୧୪ତମ ଉପରାଷ୍ଟ୍ରପତି ଭାବେ ଧନକର ନେବେ ଶପଥ…
ନୂଆଦିଲ୍ଲୀ, ୧୧।୮ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ଗୁରୁବାର ଭାରତର ନୂତନ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟା ୪୫ରେ ରାଷ୍ଟ୍ରପତି ଭବନରେ ଜଗଦୀପ ଧନକରଙ୍କୁ ପଦ…
ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ, ୩ ଯବାନ ଶହୀଦ,୨ ଆତଙ୍କବାଦୀ ନିହତ…
ଶ୍ରୀନଗର,୧୧।୮ : ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ ଷଡଯନ୍ତ୍ର ବିଫଳ ହୋଇଛି। ଜମ୍ମୁ ପରଗଲରେ ଉରି ଆକ୍ରମଣ ଭଳି ଏକ ଷଡଯନ୍ତ୍ରକୁ ସୁରକ୍ଷା ବାହିନୀଙ୍କ ଦ୍ୱାରା ପଣ୍ଡ କରାଯାଇଛି। ସେନା ଶିବିରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ…
ଟାଟା ଷ୍ଟିଲ ଚେସ୍ରେ ମହିଳା ଟୁର୍ନାମେଣ୍ଟ ସାମିଲ
ଭୁବନେଶ୍ୱର, ୧୧।୮ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ପର୍ଯ୍ୟନ୍ତ କୋଲକାତାରେ ହେବାକୁଥିବା ଟାଟା ଷ୍ଟିଲ୍ ଚେସ୍ର ଚତୁର୍ଥ ସଂସ୍କରଣରେ ମହିଳା ଟୁର୍ନାମେଣ୍ଟକୁ ସାମିଲ କରାଯିବ। ଏପର୍ଯ୍ୟନ୍ତ ଓପନ ଟୁର୍ନାମେଣ୍ଟର ୩ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ଆଗାମୀ…
ଆଧୁନିକ ହସ୍ତତନ୍ତ ପୋଷାକରେ ଫ୍ୟାଶନ୍ ଶୋ’
ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ବୟନିକା ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସପ୍ତାହେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବୁଧବାର ମାର୍କେଟ ବିଲ୍ଡିଂଠାରେ ସମ୍ପ୍ରସାରିତ ବୟନିକାର ଉଦ୍ଘାଟନ ସହ…
ଦିନେ ଆଗରୁ ଫିଫା ବିଶ୍ୱକପ୍
ଜେନେଭା,୧୧ା୮(ପି.ଟି): ଫୁଟବଲ୍ ବିଶ୍ୱକପ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆୟୋଜକ କାତାର ଏବଂ ଇକ୍ୱେଡର ମଧ୍ୟରେ ଉଦ୍ଘାଟନୀ ମୁକାବିଲା ନଭେମ୍ବର ୨୦ ତାରିଖରେ…
ପ୍ରଫୁଲ୍ଲ ପଟେଲଙ୍କ ନାମରେ ମାନହାନି ମକଦ୍ଦମା
ଲଣ୍ଡନ୍,୧୧ା୮(ପି.ଟି) : ବର୍ତ୍ତମାନ ଦେଶରେ ଫୁଟବଲ ପରିଚାଳନାର ଭାର କମିଟି ଅଫ୍ ଆଡମିନିଷ୍ଟ୍ରେଟର (ସିଓଏ) ଉପରେ ନ୍ୟସ୍ତ ରହିଛି। ତେବେ ଫୁଟବଲ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଥିବା କାରଣରୁ ସର୍ବଭାରତୀୟ ଫୁଟବଲ ସଂଘ ସଭାପତି ପ୍ରଫୁଲ୍ଲ ପଟେଲଙ୍କ ନାମରେ ମାନହାନି…
ଇଲେକ୍ଟ୍ରିକ୍ ପେ ସହ ଜେଏସ୍ଡବ୍ଲ୍ୟୁର ଇଭି ଚାର୍ଜିଂ ସହଭାଗିତା
ଭୁବନେଶ୍ୱର,୧୧।୮: ଦେଶର ପ୍ରମୁଖ ଇଭି ଚାର୍ଜିଂ ପ୍ଲାଟ୍ଫର୍ମ ଇଲେକ୍ଟ୍ରିକ ପେ ସହ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଏକ ଚାର୍ଜିଂ ସହଭାଗିତା ସ୍ଥାପନ ହୋଇଛି। ଇଲେକ୍ଟ୍ରିକ ଯାନ କିଣିବା ନିମନ୍ତେ କର୍ମଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଏବଂ ସେମାନଙ୍କ କାର୍ଯ୍ୟାଳୟ ଓ କାରଖାନା ପରିସରରେ ଚାର୍ଜିଂ…
ଜେଏସ୍ପିଏଲ୍ ଫାଉଣ୍ଡେଶନ ପକ୍ଷରୁ ଛାତ୍ରବୃତ୍ତି
ଭୁବନେଶ୍ୱର,୧୧।୮: ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସ୍ପି) ର ସିଏସ୍ଆର ସଂସ୍ଥା ଜେଏସ୍ପିଏଲ୍ ଫାଉଣ୍ଡେଶନ ଦ୍ୱାରା ତା’ର ଜିନ୍ଦଲ ସ୍ବୟଂସମ୍ପନ୍ନା ନାରୀ କାର୍ଯ୍ୟକ୍ରମ ଅଧୀନରେ ଉଭୟ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ…
ସେନ୍କୋ ପକ୍ଷରୁ ଟ୍ରିଆ ସମ୍ଭାର ଉନ୍ମୋଚିତ
ଭୁବନେଶ୍ୱର,୧୧।୮: ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ପକ୍ଷରୁ ନୂଆ ଟ୍ରିଆ ସମ୍ଭାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହା ବିଶେଷକରି ନିତିଦିନିଆ ପରିଧାନ ପାଇଁ ସୁନା, ରୁପା ଓ ପ୍ଲାଟିନମ୍ରେ ପ୍ରସ୍ତୁତ ଚେନ୍ ପେଣ୍ଡାଣ୍ଟ, ରିଂ, ଇୟର ରିଂ ଓ ନେକ୍ପିସ୍ ଇତ୍ୟାଦି…
ଚାନ୍ଦବାଲି ସହରରେ ‘ଟ୍ରେଣ୍ଡ୍ସ’ର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୧୧।୮: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ଏକକ୍ଲୁସିଭ ଷ୍ଟୋର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଚାନ୍ଦବାଲି ସହରରେ ଟ୍ରେଣ୍ଡ୍ସର ଏହା ପ୍ରଥମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।…
ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ
ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି।…
ଆକାଶ ବାଇଜୁସ୍ର ‘ସମସ୍ତଙ୍କ ପାଇଁ ଶିକ୍ଷା’
ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ କୋଚିଂ…
Archives


