Home

‘ଏକ ହେଲେ ରାମ-ବାମ’

କୋଲକାତା,୨ା୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ସୋମବାର କୋଲକାତାର ନଜରୁଲ ମଞ୍ଚଠାରେ ଏକ ଖବରଦାତା ସମ୍ମିଳନୀରେ ଦଳର ନୂତନ ଅଭିଯାନ ‘ଦିଦିର୍‌ ସୁରକ୍ଷା କବଚ’ର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମମତା କହିଛନ୍ତି,…

ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ

ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ…

ରଣବୀରଙ୍କ ସହ ଛୁଟି କାଟିବାକୁ ବାହାରିଲେ ଦୀପିକା

ମୁମ୍ବାଇ: ସ୍ବାମୀ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ଅଲିବାଗ ପରେ ଆଉ ଏକ ସ୍ଥାନକୁ ଛୁଟି ମନାଇବାକୁ ବାହାରିଛନ୍ତି। ଉଭୟେ ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ରଣବୀର ଧଳା ରଙ୍ଗର ଏକ ଟି-ଶର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର…

ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ରାୟପୁର,୨ା୧: ଛତିଶଗଡ଼ର ଯଶପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ…

ଲଣ୍ଡନରେ ଛୁଟି କାଟୁଛନ୍ତି ସାରା-କାର୍ତ୍ତିକ!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ୍‌ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ କାର୍ତ୍ତିକ ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନଙ୍କୁ ଡେଟ୍‌ କରୁଥିବା ବେଳେ ସାରା ତାଙ୍କ ଭାଇଙ୍କ ସହ ଛୁଟି ଉପଭୋଗ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଖିବାକୁ…

ଆମ୍ବୁଲାନ୍ସ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସୋରଡ଼ା,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବଡ଼ଗଡ଼ ରାସ୍ତା ଖରିଗୁଡା ଛକରେ ସୋମବାର ମଧ୍ୟାହ୍ନରେ ୧୦୨ ଅମ୍ବୁଲାନ୍ସ ଦମ୍ପତିଙ୍କୁ ଧକ୍କା ଦେବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋରଡ଼ା ସରକାରୀ ଡାକ୍ତରଖାନା ପରେ…

କେନ୍ଦ୍ରକୁ ୧୦ ଲକ୍ଷ ଡୋଜ କୋଭିଡ ଟିକା ମାଗିଲେ ୟୁପି ସରକାର

ଲକ୍ଷ୍ନୌ,୨।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ କାର୍ଯ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ୟୁପି ସରକାର କେନ୍ଦ୍ର ସରକାରଙ୍କଠାରୁ ୧୦ ଲକ୍ଷ ଡୋଜ କୋଭିଡ ଟିକା…

ଘୋଡ଼ାରେ ବସିବା ବରଙ୍କୁ ପଡ଼ିଲା ମହଙ୍ଗା, ମଣ୍ଡପ ବଦଳରେ ପହଞ୍ଚିଲେ ମେଡିକାଲ ବେଡ୍‌ରେ, ଭିଡିଓ ଦେଖିଲେ…

ଏକ ବିବାହର ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବରଙ୍କୁ ଘୋଡ଼ା ଉପରେ ବସିବା ମହଙ୍ଗା ପଡ଼ିଛି। ଫଳରେ ସେ ମଣ୍ଡପରେ ପହଞ୍ଚିବା ପରିବର୍ତ୍ତେ ଆମ୍ବୁଲାନ୍ସରେ ଯାଇ ଡାକ୍ତରଖାନା ବେଡ୍‌ରେ ପହଞ୍ଚୁଛନ୍ତି। ଭିଡିଓରେ ଶେରଓ୍ବାନି ପିନ୍ଧିଥିବା ବର ଏକ…

ଶପିଂ କରୁ କରୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍‌, ଦେବଦୂତ ସାଜି ଜୀବନ ରକ୍ଷା କଲେ…

ବେଙ୍ଗାଲୁରୁରେ ଇକିଆ (IKEA) ଷ୍ଟୋର୍‌ରେ ଶପିଂ କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଯାଇ ବେହୋସ ହୋଇଗଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ହୋସ୍‌ ଫେରି ପାଇ ନ ଥିଲେ। ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ଏହା ପରେ…

ଶାହାଙ୍କୁ ନାଜି ପ୍ରଚାରକଙ୍କ ସହ ତୁଳନା କଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୨।୧: କର୍ନାଟକ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଜନତା ଦଳ (ଏସ) ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ ଶାହାଙ୍କୁ ଜର୍ମାନୀର…

‘ବିଶ୍ୱ ଖାଦ୍ୟ ସଙ୍କଟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବାଜରା’

ଭିଏନା,୨ା୧: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଚାଉଳ ଏବଂ ଗହମ ଅପେକ୍ଷା ବାଜରା ଅଧିକ ସୁସ୍ଥ ଏବଂ ଏହାକୁ ପ୍ରତିଦିନ ଖାଇବା ଉଚିତ। ବିଶ୍ୱରେ ଖାଦ୍ୟ ଅଭାବକୁ ପୂରଣ କରିବାରେ ବାଜରା ଏକ ଗୁରୁତ୍ୱପୂର୍ଣ୍ଣ…

ଜିନପିଙ୍ଗ୍‌ଙ୍କ ଉପରେ ଅଧିକାରୀଙ୍କର ନାହିଁ ଭରସା…

ବେଜିଂ,୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ନୂତନ ବର୍ଷ ଅବସରରେ ଦେଶର ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଦେଶ ସଠିକ ଇତିହାସର ପକ୍ଷରେ ଅଛି। ସେ ଇତିହାସ ଦାବି କରୁଥିଲେ କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri