Home

ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ନର୍ଦ୍ଦମା ପାଣି

ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍‌ବୃତ୍ତ ଡ୍ରେନ୍‌ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ ସୁବିଧା…

ବୃଦ୍ଧାଙ୍କ ମୁଣ୍ଡ ଛେଚି ନିର୍ମମ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ପଞ୍ଚାୟତର ବଉଳା ଗ୍ରାମରେ ଗତ ୧୧ ତାରିଖ ମଙ୍ଗଳବାର ଘର ବାହାରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମହୁଲଡ଼ିହା ଥାନା…

କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ବିକାଶ

ଫ୍ରାନ୍ସର ଆଲେନ୍‌ ଆସ୍ପେକଟ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜନ୍‌ କ୍ଲାଉଜର ଏବଂ ଅଷ୍ଟ୍ରିଆର ଆଣ୍ଟୋନ୍‌ ଜେଲିଫରଙ୍କୁ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। କ୍ୱାଣ୍ଟମ୍‌ ଯାନ୍ତ୍ରିକୀରେ ଅଭିନବ ଆବିଷ୍କାର ପାଇଁ ଏହି ତିନି…

ଅପ୍‌ଡେଟ ହେଲା ଜିଲା ସୂଚନା ବିଜ୍ଞାନ କେନ୍ଦ୍ର ୱେବ୍‌ସାଇଟ

ନୂଆପଡ଼ା ଅଫିସ,୧୭।୧୦: ଜିଲା ସୂଚନା ବିଜ୍ଞାନକେନ୍ଦ୍ରର ୱେବସାଇଟ ବର୍ଷ ବର୍ଷ ଧରି ଅପଡେଟ ନ ହେବା ସହିତ ଅନେକ ଭୂଲ ତଥ୍ୟ ଦିଆଯାଉଥିଲା। ଏ ସମ୍ପର୍କିତ ଖବର ଗତ ୧୨ ତାରିଖରେ ଧରିତ୍ରୀ ଖବର କାଗଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ…

ଧୋକା ଦେଲା ସରକାରୀ ବିହନ

ନୂଆପଡ଼ା ଅଫିସ,୧୭।୧୦: ନୂଆପଡା ଜିଲାର ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ସହିତ ଗୁର୍ଜି, ମାଣ୍ଡିଆ, କୋଦୋ, କାଙ୍ଗ, ବାଜରା ସହ ଡାଲି ଜାତୀୟ ଚାଷ ମଧ୍ୟ କରିଥାନ୍ତି। ଚଳିତବର୍ଷ ଜିଲାର ଚାଷୀ କୃଷି ବିଭାଗ ପକ୍ଷରୁ ବିରି…

ଇରାନ ମହିଳାଙ୍କ ସମର୍ଥନରେ କେଶ କାଟିଲେ ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ଊର୍ବଶୀ ରୌଟେଲା ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ଇରାନ ମହିଳାମାନଙ୍କ ସମର୍ଥନରେ ଖୋଲାଖୋଲି ଭାବେ ବାହାରିଛନ୍ତି। ଇରାନୀୟ ମହିଳାଙ୍କ ସମର୍ଥନରେ ସେ ତାଙ୍କ କେଶ କାଟିଛନ୍ତି। ନିକଟରେ ଊର୍ବଶୀ ଅଭିଯୋଗ କରିଛନ୍ତି, ସେ ନିଜେ ସାଇବର ଧମକର ଶିକାର…

ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବନମାଳୀପୁର ପଞ୍ଚାୟତ ଉଦୟପୁରରୁ ଜଗନ୍ନାଥପୁର…

ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…

ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ କେନ୍ଦ୍ର, ସିବିଆଇ, ଆରବିଆଇକୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀ ସୁବ୍ରମଣ୍ୟମ ସ୍ବାମୀଙ୍କ…

ନିର୍ବିରୋଧରେ ବିଜୟୀ ହୋଇପାରନ୍ତି ଋତୁଜା: ଭାଜପାର ପ୍ରାର୍ଥୀ ପ୍ରତ୍ୟାହାର ଘୋଷଣା…

ମୁମ୍ବାଇ,୧୭।୧୦ : ମୁମ୍ବାଇରା ଅନ୍ଧେରୀ ପୂର୍ବ ବିଧାନସଭା ଆସନରୁ ଭାଜପା ସୋମବାର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହା ସହିତ ଉଦ୍ଧବ ବାଲାସାହେବ ଠାକରେ ଦଳର ରିତୁଜା ଲଟକେଙ୍କର ବିଧାୟକ ଭାବରେ ନିର୍ବିରୋଧ ନିର୍ବାଚିତ ହେବା ପାଇଁ ରାସ୍ତା ସଫା…

ମାଟିରେ ମିଶିଲା ପୁରୁଣା ଜେଲ

ନୟାଗଡ଼ ଅଫିସ,୧୭।୧୦: ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତର ପରେ ପରିତ୍ୟକ୍ତ ହୋଇ ପଡିଥିବା ନୟାଗଡ଼ ପୁରୁଣା ଜେଲକୁ ଶନିବାର ବିଳମ୍ବିତ ରାତି ଓ ରବିବାର ପରି ଛୁଟିଦିନରେ ଭଙ୍ଗାଯିବାରୁ ପ୍ରତିବାଦ ଉଠିଛି। ମ୍ୟୁନିସିପାଲିଟି ପକ୍ଷରୁ ତରବରିଆ ଭାବେ ପୁରୁଣା ଜେଲକୁ ଭଙ୍ଗାଯିବାକୁ ନେଇ ନୟାଗଡ଼…

ଟି -୨୦ ବିଶ୍ୱକପରେ ଖେଳିବେ କରୋନା ପଜିଟିଭ୍‌ ଖେଳାଳି : ଆଇସିସି ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆରମ୍ଭ ହୋଇଛି। କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ବାହାରକୁ ଆସୁଛି। ଆଇସିସି ପକ୍ଷରୁ ବିଶ୍ୱକପକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କରୋନା ପଜିଟିଭ୍‌ ଖେଳାଳିଙ୍କୁ ଟି…

କୃଷକଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦୁଇଦିନିଆ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି ପିଏମ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୧୨ କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri