Home

ଫଟୋ ଫିଲ୍ଟର…

ବର୍ତ୍ତମାନ ଅଳ୍ପ ବୟସରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ୍‌ ମିଡିଆ ବ୍ୟବହାର କରୁଛନ୍ତି। ଯେଉଁଥିରେ ନିଜର ଭଳିକି ଭଳି ଫଟୋ, ଭିଡିଓ ପୋଷ୍ଟ କରିବାରେ ଅନେକେ ବେଶ୍‌ ଆକ୍ଟିଭ୍‌। ତେବେ ଆଶ୍ଚର୍ଯ୍ୟର କଥା ଏବେ ଫଟୋରେ କିଏ କଳା, ଗୋରା, ସୁନ୍ଦର,…

ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଇବେରିଆର…

ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକତା,୨୭।୧୧:ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମୁଖମ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ନାଗରିକ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ସେ ଏହି ଚ୍ୟାଲେଞ୍ଜ କରିଛନ୍ତି। ଶୁଭେନ୍ଦୁ କହିଛନ୍ତି, ଆମେ ଅନେକ ଥର ସିଏଏ ବିଷୟରେ କଥା…

ଜେଲ୍‌ ଭିତରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ଅର୍ଥ ହେରଫେର ମାମଲାରେ ନ୍ୟାୟିକ ହେପାଜତରେ ଥିବା ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ରବିବାର ଭାଇରାଲ ହୋଇଛି। ଭିଡିଓରେ ଜେଲ କର୍ମଚାରୀମାନେ ସତ୍ୟେନ୍ଦ୍ରଙ୍କ ଜେଲ୍‌ ରୁମ୍‌ ସଫା କରୁଥିବା…

ଆରୋପ-ପ୍ରତ୍ୟାରୋପର ରାଜନୀତି : ଯୋଗୀଙ୍କୁ ଜବାବ ଦେଲେ କେଜରିଓ୍ବାଲ…

ନୂଆଦିଲ୍ଲୀ,୨୭।୧୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଡ଼ା ଜବାବ ଦେଇଛନ୍ତି। ଗୁଜରାଟରେ ଏକ ନିର୍ବାଚନ ରାଲିରେ ଭାଜାପାର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥ ଅରବିନ୍ଦ କେଜରିୱାଲଙ୍କୁ ଆତଙ୍କବାଦ…

‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’

ଇସଲାମାବାଦ୍‌,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତିନିଜଣ ଶୁଟର ସମ୍ପୃକ୍ତ ଥିଲେ।…

ଚାଇନାରେ ସଙ୍କଟ: ଦୈନିକ ସଂକ୍ରମଣ ୩୯ ହଜାରରୁ ଅଧିକ…

ବେଜିଂ,୨୭।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ…

ମହାପ୍ରଭୁଙ୍କ ନିମନ୍ତେ ଘୋଡ଼ ବସ୍ତ୍ର ପ୍ରସ୍ତୁତି

ପୁରୀ ଅଫିସ,୨୭।୧୧: ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ତଥା ପ୍ରାବରଣ ଷଷ୍ଠୀଠାରୁ ମହାପ୍ରଭୁ ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘୋଡ଼ ଲାଗି ହେବେ। ମହାପ୍ରଭୁ ଶୀତ ନିକଟରୁ ହାରି ଓଢ଼ଣ ଷଷ୍ଠୀଠାରୁ ଶୀତବସ୍ତ୍ର ପରିଧାନ କରିବେ।…

ଏହି ବ୍ୟକ୍ତିଙ୍କୁ ଦେଖି ପ୍ରବଳ ସୁନା ପିନ୍ଧୁଥିଲେ ବାପି ଲାହିରି

ବଲିଉଡ ଗାୟକ ତଥା କମ୍ପୋଜର ବାପି ଲାହିରିଙ୍କ ଆଜି ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଯଦିଓ ସେ ଏବେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ଗୀତଗୁଡିକ ଆଜି ଚିରସବୁଜ ହୋଇ ରହିଛି। ସେ ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି…

ଓଡ଼ିଶାର ୫ ମଧ୍ୟରୁ ଅଛି କେନ୍ଦ୍ରାପଡ଼ା ରସାବଳି

କେନ୍ଦ୍ରାପଡ଼ା ଅଫିସ, ୨୭।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓ ଗ୍ରାଫିକାଲ ଇଣ୍ଡିକେଶନ (ଜିଆଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତଥର ଓଡ଼ିଶାରୁ ୫ଟି ଦାବି ମଧ୍ୟରୁ କେନ୍ଦ୍ରାପଡ଼ା ରସାବଳୀ ରହିଥିବା ସୂଚନା ମିଳିଛି। ଗଜପତି ଜିଲାର…

କରୋନା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୪…

କର ବା ମର ମ୍ୟାଚ୍‌ରେ ଜିତିଲା ଆର୍ଜେଣ୍ଟିନା

କାତାର,୨୭।୧୧: ଫିଫା ବିଶ୍ୱକପ ୨୦୨୨ରେ ଆର୍ଜେଣ୍ଟିନା ଶେଷରେ କର ବା ମର ମ୍ୟାଚ୍‌ ଜିତିଯାଇଛି। ଏକ ମ୍ୟାଚ୍‌ରେ ମେକ୍ସିକୋକୁ ୨-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବାର ଆଶା ରଖିଥିଲେ। ଆର୍ଜେଣ୍ଟିନା ପାଇଁ ଏହି ମ୍ୟାଚରେ ଲିଓନେଲ ମେସି ଏବଂ ଏନଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?