ଓଟିଇଟି ଲାଗି ଆବେଦନ ତାରିଖ ବଢ଼ିଲା
କଟକ ଅଫିସ,୧୯ା୧୦- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତା ୨୬ ତାରିଖ ୧୧ଟା ୪୪ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏ ନେଇ ବୋର୍ଡ ପକ୍ଷରୁ…
କେନ୍ଦ୍ରକୁ ଯିବେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଏଣିକି ସେ କେନ୍ଦ୍ର ସରକାରରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ କାର୍ଯ୍ୟ…
ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ହ୍ରିତିକ୍…
ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍ ଅଭିନେତା ହ୍ରିତିକ ରୋଶନ। ସେ ବି ନିଜର କେଶ ପାଇଁ। ୪୮ ବର୍ଷ ବୟସର ହୋଇଥିବା ହ୍ରିତିିକଙ୍କ କେଶ ଝଡ଼ିବା ଆରମ୍ଭ ହୋଇଛି। ଏଥିଲାଗି ତାଙ୍କୁ ପ୍ରଶଂସକ ଲଣ୍ଡା ବୋଲି କହି ଟ୍ରୋଲ କରୁଛନ୍ତି। ନିଜର…
ଭାଜପା ସମ୍ପର୍କରେ ଅଛନ୍ତି ନୀତୀଶ କୁମାର, ପୁଣି ହୋଇପାରନ୍ତି ଏକାଠି
ନୂଆଦିଲ୍ଲୀ,୧୯।୧୦: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବୁଧବାର ଏକ ବଡ଼ ଦାବି କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକ ହେଲେ ପୁନର୍ବାର ସେହି ଦଳ ସହ ସମ୍ପର୍କ ସ୍ଥାପନ…
ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବରେ ନିର୍ବାଚିତ…
ରାଜକୁମାରୀ ଡାଏନା-କିଙ୍ଗ୍ ଚାଲର୍ସଙ୍କ ବିବାହ କେକ୍ ନିଲାମ ହେବ
ଲଣ୍ଡନ,୧୯ା୧୦: ରାଜକୁମାରୀ ଡାଏନା ଏବଂ କିଙ୍ଗ ଚାଲର୍ସଙ୍କ ବିବାହ ଏକ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୮୧ ମସିହାରେ ଏହି ରାଜକୀୟ ବିବାହରେ ୩୦୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଗେଲ ରିକେଟ୍ସ ଥିଲେ।…
ପ୍ରଥମେ ଭିଲା.. ଏବେ ବିଳାସପୂର୍ଣ୍ଣ ବଙ୍ଗଳା: ୬ ମାସରେ ଦୁବାଇରେ ଦ୍ୱିତୀୟ ଘର କିଣିଲେ ଅମ୍ବାନୀ…
ନୂଆଦିଲ୍ଲୀ,୧୯।୧୦: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ କିଣିଲେ ଆଉ ଏକ ଘର। ସେ କିଛି ଦିନ ତଳେ ଦୁବାଇରେ ୮୦ ମିଲିୟନ ଡଲାର(ପ୍ରାୟ ୬୬୪.୪ କୋଟି ଟଙ୍କା)ର ଭିଲା କିଣିଥିବା ବେଳେ ଏବେ ସେଠାରେ ଆଉ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି।…
ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ
ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲାପାଳ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୫,୯୫୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଦୀପାବଳି ନ ଆସୁଣୁ ଘର ସଫା କରିବା ନିଶା: ଟିଭିରୁ ଆରମ୍ଭ କରି କମ୍ପ୍ୟୁଟର ଯାଏ ପାଣିରେ ଧୋଇଲେ…
ସାରା ଦେଶରେ ଏବେ ଉତ୍ସବର ବାତାବରଣ। ଦଶହରା, ଗଜଲକ୍ଷ୍ମୀ ପୂଜା ପରେ ଏବେ ଲୋକେ ଦୀପାବଳି ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେହି କେହି ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଥିବା ବେଳେ କେତେକ ଆଲୋକମାଳା ଏବଂ ବାଣ କ୍ରୟ ଉପରେ ଧ୍ୟାନ…
ବାଇକ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା
ଦିଗପହଣ୍ଡି,୧୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆ ସାହିରେ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ନୂଆ…
ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ଗିରଫ
ଆଜମେର,୧୯।୧୦: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ କୁମାରଙ୍କୁ ସ୍ବତନ୍ତ୍ର ସେଲ ଗିରଫ କରିଛି। ସ୍ପେଶାଲ ସେଲର ଟିମ ରାଜସ୍ଥାନର ଆଜମେର ଜିଲାର ଦୀପକଙ୍କୁ ଧରିଛି। ଅତୀତରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ…
Archives


