେନ ୱିଲିୟମସନ ଏହି…

ଶ୍ରଦ୍ଧା ହତ୍ୟା ଘଟଣା: ଦୋଷ ମାନିଲେ ଅଫତାବ୍‌

ନୂଆଦିଲ୍ଲୀ,୨୨।୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ୍‌ଙ୍କୁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଫତାବ୍‌ କୋର୍ଟ ସମ୍ମୁଖରେ ନିଜର ଅପରାଧ ସ୍ବୀକାର କରିବା ସହ କହିଥିଲେ, ଯାହା କରିଛି ତାହା ଭୁଲ। ରାଗରେ ଶ୍ରଦ୍ଧାଙ୍କୁ…

ଟୁଇଟର୍‌ ‘ବ୍ଲୁ ଟିକ୍‌ ସ୍କିମ୍‌’ ଉପରେ ଲାଗିଲା ରୋକ

ନ୍ୟୁୟର୍କ,୨୨।୧୧: ଟୁଇଟରର ନୂତନ ମାଲିକ ଏଲନ ମସ୍କ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁଇଟରରେ ବ୍ଲୁ ଭେରିଫାଏଡ ରିଲଞ୍ଚ୍‌ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି। ଏନେଇ ମସ୍କ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟରରେ ଫେକ ଆକାଉଣ୍ଟ ସମସ୍ୟା ସମାଧାନ…

ନିଯୁକ୍ତି ମେଳା: ୭୧,୦୫୬ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ୭୧,୦୫୬ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ନିଯୁକ୍ତି ମେଳା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, ନିଯୁକ୍ତି…

ଜେଲ୍‌ରେ ମନ୍ତ୍ରୀଙ୍କ ମସାଜ୍‌ କରୁଥିଲେ ବଳାତ୍କାର ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୧୧: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନଙ୍କ ମସାଜ୍‌ ଭିଡିଓ ଲିକ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ନିକଟରେ ତାଙ୍କ ଜେଲ ବ୍ୟାରେକରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ବ୍ୟକ୍ତି ତାଙ୍କୁ ମସାଜ କରୁଥିବାର…

ଇଞ୍ଜିନିୟରିଂ ପଢିବାକୁ ମୁମ୍ବାଇ ଆସି ଅଭିନେତା ହେଲେ କାର୍ତ୍ତିକ

ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଖୁବ୍‌ କମ ସମୟରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି କାର୍ତ୍ତିକ। ବକ୍ସ ଅଫିସରେ ବହୁ ବଡ ତାରକାଙ୍କ ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହୋଇଥିବାବେଳେ ନିକଟରେ ରିଲିଜ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?