Home

ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଅଟକ: ସାଇଣ୍ଟିଫିକ ଟିମ୍‌, ପୋଲିସର ତଦନ୍ତ ଜାରି

କୋକସରା,୨୯।୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁର ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଅଭିଯୋଗରେ କୋକସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମଙ୍ଗଳବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ…

ଥମୁଛି କରୋନା, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି। ସେହିପରି…

ଇଣ୍ଡୋନେସିଆ ମନ୍ତ୍ରୀ ମହଫୁଦଙ୍କୁ ଭେଟିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୯।୧୧ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ଭାରତକୁ ଆସିଥିବା ଇଣ୍ଡୋନେସିଆର ରାଜନୈତିକ, ଆଇନ ଏବଂ ସୁରକ୍ଷା ବ୍ୟାପାର ମନ୍ତ୍ରୀ ଡକ୍ଟର ମହମ୍ମଦ ମହଫୁଦ ଏମଡିଙ୍କୁ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ଏହି ସମୟରେ ଦୁଇ…

ନାଚୁ ନାଚୁ ଚାଲିଗଲା ଜୀବନ

ବାରାଣସୀ,୨୯।୧୧: ବର୍ତ୍ତମାନର ଖାଦ୍ୟପେୟ, ଜୀବନଶୈଳୀ ଓ ପରିବେଶ ଯୋଗୁ ବହୁଳ ଭାବେ ହୃଦ୍‌ଘାତ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। କାହାର ଜିମ୍‌ରେ ପ୍ରାଣ ଯାଉଛି ତ ଆଉ କାହାର ନାଚୁ ନାଚୁ ଚାଲିଯାଉଛି ଜୀବନ। କିଛି ଏଭଳି ଅଭାବନୀୟ ଘଟଣା…

କେବଳ ମା’ ବବିତାଙ୍କ ଡିମାଣ୍ଡ ଯୋଗୁ ଭାଙ୍ଗିଯାଇଥିଲା ଅଭିଷେକ-କରିସ୍ମାଙ୍କ ବିବାହ

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ…

ସୋସିଆଲ ମିଡ଼ିଆର ବିକାଶ ସହିତ ବଢୁଛି ମିଥ୍ୟା ଖବରର ପ୍ରସାରଣ : ଅନୁରାଗ ଠାକୁର…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି ଯେ ସୋସିଆଲ ମିଡିଆର ଦ୍ରୁତ ବିକାଶ ସହିତ ମିଥ୍ୟା ଖବରର ପ୍ରସାରଣ ମଧ୍ୟ ବୃଦ୍ଧି ପାଇଛି। ଏସିଆ-ପାସିଫିକ ବ୍ରଡକାଷ୍ଟିଂ ୟୁନିଅନ (ଏବିୟୁ) ସାଧାରଣ ସଭା ୨୦୨୨ରେ…

ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି କି ବିବାହ ଦିନ ବି ବର ଓ୍ବାର୍କ ଫ୍ରମ୍‌ ହୋମ କାମ କରୁଥିବା କଥା।…

ସରକାରୀ ବାବୁଙ୍କୁ ମମତାଙ୍କ ତାଗିଦ, କାମ ନ କରିପାରିଲେ ଚାକିରି ଛାଡିଦିଅ…

କୋଲକାତା,୨୯।୧୧ : ମଙ୍ଗଳବାର ଉତ୍ତର ୨୪ ପରଗଣାର ହିଙ୍ଗାଲଗଞ୍ଜ ଠାରେ ଏକ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ରୋଧିତ ହୋଇ ସସରକାରୀ ବାବୁଙ୍କ ଉପରେ ବର୍ଷିଥିଲେ। କ୍ରୋଧିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମକୁ ମଧ୍ୟଭାଗରେ ବନ୍ଦ କରି ପ୍ରାୟ…

ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍‌-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍‌ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ବିଲୟ କରାଯିବ। ଏଥିରେ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ…

ଶିଶୁ ଓ ଅପସ୍ମାର

ଏପିଲେପ୍ସି ବା ଅପସ୍ମାର ଏକ ସ୍ନାୟୁଜନିତ ପ୍ରମୁଖ ରୋଗ ଯାହାକି ଜନ୍ମ ହେବା ପର ଶିଶୁଙ୍କଠାରୁ ଆରମ୍ଭକରି ବୟସ୍କ ଲୋକ ପର୍ଯ୍ୟନ୍ତ ସଭିଁଙ୍କଠାରେ ଦେଖାଯାଇଥାଏ। ଏହି ରୋଗ ଦେଖାଦେବା ମାତ୍ରେ ଅନେକେ ବିଭିନ୍ନ ଦେଶୀ ଚିକିତ୍ସାର ସାହାଯ୍ୟ ନେଇଥାନ୍ତି ଯାହାକି ରୋଗୀ…

ବାଥଟବ୍‌ରେ କିଆରାଙ୍କ ସହ ବିକ୍କିଙ୍କ ରୋମାନ୍ସ

ବମ୍ବେ: ସ୍ତ୍ରୀ ନୁହନ୍ତି, ବାଥ୍‌ଟବ୍‌ରେ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଅଭିନେତା ବିକ୍କି କୌଶଳ। ହେଲେ ସବୁକିଛି ତାଙ୍କର ଆଗାମୀ ଫିଲ୍ମ ‘ଗୋବିନ୍ଦା ନାମ ମେରା’ ଲାଗି। ଫିଲ୍ମରେ ଏହି ଅନ୍‌ସ୍କ୍ରିନ କପଲ୍‌ ବୋଲ୍ଡ ଦୃଶ୍ୟରେ ଅଭିନୟ…

ଭୁବନେଶ୍ୱର ସହିତ ୪ ସହରରେ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ…

ନୂଆଦିଲ୍ଲୀ,୨୯।୧୧ : ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନାରେ କୁହାଯାଇଛି ଯେ ଖୁଚୁରା ବିଭାଗ ପାଇଁ ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri