ଆଣ୍ଟିବାୟୋଟିକକୁ ସାବଧାନ ! ୪୮ ପ୍ରତିଶତ ପେଟ ସମସ୍ୟା ସୃଷ୍ଟି କରୁଥିବା ଆଶଙ୍କା…
ନ୍ୟୁୟର୍କ,୧୧।୧ : ଆଣ୍ଟିବାୟୋଟିକ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୪୦ ବର୍ଷ ବୟସ ପରେ, ଟିକେ ଯତ୍ନର ସହ ଆଣ୍ଟିବାୟୋଟିକ ଖାଆନ୍ତୁ, କାରଣ ସେଗୁଡିକ ଯୋଗୁ ପ୍ରଦାହଜନକ ଅନ୍ତଃସ୍ଥଳୀ (ଆଇବିଡି) ହେବାର ଆଶଙ୍କା ୪୮ ପ୍ରତିଶତ…
୧୪.୫୫ ମିଲିୟନ ଟନ୍ କୋଇଲା ଉତ୍ପାଦନ
ନୂଆଦିଲ୍ଲୀ,୧୧ା୧: ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବନ୍ଦ ହୋଇପଡ଼ିଥିବା କୋଇଲା ଖଣିରୁ ୧୪.୫୫ ମିଲିୟନ ଟନ୍ କୋଇଲା ଉତ୍ପାଦିତ ହୋଇଛି ବୋଲି ମଙ୍ଗଳବାର ଏନ୍ଟିପିସି ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବନ୍ଦ ରହିଥିବା କୋଇଲା ଖଣିଗୁଡ଼ିକରୁ ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ…
ନ୍ୟାୟିକ ପ୍ରକ୍ରିୟାରେ ସୃଷ୍ଟି ହେବ ନୂଆ ଇତିହାସ: କୋର୍ଟରେ ତର୍କ କରିବେ ରୋବୋ ଆଇନଜୀବୀ…
ନ୍ୟୁୟର୍କ,୧୧।୧ : ନ୍ୟାୟିକ ପ୍ରକ୍ରିୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ରୋବୋ ଆଇନଜୀବୀ ଆସନ୍ତା ମାସରେ କୋର୍ଟରେ ଜଣେ ବ୍ୟକ୍ତିଙ୍କ ପକ୍ଷ ରଖି ବିଚାରପତିଙ୍କ ସମ୍ମୁଖରେ ତର୍କ ପ୍ରତିନିଧିତ୍ୱ କରିବେ। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ମାସରେ ବିଶ୍ୱର…
ସୁଲଭ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ଦେବ ୟୁବିଇଏୟୁ
ଭୁବନେଶ୍ୱର,୧୧ା୧: ପ୍ରିମିୟମ ଆଷ୍ଟେଟିକ୍ କ୍ଲିନିକ୍ ୟୁବିଇଏୟୁର ଅଲଥେରାପି ଏବଂ ବାଲାନ୍ସ ପ୍ରୋ କୁ ଫାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ପରିସରରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର…
‘ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକାରୀଙ୍କ ସକାରାତ୍ମକ ମନୋଭାବ ଜରୁରୀ’
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଚଳିତ ବର୍ଷ ବାଣିଜ୍ୟ ମେଳା ହେବ ନାହିଁ। ମାତ୍ର ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲା ସ୍ତରରେ ଉଦ୍ୟୋଗ ସପ୍ତାହ ପାଳନ କରାଯିବ। ଏହି ଉପଲକ୍ଷେ ଜିଲା ସ୍ତରରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ…
ଯାତ୍ରୀ ସୁବିଧା, ଆଧୁନିକୀକରଣକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୧ା୧: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ମଙ୍ଗଳବାର ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନିରୀକ୍ଷଣ କରିଛନ୍ତି। ଏହି ସମୟରେ ମହାପ୍ରବନ୍ଧକ କୋଚ୍ଗୁଡ଼ିକର ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ। ଏପରିକି ଯାତ୍ରୀମାନଙ୍କ ସୁବିଧାଗୁଡ଼ିକର…
ଚାଇନାକୁ ଘେରିବେ ଆମେରିକା-ଜାପାନ, ଗୁରୁବାର ପଞ୍ଚମ ଇଣ୍ଡୋ-ପାସିଫିକ ବ୍ୟବସାୟ ଫୋରମ ବୈଠକ…
ଓ୍ବାଶିଂଟନ/ଟୋକିଓ,୧୧।୧ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଚାଇନା ଆକ୍ରୋଶକୁ ରୋକିବା ପାଇଁ ଆମେରିକା ଏବଂ ଜାପାନର ପ୍ରତିପକ୍ଷ ଶୀଘ୍ର ସାକ୍ଷାତ କରିବାକୁ ଯାଉଛନ୍ତି। ପେଣ୍ଟାଗନ କହିଛି ଯେ ୨୦୨୩ ଆମେରିକା-ଜାପାନ ସୁରକ୍ଷା ପରାମର୍ଶଦାତା କମିଟି ବୈଠକରେ ଦୁଇ…
୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଉମରାନ
ଗୁଆହାଟୀ,୧୧।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଦଳ ଜିତିଛି। ଏହି ମ୍ୟାଚ୍ରେ ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…
ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେଡି
ଦେବଗଡ଼/ଭୁବନେଶ୍ୱର (ବ୍ୟୁରୋ), ୧୧ା୧(ଡି.ଏନ.ଏ.): ମୁକ୍ତା ଯୋଜନାରେ ଏସ୍ଏଚ୍ଜି ମହିଳା ମାନେ ନିର୍ମାଣ କରିଥିବା ଟାଉନ ହଲ୍ ପାଚେରି ଭଙ୍ଗାରୁଜା ଘଟଣାକୁ ନେଇ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଭଙ୍ଗାରୁଜାକୁ ନେଇ ବିଧାୟକ ପାଣିଗ୍ରାହୀଙ୍କୁ…
ରୁଷିଆର ୭୫ ପ୍ରତିଶତ ଅସ୍ତ୍ରଶସ୍ତ୍ର ଶେଷ ହେଲାଣି: ଆମେରିକାର ଦାବି…
ଓ୍ବାଶିଂଟନ,୧୧।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ପଶ୍ଚିମ ଦେଶରୁ ୟୁକ୍ରେନ ସାମରିକ ସହାୟତା ନେଉଥିବାବେଳେ ରୁଷିଆ ଏହାର ବିଶାଳ…
ଭାରତ ବିପକ୍ଷ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା
ସିଡନୀ,୧୧।୧: ଭାରତ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ୧୮ ଜଣିଆ ଦଳ ଘୋଷଣା କରିଛି। ବର୍ଡର-ଗାଭାସ୍କର ସିରିଜ ପାଇଁ ୨୨ ବର୍ଷିୟ ଟଡ ମର୍ଫି, ମିଚେଲ ଷ୍ଟାର୍କ ଏବଂ କ୍ୟାମେରନ ଗ୍ରୀନ ମଧ୍ୟ ଅଷ୍ଟ୍ରେଲିଆ ଦଳରେ…
ପିଏମ୍ଜିକେଏଓ୍ବାଇ ବନ୍ଦ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ
ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ରର ମୋଦି ସରକାର ଜାନୁୟାରୀ ୨୦୨୩ରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ଯୋଜନାରେ ଏପ୍ରିଲ-୨୦୨୦ରୁ ପ୍ରତ୍ୟେକ ‘ଜାତୀୟ ଖାଦ୍ୟ ନିରାପତ୍ତା ଆଇନ’ର ହିତାଧିକାରୀମାନେ ପ୍ରତି ମାସରେ ମୁଣ୍ଡ ପିଛା ୫…
Archives


