ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ ଭିତ୍ତିହୀନ ହୋଇଛି। ତେଣୁ ଏହା ଉପରେ ରୋକ ଲଗାଯିବ ନାହିଁ। ନ୍ୟାଶ୍ନାଲ୍ ୟୁଥ୍ ପାର୍ଟି…
ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ
ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋମି ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି। ସଲମାନ…
ଦେଶରେ ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…
ଆର୍ପିର ପ୍ରକୃତ ଅର୍ଥ ବୁଝାଇଲେ ଉର୍ବଶୀ
ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ଗତ କିଛି ମାସ ହେବ କ୍ରମାଗତ ଭାବେ ଟ୍ରୋଲ୍ର ଶିକାର ହେଉଛି। ତାଙ୍କ ନାମ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡା ଯାଉଛି। ଉର୍ବଶୀ ରିଷଭଙ୍କୁ ଡେଟିଂ ଗୁଜବକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା…
ୟୁଏନ୍ରେ ସ୍ଥାପନ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ଓ୍ବାଶିଂଟନ,୨ା୧୨: ଡିସେମ୍ବର ୧୪ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିର ଉଦ୍ଘାଟନ କରିବେ। ଭାରତର ଶକ୍ତିଶାଳୀ ୧୫ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷତାରେ ଏହା ମହାତ୍ମାଙ୍କ ମିଳିତ…
କ୍ଷମା ମାଗିଲେ ପରେଶ ରାଓ୍ବଲ
ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ ବଙ୍ଗୀୟମାନଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ବଙ୍ଗୀୟମାନଙ୍କ ସହିତ ଦାମୀ…
ମକ୍କାରେ ପହଞ୍ଚିଲେ ଶାହରୁଖ
ସାଉଦି ଆରବରେ ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’ର ଶୁଟିଂ ଶେଷ କରିବା ପରେ ବଲିଉଡର ବାଦଶାହା ଶାହରୁଖ ଖାନ ମକ୍କାରେ ନଜର ଆସିଛନ୍ତି। ଏହି ସମୟରେ ସେ ରିଡା ଏବଂ ଇଜାର ପିନ୍ଧିଥିବାର ଦେଖାଯାଇଥିଲା। ଶାହାରୁଖଙ୍କ ଏହି ଫଟୋ ଏବେ ଭାଇରାଲ…
ତରୁଣ, ପ୍ରବୀଣ କଡ଼ା ମୁକାବିଲା
ବରଗଡ଼ ଅଫିସ୍,(ପ୍ରେମାନନ୍ଦ ଖମାରୀ)୨।୧୨: ପଦ୍ମପୁର ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେଡ଼ି, ଭାଜପା, କଂଗ୍ରେସ ପାଇଁ ଗୁରୁତ୍ୱ ବହନ କରୁଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁରୁଖା ଓ ପ୍ରବୀଣ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା। କିନ୍ତୁ ଚଳିତ ଉପନିର୍ବାଚନରେ ସେଥିରେ ବ୍ୟତିକ୍ରମ…
ଅସୁରକ୍ଷିତ ଗୋଧଁସ ଜଳପ୍ରପାତ
ନୂଆପଡ଼ା ଅଫିସ,୨।୧୨: ବର୍ତ୍ତମାନ ପିକ୍ନିକ୍ ଋତୁ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି। ନୂଆପଡ଼ା ଜିଲାରେ ଥିବା ୩ଟି ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ ହେଉଥିଲେ ମଧ୍ୟ ଅବହେଳତ ଅବସ୍ଥାରେ ଥିବାରୁ ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷିତ ନୁହେଁ। ନୂଆପଡା ଜିଲା ଛତିଶଗଡ…
ରାଜରାସ୍ତାରେ ଧାନବସ୍ତା ପକାଇ ଆନ୍ଦୋଳନରେ ବସିଲେ ଚାଷୀ
ସରଣ୍ଡା,୨ା୧୨(ଡି.ଏନ୍.ଏ.): ବରଗଡ଼ ଜିଲାରେ ଖରିଫ ଋତୁର ଧାନ ବିକ୍ରି ଲାଗି ପ୍ରଥମରୁ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆରମ୍ଭରୁ ଟୋକନ ସମସ୍ୟା ଦେଖାଦେଇଛି। ଏପରି ସ୍ଥଳେ ଚାଷୀ ଓ ପ୍ରଶାସନର ଆଲୋଚନା ମଧ୍ୟ ବିଫଳ ହୋଇଛି। ଫଳରେ ଚାଷୀ ଗୁରୁବାରର ନିଷ୍ପତ୍ତି…
ଦୁଇ ମାସରେ ଗଲାଣି ୩ ହାତୀଙ୍କ ଜୀବନ, ରୋକିବାରେ ବନ ବିଭାଗ ବିଫଳ
ମାଧପୁର,୨ା୧୨(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡ଼ାଗାଡ଼ି ବିଟ୍ ଘୋଡ଼ାଗାଡ଼ି ଖେଶ୍ରା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଘୋଡ଼ାଗାଡ଼ି ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବାର ଖବର ପାଇ…
ଜନ୍ମଦିନରେ ନଡ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨।୧୨: ଭାଜପା ସଭାପତି ଜେପି ନଡ୍ଡା ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଡାଙ୍କୁ ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଭାରତୀୟ ଜନତା ପାର୍ଟିର…
Archives


