Home

୪ ଭାଜପା ନେତାଙ୍କ ଜୀବନ ପ୍ରତି ବିପଦ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଗଲା ସୁରକ୍ଷା 

ଚଣ୍ଡିଗଡ଼,୧୯।୧୧: ନିକଟରେ କଂଗ୍ରେସରୁ ଭାଜପାରେ ସାମିଲ ହୋଇଥିବା ପଞ୍ଜାବର ୪ଜଣ ନେତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କଙ୍ଗର, ପୂର୍ବତନ ବିଧାୟକ ଜଗଦୀପ ସିଂ ନାକାଇ ଏବଂ…

ବଡିଗାର୍ଡଙ୍କ ଉପରେ ପ୍ରବଳ ରାଗିଲେ ଶେହନାଜ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି। କାରଣ ସେ ବହୁତ ଖୋଲା ହୃଦୟର ମଣିଷ। ସବୁଠାରୁ ବଡ଼ କଥା ହେଉଛି ପ୍ରଶଂସକମାନଙ୍କୁ ମଧ୍ୟ ସେ ବହୁତ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଶେହନାଜଙ୍କ ଏକ ଭିଡିଓ ଭାଇରାଲ…

ଲିଭ୍‌ ଇନ୍‌ରେ ରହି ବି ପୁରା ହୋଇନି ଏହି ବଲିଉଡ୍‌ ଷ୍ଟାରଙ୍କ ଲଭ୍‌ଷ୍ଟୋରୀ: ଏବେ ସମସ୍ତଙ୍କ ବାଟ ଅଲଗା

ବମ୍ବେ: ବଲିଉଡ୍‌ ଷ୍ଟାରଙ୍କ ପାଇଁ ଲିଭ୍‌ ଇନ୍‌ ନୂଆ କଥା ନୁହେଁ। ପୂର୍ବରୁ ଅନେକ କଳାକାର ପ୍ରେମରେ ପଡ଼ିବା ପରେ ଏକାଠି ସାଥୀ ହୋଇ ରହିଛନ୍ତି। ହେଲେ ସେମାନଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିନାହିଁ। ବରଂ ସେମାନେ ନିଜ ନିଜ ବାଟ…

ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ସୋରଡ଼ା,୧୯ା୧୧(ଡି.ଏନ୍‌.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ ବାହାରି ଆଡ଼ପମଣ୍ଡପ,ବଡ଼ଦାଣ୍ଡ,ରଥପଦା, ଡେଲି ମାର୍କେଟ ହୋଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହାତରେ…

ଅଧିକ ମୋବାଇଲ ବ୍ୟବହାର, ଥାନାରେ ପହଞ୍ଚିଲେ ଦମ୍ପତି…

କୁଶୀନଗର,୧୯।୧୧ : ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ସମ୍ପର୍କ ବୃଦ୍ଧି କରୁଥିବା ଲୋକେ ପାରିବାରିକ ଜୀବନରେ ନିଜ ପ୍ରିୟ ପରିଜନଙ୍କଠାରୁ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…

ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି? ଗୁଆହାଟୀ…

ଦୋକାନ ଭିତରକୁ ପଶିଗଲା କାର୍‌, ୩ ଛାତ୍ରୀ ଆହତ

ପୁରୁଷୋତ୍ତମପୁର,୧୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକଠାରେ କାର୍‌ ନଂ ଓଡି ୦୭ଏନ ୨୯୩୬ ଦ୍ରୁତ ଗତିରେ ଆସି ରାସ୍ତା ପାଶର୍‌ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା। ଏହି ସମୟରେ ବସ୍‌ରୁ ଓହ୍ଲାଇ…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍‌ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍‌!

ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍‌ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍‌ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) କିଣିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଗତ ସିଜନ୍‌ରେ ସେ ଖେଳିପାରି ନ ଥିଲେ। ଏବେ କିନ୍ତୁ ମୁମ୍ବାଇ…

ପଦ୍ମପୁର ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଜିଲାପାଳ

ବରଗଡ଼ ଅଫିସ,୧୯ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ। କଂଗ୍ରେସ, ବିଜେଡି, ଭାଜପା ପ୍ରାର୍ଥୀଙ୍କ ସମେତ ୧୧ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ସେହିପରି ନିର୍ବାଚନକୁ ନିରପେକ୍ଷ…

ୟୁକ୍ରେନ୍‌ ପରି ତାଇଓ୍ବାନ ଉପରେ ଆକ୍ରମଣ ହେବା ଆଶଙ୍କା, ୧୭ ଚାଇନା ଯୁଦ୍ଧ ବିମାନ-୩ ଯୁଦ୍ଧ ପୋତ ସୀମାରେ…

ତାଇପେଇ,୧୯।୧୧ : ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନ୍ୟ ଏକ ଯୁଦ୍ଧର ବିପଦ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଇୱାନ ଆଡ଼କୁ ନିଜର ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇ ଚାଇନା କ୍ରମାଗତ ଭାବେ ଯୁଦ୍ଧ ଆଶଙ୍କା ସୃଷ୍ଟି…

ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଏନେଇ ଘୋଷଣା…

ଭଙ୍ଗାଯିବ ବ୍ରିଟିଶ ଅମଳର ରେଳ ବ୍ରିଜ୍‌, ଶନିବାର ରାତି ୧୧ଟା ଠାରୁ ୨୭ ଘଣ୍ଟିଆ ମେଗା ବ୍ଲକ୍‌…

ମୁମ୍ବାଇ,୧୯।୧୧ : ରେଳବାଇ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି) ଏବଂ ମସଜିଦ ବନ୍ଦର ଷ୍ଟେଶନ ଲାଇନ ମଧ୍ୟରେ ବ୍ରିଟିଶ ଯୁଗର କାର୍ନାକ ବ୍ରିଜକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଶନିବାର ରାତିରୁ ୨୭ ଘଣ୍ଟାର ଏକ ମେଗା ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri