Home

୧୦୦ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାର ବଢ଼ିଛି

ନୂଆଦିଲ୍ଲୀ,୩୦।୧୧: ଭାରତର ୧୦୦ ଜଣ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୦୨୨ରେ ୨୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଫୋର୍ବସ୍‌ ୨୦୨୨ ତାଲିକା ଅନୁଯାୟୀ ଦେଶର ସର୍ବାଧିକ ଧନୀ ୧୦୦ ଜଣଙ୍କ ମୋଟ ସମ୍ପତ୍ତି ପରିମାଣ ୮୦୦ ବିଲିୟନ ଡଲାର ଅତିକ୍ରମ କରିଛି।…

ସିଙ୍ଗାପୁରରେ ସମଲିଙ୍ଗୀ ସମ୍ପର୍କ ବୈଧ

ସିଙ୍ଗାପୁର,୩୦।୧୧: ସିଙ୍ଗାପୁରରେ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ଅପରାଧୀକରଣ କରିଥିବା ଆଇନକୁ ମଙ୍ଗଳବାର ଦେଶର ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ରଦ୍ଦ ସପକ୍ଷରେ ୯୩ ସଦସ୍ୟ ଭୋଟ ଦେଇଥିବାବେଳେ ୩ ଜଣ ବିରୋଧ କରିଥିଲେ। ଏହି ଉପନିବେଶ ଶାସନ ସମୟର ଆଇନକୁ ଦୀର୍ଘଦିନ…

ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି ଚାଇନା, ୨୦୩୫ ସୁଦ୍ଧା ୧୫୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ରହିବ- ପେଣ୍ଟାଗନ ରିପୋର୍ଟ

ବେଜିଂ,୩୦ ।୧୧: ପେଣ୍ଟାଗନର ଏକ ରିପୋର୍ଟରେ ଚାଇନାକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଚାଇନା କିଭଳି ଦ୍ରୁତ ଗତିରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି । ଏହି ରିପୋର୍ଟରେ କୁହାଯାଇଛି ଆସନ୍ତା…

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୧୦ ଆତଙ୍କବାଦୀ ମୃତ

କ୍ୱେଟା,୩୦ ।୧୧: ପାକିସ୍ତାନର ଅଶାନ୍ତ ଅଞ୍ଚଳ ବଲୁଚିସ୍ତାନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ୧୦ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେନାର ମିଡିଆ ୱିଙ୍ଗ ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ଇଣ୍ଟର ସର୍ଭିିସେଜ ପବ୍ଲିକ…

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ନିର୍ଣ୍ଣାୟକ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଖ୍ରୀଷ୍ଟଚର୍ଚ୍ଚ,୩୦।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ମ୍ୟାଚ୍‌। ଏହି ମ୍ୟାଚ୍‌ ପରାସ୍ତ ହେଲେ ଭାରତ…

ମୌଳିକ କର୍ତ୍ତବ୍ୟ ଲାଗୁ କରିବା ନେଇ ଜବାବ ନ ଦେଲେ ୨୫ ହଜାର ଜରିମାନା: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଶୀର୍ଷକୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୯।୧୧ : ସମ୍ବିଧାନର ଧାରା ୫୧-ଏରେ ଧାର୍ଯ୍ୟ ହୋଇଥିବା ମୌଳିକ କର୍ତ୍ତବ୍ୟ କାର୍ଯ୍ୟକାରୀ କରିବାକୁ ଆବେଦନ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉତ୍ତର ନ ଦାଖଲ କରାଯିବାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଏହାର…

ମିଶନ ଦକ୍ଷିଣ ଭାରତ : ନେତାଙ୍କୁ ଭାଜପାର ୪୫ ଦିନିଆ କାର୍ଯ୍ୟ ଦାୟିତ୍ୱ…

ନୂଆଦିଲ୍ଲୀ,୨୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପର୍ଯ୍ୟନ୍ତ ହୋଇନାହିଁ ମାତ୍ର ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଭାଜପା ମିଶନ ଦକ୍ଷିଣ ଭାରତ ଆରମ୍ଭ କରିଛି। ଦଳୀୟ ନେତାମାନଙ୍କୁ ଭାଜପା ନୂତନ କାର୍ଯ୍ୟ ଦେଇଛି। ଦକ୍ଷିଣ…

ସୁକମାରେ ମାଓବାଦୀ-ସିଆରପିଏଫ୍‌ ମୁହାଁମୁହିଁ: ଜଣେ ହେଡ୍‌ କନଷ୍ଟେବଳ ଶହୀଦ

ବିଜାପୁର,୨୯।୧୧: ଛତିଶଗଡର ସୁକମାରେ ମଙ୍ଗଳବାର ମାଓବାଦୀ ଓ ସିଆରପିଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମାଓବାଦୀଙ୍କ ଗୁଳିରେ କୋବ୍ରା ବାଟାଲିୟନର ଜଣେ ହେଡ୍‌ କନଷ୍ଟେବଳ ଶହୀଦ ହୋଇଥିବା ଜଣାପଡ଼ିଛି। ଯବାନମାନେ ମାଓବାଦୀ ଅପରେଶ୍‌ନ ଚଳାଉଥିବା ବେଳେ ସେହି ସମୟରେ ମାଓବାଦୀମାନେ…

ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୯।୧୧: ଭାରତୀୟ ସେନାର ପଶ୍ଚିମ କମାଣ୍ଡ ମଙ୍ଗଳବାର ବ୍ରହ୍ମୋସ୍‌ ସୁପରସୋନିକ କ୍ରୁଜ ମିଶାଇଲ୍‌ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷା ସେନାର ଆଣ୍ଡାମାନ-ନିକୋବର କମାଣ୍ଡ ଦ୍ୱାରା କରାଯାଇଥିଲା। କେବଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲ ପରୀକ୍ଷା…

ପ୍ରତି ତହସିଲରେ ହେବ ହେଲିପ୍ୟାଡ : ଶିନ୍ଦେଙ୍କ ଘୋଷଣା…

ମୁମ୍ବାଇ,୨୯।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରତ୍ୟେକ ତହସିଲରେ ହେଲିପ୍ୟାଡ ତିଆରି କରିବେ ଏବଂ ରାଜ୍ୟରେ ରନୱେ ବିସ୍ତାର ପାଇଁ କାର୍ଯ୍ୟ କରିବେ ଯାହା ଦ୍ୱାରା…

ପାକିସ୍ତାନର ଷଡ଼ଯନ୍ତ୍ର ପଣ୍ଡ : ବିସଏଫ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଚଣ୍ଡିଗଡ଼,୨୯।୧୧ : ପଞ୍ଜାବରେ ପାକିସ୍ତାନର ଷଡଯନ୍ତ୍ରକୁ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଲଗାତାର ପଣ୍ଡ କରୁଛନ୍ତି। ସମ୍ପ୍ରତି ଅମୃତସର ପୋଲିସ ଏବଂ ବିଏସଏଫ ପଞ୍ଜାବର ଫିରୋଜପୁରର ଡୋନା ତେଲୁମାଲ ଆଉଟପୋଷ୍ଟ ନିକଟସ୍ଥ ଅନ୍ତର୍ଜାତୀୟ ସୀମାରୁ ପାଞ୍ଚଟି ରାଇଫଲ, ପାଞ୍ଚଟି ପିସ୍ତଲ…

‘ଚନ୍ଦ୍ରମୁଖୀ୨’ରେ ରାଘବଙ୍କ ବିପକ୍ଷରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଉ ଏକ ହାଇବଜେଟ୍‌ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ନିକଟରେ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ହରର୍‌, କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ’ର ସିକ୍ୱେଲ୍‌ ‘ଚନ୍ଦ୍ରମୁଖୀ ୨’ର ନିର୍ମାଣ ନେଇ ଘୋଷଣା କରାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri