ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…
ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ଚଢ଼ାଉ ସମୟରେ ୨୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧ ଉଗ୍ରବାଦୀଙ୍କ ପାଇଁ…
ପଦ୍ମପୁର ଉପନିର୍ବାଚନ: ଚାଲିଛି ଭୋଟ ଗଣତି
ପଦ୍ମପୁର, ୮।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଦ୍ମପୁର ଆର୍ଏମ୍ସି ପରିସର ଭୋଟଗଣତି କେନ୍ଦ୍ରରେ ଏହା ଚାଲିଛି। ୧୪ ଟେବୁଲରେ ଗଣତି ଚାଲିଥିବାବେଳେ ୨୩ ରାଉଣ୍ଡରେ…
୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…
ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍ଡର ଏକ ରିପୋର୍ଟ ଅନୁଯାୟୀ, ଆମାଜନ ଆସନ୍ତା ମାସରେ ପ୍ରାୟ ୨୦,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି।…
ଗୁଜରାଟରେ ଭାଜପା ଆଗୁଆ, ହିମାଚଳପ୍ରଦେଶରେ କଂଗ୍ରେସ-ଭାଜପା କଡ଼ା ଟକ୍କର…
ଅମହଦାବାଦ/ଶିମଲା,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୦୦ରେ ଭାଜପା ଆଗୁଆ ରହିଛି। ସେହିପରି ୨୪ରେ କଂଗ୍ରେସ ଏବଂ ଏଏପି ୩ରେ…
କିଟ୍ ମହିଳା ଭଲିବଲ ଦଳକୁ ସର୍ବଭାରତୀୟ ଯୋଗ୍ୟତା
ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଭଲିବଲ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି କିଟ୍ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ଏବଂ ଖେଲୋ ଇଣ୍ଡିଆ ଭଲିବଲ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ…
‘ସବୁ ବର୍ଗଙ୍କୁ ଗୁଣାତ୍ମକ ଶିକ୍ଷା ଦେବ ଏସ୍ବିଏଲ୍ସି’
ଭୁବନେଶ୍ୱର,୮।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ୟୁନିର୍ଭସିଟି (ସିୟୁ) ଏବଂ ସିନ୍ଧୁ ବ୍ରାଉନ୍ସ ଲର୍ନିଂ ସେଣ୍ଟର (ଏସ୍ବିଏଲ୍ସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଥିବା ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ମାନର ଇଂରାଜୀ…
ଜାତୀୟ ଜୁନିୟର ସଫ୍ଟ ଟେନିସରେ ଓଡ଼ିଶା ଭାଗନେବ
ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ୧୭ତମ ଜାତୀୟ ଜୁନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ ଓଡ଼ିଶା ଦଳ ବୁଧବାର ଲକ୍ଷ୍ନୌ ଯାତ୍ରା କରିଛି।…
ବ୍ୟୁଟି ପାଇଁ ମେନ୍ଷ୍ଟୁରାଲ୍ ମାସ୍କିଂ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଟ୍ରେଣ୍ଡ ଚାଲିଥିବା ଦେଖିବାକୁ ମିଳେ। ବର୍ତ୍ତମାନ ସୋସିଆଲ ମିଡିଆରେ ମେନ୍ଷ୍ଟୁରାଲ୍ ମାସ୍କିଂ ଭଳି ହାସଟ୍ୟାଗର ଟ୍ରେଣ୍ଡ ଦେଖିବାକୁ ମିଳିଛି। ଏଥିରେ ୧୧ ଲକ୍ଷ ଲୋକ ସାମିଲ ହୋଇଥିବା ଜଣାପଡିଛି, ଯାହା ସମସ୍ତଙ୍କୁ…
‘ଉତ୍ପାଦନ,ବଜାର ଉପଯୋଗିତାକୁ ଗୁରୁତ୍ୱ’
ଭୁବନେଶ୍ୱର,୮।୧୨: ବର୍ତ୍ତମାନ ସମୟରେ ଗୋପାଳନ ସଂଖ୍ୟା ହ୍ରାସ ପାଉଥିବାରୁ ଅନେକ ପ୍ରକାର ସମସ୍ୟା ଦେଖାଦେଉଛି। ବିଶେଷ କରି ଗୋସମ୍ପଦ ଓ ଉତ୍ପାଦର ପରିମାଣର ହ୍ରାସ ପାଇବାରେ ଲାଗିଛି। ଏପରିକି ଗୋପାଳନ ସହ ଦୁଗ୍ଧ ଉତ୍ପାଦନ ଓ ବଜାର ଉପଯୋଗିତାକୁ ଗୁରୁତ୍ୱ ଦେବାକୁ…
‘ନୂଆ ପ୍ଲାଟ୍ଫର୍ମ ସହ ଦର୍ଶକଙ୍କ ଆଦୃତି ପାଇଛି’
ଭୁବନେଶ୍ୱର ,୮।୧୨: ଚଳିତ ବର୍ଷ ଦୀପାବଳି ଅବସରରେ ‘ଜୀ-ସାର୍ଥକ’ ପକ୍ଷରୁ ଆୟୋଜିତ ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗିତାର ବିଜେତାମାନଙ୍କୁ ନିକଟରେ ପୁରସ୍କୃତ କରାଯାଇଛି। ଏପରିକି ସ୍ଥାନୀୟ ପାହାଳଠାରେ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଭାଗ୍ୟଶାଳୀ…
‘ଆଇଏଲ୍ବିଏସ୍ ସହ ଜିଓ ଟ୍ରୁ-୫ଜିର ସହଯୋଗିତା’
ମୁମ୍ବାଇ,୮।୧୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଜିଓ ଟ୍ରୁ-୫ଜି ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସେସ୍ (ଆଇବିଏଲ୍ଏସ୍) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ ହୋଇଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ଟେକ୍ନୋଲୋଜି ଜରିଆରେ…
‘ଆଇଫୋନ୍ ନିର୍ମାଣର ହବ୍ ହେବ ଭାରତ’
ନୂଆଦିଲ୍ଲୀ,୮।୧୨: ବିଶ୍ୱର ପ୍ରମୁଖ ତଥା ପ୍ରିମିୟମ ବର୍ଗର ସ୍ମାର୍ଟଫୋନ୍ ନିର୍ମାତା ‘ଆଇଫୋନ୍’ ଖୁବ୍ଶୀଘ୍ର ତା’ର ରଣନୀତି ପରିବର୍ତ୍ତନକରି ଭାରତକୁ ଅଗ୍ରାଧିକାର ଦେବ ବୋଲି ଜଣାପଡ଼ିଛି। କାରଣ ବିଗତ ୨ ବର୍ଷ ହେବ କୋଭିଡ୍ କଟକଣା ଓ ଅନ୍ୟନ୍ୟା ସମସ୍ୟା ଯୋଗୁ କମ୍ପାନୀ…

