ଜେଲେନସ୍କିଙ୍କ ନୂଆବର୍ଷ ସ୍ବାଗତ ଭାଷଣ ସମୟରେ କ୍ଷେପଣାସ୍ତ୍ର ମାଡ଼ କଲେ ପୁଟିନ…
ମସ୍କୋ/କିଭ୍,୧।୧ : ବିଶ୍ୱ ପାଇଁ ନୂଆ ବର୍ଷ ଆରମ୍ଭ ହୋଇଥାଇପାରେ, କିନ୍ତୁ ୟୁକ୍ରେନ ପାଇଁ ପରିସ୍ଥିତି ସମାନ ରହିଛି। ଗୋଟିଏ ପଟେ ବିଶ ୨୦୨୩ ନୂଆବର୍ଷର ଉତ୍ସବରେ ବୁଡି ରହିଥିବା ବେଳେ ଅନ୍ୟ ପଟେ ୟୁକ୍ରେନ ରୁଷିଆର ଆକ୍ରମଣର ସମ୍ମୁଖୀନ ହୋଇଛି।…
ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍ ପ୍ରଦାନକାରୀ କମ୍ପାନୀ…
ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖର୍ଚ୍ଚ ହ୍ରାସ କରିବାକୁ ସେ କର୍ମଚାରୀଙ୍କ ଛଟେଇ କରିବା ଆରମ୍ଭ କରିଥିଲେ। ସେହିପରି…
କରୋନା ମହାମାରୀକୁ ନିଘା ନାହିଁ: ଚାଇନାରେ ନୂଆବର୍ଷ ଧୁମଧାମରେ ପାଳିତ…
ବେଜିଂ,୧।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। କରୋନା ମହାମାରୀର ଆତଙ୍କ ମଧ୍ୟରେ, ବିଶ୍ୱର ଅନେକ ଦେଶର ଲୋକମାନେ ଉତ୍ସାହର ସହିତ…
ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି ନେବା ଜରୁରୀ: ସିଜେଆଇ…
ନୂଆଦିଲ୍ଲୀ,୩୧।୧୨ : ବିଚାରଧୀନ ମାମଲା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି ନେବା ଜରୁରୀ। ଦେଶରେ କୋର୍ଟ ପ୍ରାୟ ୧୪ ଲକ୍ଷ ମାମଲାର ବିଭିନ୍ନ ତଥ୍ୟ ଭିତ୍ତିକ…
ଭାଇ ରାହୁଲଙ୍କ ସହିତ ପାଦ ମିଳାଇ ଚାଲିବେ କି ବରୁଣ: ରାଜନୈତିକ ମହଲରେ ଚର୍ଚ୍ଚା…
ନୂଆଦିଲ୍ଲୀ,୩୧।୧୨ : ମୁଁ କଂଗ୍ରେସ କିମ୍ବା ପଣ୍ଡିତ ନେହେରୁଙ୍କ ବିପକ୍ଷରେ ନୁହେଁ। ଆମ ଦେଶର ରାଜନୀତି ଦେଶକୁ ଏକଜୁଟ କରିବା ଏବଂ ଗୃହଯୁଦ୍ଧ ସୃଷ୍ଟି କରିବା ଉଚିତ ନୁହେଁ। ଆଜି ଯେଉଁମାନେ କେବଳ ଧର୍ମ ଏବଂ ଜାତି ନାମରେ ଭୋଟ ନେଉଛନ୍ତି,…
ବର୍ଷକରେ ୧୭୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…
ଶ୍ରୀନଗର,୩୧।୧୨ : ଜମ୍ମୁ-କଶ୍ମୀରରେ ୨୦୨୨ ବର୍ଷରେ ୯୦ରୁ ଅଧିକ ସର୍ଚ୍ଚ ଅପରେଶନରେ ୧୭୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେଥିମଧ୍ୟରେ ୪୨ ବିଦେଶୀ ଆତଙ୍କବାଦୀ ରହିଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶନିବାର ଏହି ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀଙ୍କ ସଂଖ୍ୟା କମିବା ସହିତ…
ଜମ୍ମୁ-କଶ୍ମୀର ଜନସାଧାରଣ ମୌଳିକ ଅଧିକାରରୁ ହେଉଛନ୍ତି ବଞ୍ଚିତ: ସିଜେଆଇଙ୍କୁ ମେହବୁବାଙ୍କ ଚିଠି…
ଶ୍ରୀନଗର,୩୧।୧୨ : ଜମ୍ମୁ-କଶ୍ମୀରରେ ଜନସାଧାରଣଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହେଉଛି। ନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି।ଏନେଇ ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫତି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଦେଶରେ ଏବେ ସାମ୍ବିଧାନିକ ବ୍ୟବସ୍ଥାରେ ଉଲ୍ଲେଖ…
ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କୁ ସମର୍ଥନ କଲେ ନୀତିଶ…
ପାଟନା,୩୧।୧୨ : ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ବିବହାର ମୁଖ୍ୟନ୍ତ୍ରୀ ନୀତିଶ କୁମାର ସମର୍ଥନ କରିଛନ୍ତି। ଏଭଳି କହି ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ସ୍ପଷ୍ଟ କରିଛନ୍ତି। ଶନିବାର ସେ କହିଛନ୍ତି ଆଗାମୀ…
ସାମ୍ବାଦିକା ଭାବେ ବିଶ୍ୱର ସବୁଠୁ ଅଧିକ ଦରମା ପାଉଥିଲେ ବାର୍ବରା
ଓ୍ବାଶିଂଟନ,୩୧ା୧୨: ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ତଥା ବରିଷ୍ଠ ସାମ୍ବାଦିକା ବାର୍ବରା ଓ୍ବାଲ୍ଟର୍ସଙ୍କ ଦେହାନ୍ତ ହୋଇଛି। ବାର୍ବରାଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୨୫ରେ ବୋଷ୍ଟନରେ ହୋଇଥିଲା। ପାଞ୍ଚ ଦଶନ୍ଧି ଧରି ବାର୍ବରା ଟିଭି କ୍ୟାରିୟରେ ସକ୍ରିୟ ଥିଲେ। ଆମେରିକା ଟେଲିଭିଜନର ସେ ଜଣେ…
ଏହି ୪ ରାଶିରେ ଜନ୍ମିତ ଯୁବତୀ ପାର୍ଟନରଙ୍କ ପାଇଁ ବହୁତ ଭାଗ୍ୟବତୀ; ସ୍ବାମୀଙ୍କ ଭାଗ୍ୟ ଚମକେ…
ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ ଧନଧାନ୍ୟରେ ପୂରି ଉଠେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ। ଏହାକୁ ନେଇ ଜ୍ୟୋତିଷଶାସ୍ତ୍ରରେ…
ଗୁଳି କରି ଦମ୍ପତିଙ୍କୁ ହତ୍ୟା ଘଟଣା: ମାସକ ପରେ ସହଯୋଗୀ ଅଭିଯୁକ୍ତ ଗିରଫ, ଏବେ ବି ୫ ଫେରାର
ବଡ଼ବିଲ,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା ଘଟଣାର ମାସେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ। ହତ୍ୟା ଘଟଣାରେ ସଂପୃକ୍ତ ସହଯୋଗୀ ଅଭିଯୁକ୍ତ ଜଣକ ହେଲେ ରୁଗୁଡ଼ି…
ସଡ଼କ ଦୁର୍ଘଟଣା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଏସବୁ କ୍ରିକେଟର; ପାଲଟିଥିଲେ ଉଦାହରଣ…
ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଶୁକ୍ରବାର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ସ୍ଥିତିରେ ସେ ସୁସ୍ଥ ହୋଇ ଖେଳିବାକୁ…
Archives


