ହୋଟେଲରେ ନିଆଁ ଲାଗି ୧୬ ମୃତ

ଫନୋମ୍‌ ପେନ୍‌ହ,୨୯ା୧୨: କାମ୍ବୋଡିଆର ଏକ ହୋଟେଲ କାସିନୋରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିଥିବା ଏହି ନିଆଁରେ ଗ୍ରାଣ୍ଡ ଡାଇମଣ୍ଡ ସିଟି କାସିନୋର ବହୁ କ୍ଷୟକ୍ଷତି ଘଟିଛି। ନିଆଁ ଲିଭାଇବାକୁ ପଡ଼ୋଶୀ ଥାଇଲାଣ୍ଡ ଫାୟାରଟ୍ରକ୍‌ ପଠାଇଥିଲା। ମୃତକଙ୍କ ମଧ୍ୟରେ ହୋଟେଲ କର୍ମଚାରୀ ଓ ଗ୍ରାହକ ରହିଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫ ଡଲାର କରେନି୍ସ ନୋଟରୁ ହଟିବେ ମହାରାଣୀ: ଅଷ୍ଟ୍ରେଲିଆ ରିଜର୍ଭବ୍ୟାଙ୍କ ନିଷ୍ପତ୍ତି…

ମେଲବୋର୍ନ,୨।୨ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଣୀ ଏଲିଜାବେଥ ଆଉ ଅଷ୍ଟ୍ରେଲିଆର ପାଞ୍ଚ...

ସରକାରୀ ଆକାଉଣ୍ଟ ପାଇଁ ଗ୍ରେ ବଟନ୍‌

ଓ୍ବାଶିଂଟନ୍‌, ୨୧।୧୨: ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରରେ ଏଣିକି ଆକାଉଣ୍ଟ ମଧ୍ୟରେ ପ୍ରଭେଦ ଜାଣିବା ହେବ ଆହୁରି ସହଜ। ପୂର୍ବରୁ ଅଧିକ ଫଲୋୟର୍ସ ଥିବା ଆକାଉଣ୍ଟକୁ ଟୁଇଟର...

କାବୁଲରେ ସରକାର ଗଠନ ପାଇଁ ବଡ ସମାରୋହର ଆୟୋଜନ କରିପାରେ ତାଲିବାନ, ୬ ଦେଶକୁ ଦେଇଛି ନିମନ୍ତ୍ରଣ

କାବୁଲ,୬ ।୯: ଏବେ ସମସ୍ତଙ୍କ ନଜର ତାଲିବାନ ଉପରେ । ଆଫଗାନିସ୍ତାନ କବଜା କରିବା ପରେ ଏବେ ସେ କାବୁଲରେ ସରକାର ଗଠନ କରିବାକୁ ପ୍ରସ୍ତୁତିରେ...

ଜାହାଜ ଅଟକି ସୁଏଜ କେନାଲ ଅବରୋଧ

ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍‌ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା...

ହା ଅନ୍ନ: ଗିଲଗିଟ୍‌-ବଲ୍ଟିସ୍ତାନରେ ଭୋକ ମୃତ୍ୟୁ ଆଶଙ୍କା…

ଇସଲାମାବାଦ,୧୭।୧ : ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବଲ୍ଟିସ୍ତାନରେ ଖାଦ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସପ୍ତାହେ ଧରି ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ...

ରୁଷିଆର ଦାବି ଯୁଦ୍ଧରେ ଖୁବଶୀଘ୍ର ମିଳିବ ସଫଳତା

ମସ୍କୋ,୨୦ ।୬: ଚଳିତ ବର୍ଷ ଫେବୃୟାରୀରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ବେଳେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ...

ଦକ୍ଷିଣ ଆଫ୍ରିକାରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ଼,୮ ମୃତ…

କେପଟାଉନ,୩୦।୧ : ଦକ୍ଷିଣ ଆଫ୍ରିକାର ପୂର୍ବ କେପର କ୍ୱାଜାଚେଲେ ସହରରେ ଜଣେ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪...

ଲକ୍‌ଡାଉନ ଖୋଲିବା ପରେ ପୁଣି ଫେରିଲା କରୋନା: ଚାଇନାରେ ୧୮ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୨୨।୬: କରୋନା ମହାମାରୀ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଥିବା ବେଳେ କିଛି ଦେଶରେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ...

Advertisement
Archives

Model This Week