ମାଗଣା ଚାଉଳକୁ ନେଇ ବଢ଼ିଲା ରାଜନୀତି
ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ବଣ୍ଟନ କଥାକୁ ନେଇ ଏବେ ରାଜନୀତି ଜୋର୍ ଧରିବାରେ ଲାଗିଛି। ରାଜ୍ୟ ଗସ୍ତରେ ଆସିଥିବା ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଏହି ଘଟଣାରେ…
‘ପୁଟିନ ଅମ୍ଳଜାନ ଖୋଜୁଛନ୍ତି’
ଓ୍ବାଶିଂଟନ,୬ା୧: ରୁଷିଆ ୩୬ ଘଣ୍ଟିଆ ଅସ୍ତ୍ର ବିରତି ଘୋଷଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଆକ୍ରମଣରେ ଅସୁବିଧାରେ ପଡ଼ିଥିବା ପୁଟିନ ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ନିଜ ପାଇଁ ଅମ୍ଳଜାନ ଖୋଜୁଛନ୍ତି। ଯେତେବେଳେ…
ଅଙ୍ଗନଓ୍ବାଡି ସହାୟିକା ନିଯୁକ୍ତି ନେଇ ବିବାଦ
ଗୋପ,୬।୧(ଡି.ଏନ୍.ଏ.): ଗୋପ ବ୍ଲକ ଅଞ୍ଚଳରେ ୪ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ବିବାଦ ଦେଖାଦେଇଥିଲା। ଏହାକୁ ନେଇ କେତେଜଣ ବିରୋଧୀ କେତୋଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ଶିଶୁମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସି ଫେରୁଥିବା ଅଭିଯୋଗ ରହିଛି।…
ପ୍ରସିଦ୍ଧ ପେନାଲ୍ଟି କର୍ନର ଓ ଡ୍ରାଗ୍ଫ୍ଲିକ୍ ବିଶେଷଜ୍ଞ
ଗତ ଡିସେମ୍ବର ୧୬ ତାରିଖରେ ହକି ଆସୋସିଏଶନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଦେଶର ଖ୍ୟାତିସମ୍ପନ୍ନ ହକି କୋଚ୍ ଏବଂ କ୍ରୀଡ଼ା ବିଜ୍ଞାନୀ ଡ. ଜାସୁ ଜୋସେଫଙ୍କର ଇଂଲିଶ ପୁସ୍ତକ ”ସିଜିଙ୍ଗ ଦି ଅପର୍ଚୁନିଟି“ (ହକି ଖେଳରେ…
ହକି ବିଶ୍ୱକପ୍
ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି ସହର ଭୁବନେଶ୍ୱର ଏବଂ ରାଉରକେଲାରେ ୨୯ ତାରିଖ ପର୍ଯ୍ୟନ୍ତ ହେବ ଏହି ମେଗା ପ୍ରତିଯୋଗିତା।…
ମାଡ଼ିଚାଲିଛି ଲମ୍ଫି ଭୂତାଣୁ, ଗୋଚାଷୀ ଭୟଭୀତ
ନିଶ୍ଚିନ୍ତକୋଇଲି,୬।୧(ସ୍ବ.ପ୍ର): କରୋନା ଭଳି ଗୋରୁ ଏବେ ଭାଇରସ ଆକ୍ରାନ୍ତ। ଗୋରୁ ଗାଈଙ୍କ ଦେହରେ ଛୋଟ ଆବୁ ହେବା ପରେ ଏହା ଫାଟି ପାଣି ବାହାରୁଛି। ଫଳରେ ଆକ୍ରାନ୍ତ ଗୋରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକେ ଏହାକୁ ଗୋରୁ ବସନ୍ତ…
କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା: ଶିଶୁଙ୍କ ସମେତ ୨ ମୃତ
ଓ୍ବାଶିଂଟନ,୬ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା ହୋଇଛି। ଫଳରେ ହଜାର ହଜାର ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି। ଏହି ବର୍ଷା ଯୋଗୁ ବନ୍ୟା ପରି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହି ବର୍ଷାରେ ଅତିକମ୍ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ…
ଠିକ୍ କାମ ନ କଲେ ଟେଣ୍ଡର ବାତିଲ
ଭୁବନେଶ୍ୱର,୬।୧ (ବ୍ୟୁରୋ)କାନ୍ଥରେ ଚିତ୍ର କରି, ରାସ୍ତାକଡ଼ରେ ଫୁଲ ଗଛ ଲଗାଇ ଯେତେ ଯାହା କଲେ ବି ମୁଖ୍ୟ ପ୍ରସଙ୍ଗରେ ମାଡ଼ ଖାଇଯାଉଛି ବିଏମ୍ସି। ସହରକୁ ଯେତେ ଚିତ୍ରରେ ସଜେଇଲେ କ’ଣ ହେବ, ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ଅଳିଆ…
୫ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର
କଟକ ଅଫିସ,୬ା୧: କଟକ କଲେଜ ଛକ ନିକଟରେ ୨୦୧୯ରେ ଟ୍ରକ ଧକ୍କାରେ ମୃତ ଯୁକ୍ତ ୩ ଛାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଜ୍ୟ ସରକାର ପ୍ରଦାନ କରିବେ। ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍ଆର୍ସି)ରେ ଏନେଇ ଆଗତ ମାମଲାର ବିଚାର…
୧୫ ବର୍ଷ ପରେ ମା’ଙ୍କୁ ଖୋଜିଲେ ମମତା
ପୁରୀ ଅଫିସ, ୬ା୧: ‘ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଏକ ନିଷ୍ଠୁର ନିଷ୍ପତ୍ତି ନେଇଥିଲେ ଓ ମୋତେ ଯିବାକୁ ଦେଇଥିଲେ। ସେ ଜଣେ ମହାନ୍ ମା’। କାରଣ ସେ କେବଳ ମୋ ପାଇଁ ଏଭଳି ପଦକ୍ଷେପ ନେଇଥିଲେ,…
ପାଣ୍ଡିଆବିଲିରେ ହାତୀ, ଲୋକେ ଭୟଭୀତ
ଜଟଣୀ,୬ା୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲାରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ହାତୀ ହାବୁଡ଼ରେ ପଡି ଲୋକଙ୍କ କେତେବେଳେ ଜୀବନ ଗଲାଣି ତ କେତେବେଳେ ଆହତ ହେଉଛନ୍ତି। ହାତୀ-ମଣିଷ ଲଢ଼େଇରେ ହାତୀଙ୍କ ମଧ୍ୟ ମୃତ୍ୟୁ…
ଜାତୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଭୁଞ୍ଜିଆ ଦମ୍ପତି
ଭୁବନେଶ୍ୱର,୬।୧(ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି। ରାଷ୍ଟ୍ରପତି ଭବନରୁ ଏନେଇ ନିମନ୍ତ୍ରଣ ପାଇବା ପରେ ଲାଲଗଡ଼ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରି…
Archives


