Home

୯୦୦ ଟନ ସ୍କ୍ରାପ୍‌ ନଷ୍ଟକଲା ପାରାଦୀପ ବନ୍ଦର

ପାରାଦୀପ,୨୮ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଅଭିଯାନ ୨-୦ ଆରମ୍ଭ ହୋଇଛି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ ମତେ ଏହି ଅଭିଯାନ ସମଗ୍ର ଦେଶରେ ଥିବା ମେଜର ପୋର୍ଟଗୁଡ଼ିକରେ ଆରମ୍ଭ ହୋଇଛି। ଏଥିରେ…

ବିଦେଶରେ ଚାକିରି ଦେବାକୁ କହି ଏଜେଣ୍ଟ ଠକି ନେଲେ ଟଙ୍କା

ଆଳି,୨୮ା୧୦(ଡି.ଏନ.ଏ.): ବିଦେଶରେ ଚାକିରି କରାଇ ଦେବାକୁ କହି ୩୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ନିକଟରୁ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ଏଜେଣ୍ଟ ଫେରାର ହୋଇଯିବା ପରେ ଯୁବକମାନେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଠକେଇରେ ଶିକାର ହୋଇଥିବା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ…

ହଜିଗଲାଣି ମୁକ୍ତା ଯୋଜନାର ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୮ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କରୋନା ସମୟରେ ଲୋକଙ୍କ ସହ ଶ୍ରମିକ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ବାହୁଡି ଥିଲେ। ଏଠାରେ ମଧ୍ୟ କାମ ନ ମିଳିବାରୁ ଲୋକେ…

ଜୁନ୍‌ରୁ ମିଳୁନି ଗହମ, ରାଶନ ହିତାଧିକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ, ୨୮ା୧୦: ପରିବର୍ତ୍ତିତ ଖାଦ୍ୟ ସାରଣୀରେ ଅଟା ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏବେ ଗହମ ଉପରେ ନିର୍ଭର କରୁଛନ୍ତି। ଏହା ଛଡା ଡାଇବେଟିସ ରୋଗୀଙ୍କ ନିତ୍ୟ ଆହାରରେ ରୁଟି ପ୍ରମୁଖ ଅଙ୍ଗ…

ବର୍ଷା ଯୋଗୁ ଆଫଗାନିସ୍ତାନ-ଆୟାର୍ଲାଣ୍ଡ ମ୍ୟାଚ୍‌ ବାତିଲ୍‌

ମେଲବୋର୍ନ,୨୮।୧୦: ମେଲବୋର୍ନରେ ଲଗାତାର ବର୍ଷା ହେତୁ ଆଫଗାନିସ୍ତାନ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ମ୍ୟାଚ ବାତିଲ୍‌ ହୋଇଯାଇଛି। ଏହି ମ୍ୟାଚରେ ଏତେ ଜୋର ବର୍ଷା ହୋଇଥିଲା ଯେ ଟସ ମଧ୍ୟ ନ ଥିଲା। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ଦିଆଯାଇଛି। ସୁପର-୧୨ରେ…

ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା

ଚଣ୍ଡିଖୋଲ,୨୮ା୧୦ (ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ଏବଂ ବିକାଶ କ୍ଷେତ୍ରରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରୁଛି। ତେବେ ଯାଜପୁର ଜିଲା ବଡ଼ଚଣା ବ୍ଲକଟି ଏକ ବୃହତ ବ୍ଲକ ହୋଇଥିବାରୁ ଏଠାରେ…

ଦେଶରେ ୨,୨୦୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

ଚାଷୀଙ୍କ ଅଜାଣତରେ ଉଠିଛି କାଳିଆ, ପିଏମ୍‌ କିଷାନ ଅର୍ଥ

ନବରଙ୍ଗପୁର/କୋଡିଙ୍ଗା, ୨୮।୧୦(ବି.ପ୍ର./ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ରହିଛି। ଏହାର ତଦାରଖ କରିବା ପାଇଁ ପଞ୍ଚାୟତରୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ପଦାଧିକାରୀ ଓ ସଚିବ ଅଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ…

୬୨ ଟିକିଆ ହାତୀପଲରେ ଶାବକ ଜନ୍ମଦେଲା ମାଈହାତୀ

ବେତନଟୀ,୨୮ା୧୦(ସ୍ବ.ପ୍ର.):  ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ଜଙ୍ଗଲରେ ଗୁରୁବାର ରାତିରେ ଗୋଟେ ମାଈ ହାତୀ ଶାବକ ଜନ୍ମ ଦେଇଛି। ମା ଓ ଛୁଆକୁ ସୁରକ୍ଷା ଦେବା ପାଇଁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି। ସୂଚନା…

ଖୁସ୍‌ବୁଙ୍କୁ କ୍ଷମା ମାଗିଲେ ସାଦିକ

ଚେନ୍ନାଇ,୨୮।୧୦: ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି ତାମିଲନାଡୁର ଡିଏମକେ ନେତା ସଦାଇ ସାଦିକ। ଚାରିଆଡୁ ବିରୋଧ ହେବା ପରେ ଶେଷରେ ସେ ଖୁସ୍‌ବୁଙ୍କୁ କ୍ଷମା ମାଗିଛନ୍ତି। ସିଦ୍ଦିକ ସଫେଇ ଦେଇ କହିଛନ୍ତି। ମୋ ମନ୍ତବ୍ୟକୁ…

ଯୁବରାଜଙ୍କୁ ଟପିଲେ ହିଟ୍‌ମ୍ୟାନ୍‌

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୁପର -୧୨ ରାଉଣ୍ଡର ଗ୍ରୁପ -୨ରେ ପାକିସ୍ତାନ ପରେ ଭାରତ ମଧ୍ୟ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଢେଙ୍କାନାଳ ଅଫିସ,୨୮ା୧୦: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ୫୫ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ୍‌ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ। ଟ୍ରକ୍‌ଟି ଉଭୟଙ୍କ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri