Home

ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅରୁଣ ଗୋଏଲ ନିର୍ବାଚନ କମିଶନର ନିଯୁକ୍ତି…

ନୂଆଦିଲ୍ଲୀ,୧୯।୧୧ : ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଅରୁଣ କେବେଠାରୁ କାର୍ଯ୍ୟ କରିବେ ସେ ନେଇ ତାରିଖ ଘୋଷଣା ହୋଇନାହିଁ। ଅରୁଣ…

କରୋନା କଟକଣା ଉଠାଇଲେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରୁ ସମସ୍ତ କରୋନା କଟକଣାକୁ ହଟାଇ ଦେଇଛନ୍ତି ସରକାର। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏହି କଟକଣାକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଆବଶ୍ୟକ ଥିଲେ ଲୋକେ ସ୍ବଇଚ୍ଛାରେ ନିୟମ ମାନିପାରିବେ ବୋଲି ସରକାର କହିଛନ୍ତି। ଯେଉଁଠି…

୩ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ୨୪୫ ଶିକ୍ଷାକର୍ମୀ

ସିମୁଳିଆ,୧୯ା୧୧(ଡି.ଏନ୍‌.ଏ.): ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନରେ ଶନିବାର ସିମୁଳିଆର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ୩ ଦଫା ଦାବି ନେଇ ଶିକ୍ଷକ ଭବନ ପରିସରରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୪୫ଜଣ ଶିକ୍ଷୟିତ୍ରୀ/ଶିକ୍ଷକ…

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଖରା ହେବ ବୋଲି କହିଛନ୍ତି। ତେବେ ଯଦି ଏହି ମ୍ୟାଚ୍‌ ଖେଳାଯାଏ ତେବେ ଭାରତ…

କ୍ରେଡିଟ୍‌ କାର୍ଡରୁ ୭୦ ହଜାର ଟଙ୍କା ଗାଏବ

ସିମୁଳିଆ,୧୯ା୧୧(ଡି.ଏନ୍‌.ଏ.): ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନ୍‌ଲାଇନ୍‌ ଠକେଇ ସମ୍ପର୍କରେ ସଚେତନତା ପ୍ରକାଶ ପାଉଛି। ଏହା ପରେ ମଧ୍ୟ ଲୁଟେରାଙ୍କ କବଳରୁ ନିସ୍ତାର ମିଳୁନାହିଁ। କ୍ରେଡିଟ୍‌ କାର୍ଡରୁ ୭୦ ହଜାର ଟଙ୍କା ଗାଏବ ପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ…

ଚାଇନାରେ କରୋନା ଆତଙ୍କ, ବେଜିଂରେ ମିନି ଲକ୍‌ଡାଉନ…

ବେଜିଂ,୧୯।୧୧ : ଚାଇନାରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ଦେଖାଦେଇଛି। ରାଜଧାନୀ ବେଜିଂରେ ୫୦୦ କରୋନା ଆକାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶରେ ୨୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବେଜିଂରେ ସରକାରଙ୍କ ପକ୍ଷରୁ ମିନି ଲକଡାଉନ୍‌ ଜାରି…

ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ଦେବେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅଧିକ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ସାମାଜିକ ସୁରକ୍ଷା…

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା। ଏହାକୁ ନେଇ ତାଙ୍କୁ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ…

ସୁସ୍ମିତାଙ୍କ ଜନ୍ମଦିନରେ ହୃଦୟ ଇମୋଜି ଦେଇ ଖାସ୍‌ ପୋଷ୍ଟ ଲେଖିଲେ ପୂର୍ବତନ ପ୍ରେମିକ

ବମ୍ବେ: ଆଜି ୪୭ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌। ଏହି ଖାସ୍‌ ଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ତାଙ୍କର ନିକଟତର ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ପୂର୍ବତନ ପ୍ରେମିକ ରୋହମନ ଶଲ୍‌। ରୋହମନ…

କମଲା ହାରିସ-ଜିନପିଙ୍ଗ୍‌ ଭେଟ…

ବ୍ୟାଙ୍କକ,୧୯।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ବ୍ୟାଙ୍କକରେ ଭେଟିଛନ୍ତି। ଏକ ସଂକ୍ଷିପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଭୟ ଯୋଗ ଦେଇଛନ୍ତି। ବ୍ୟାଙ୍କକ ଠାରେ ହେବାକୁ ଥିବା ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ (ଏପିଇସି) ଶିଖର…

ନିର୍ବାଚନ ଚିହ୍ନକୁ ନିଜର ସମ୍ପତ୍ତି ବୋଲି କହି ପାରିବେନି ରାଜନୈତିକ ଦଳ: ହାଇକୋର୍ଟ…

ନୂଆଦିଲ୍ଲୀ,୧୯।୧୧ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନେ ନିର୍ବାଚନ ଚିହ୍ନକୁ ସେମାନଙ୍କର ସମ୍ପତ୍ତି ବୋଲି ଘୋଷଣା କରିପାରିବେ ନାହିଁ ଏବଂ ଖରାପ ପ୍ରଦର୍ଶନ ପାଇଁ ଏହାକୁ ମଧ୍ୟ ଛଡ଼ାଇ ନିଆଯାଇପାରିବ। ଶିବସେନା (ଉଦ୍ଧବ ଦଳ)ଙ୍କ ନିର୍ବାଚନର ପ୍ରତୀକ ଭାବରେ…

ଟ୍ରକ୍‌ ପଛରେ ପିଟିଲା ପିକ୍‌ଅପ୍‌, ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବଜାର ନିକଟରେ ଏକ ଟ୍ରକ୍‌ ପଛରେ ପିକ୍‌ଅପ୍‌ଟି ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଓଡି ୧୪ ଏଏ ୧୪୮୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri