Home

୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ ପକାଇ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ୨୦୦୪ ରୁ ୨୦୧୪ ମଧ୍ୟରେ ଦେଶର…

ବେକରେ ବ୍ୟାଣ୍ଡେଜ୍‌କୁ ନେଇ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର

ବମ୍ବେ: ହାତକୁ ଦୁଇହାତ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ କଳାକାର ଯୋଡି ସିଦ୍ଧାର୍ଥ ମଲହୋତ୍ରା- କିଆରା ଆଡଭାଣୀ। ଏହି ବିବାହରେ ଅନେକ ବଲିଉଡ୍‌ କଳାକାର ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଫିଲ୍ମନିର୍ମାତା କରନ୍‌ ଜୋହର। ବିବାହ…

ପ୍ରଧାନମନ୍ତ୍ରୀ ନିଜ ବନ୍ଧୁଙ୍କୁ କରୁଛନ୍ତି ରକ୍ଷା: ରାହୁଲ

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। କିନ୍ତୁ ବ୍ୟବସାୟୀ ଗୌତମ ଆଦାନୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ କିଛି କହି ନାହାଁନ୍ତି। ଏ ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ…

ପୁଣି ୫ ଦିନିଆ ରିମାଣ୍ଡରେ ଗଲେ ଗୋପାଳ

ଝାରସୁଗୁଡ଼ା ଅଫିସ,୮ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ବୁଧବାର ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୋପାଳଙ୍କର…

ଦୋକାନ ତାଲା ଭାଙ୍ଗି ଲୁଟ୍‌

ହିଞ୍ଜିଳିକାଟୁ,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣିଆ ଗାୟତ୍ରୀ ନଗର ପ୍ରଥମ ଲାଇନରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି। ବୁଧବାର…

ମାଳଦ୍ୱୀପରେ କ୍ରିତିଙ୍କ ସହ ନିର୍ବନ୍ଧ କରିବେ ପ୍ରଭାସ! ଏଭଳି ଚର୍ଚ୍ଚାକୁ ନେଇ…

ବମ୍ବେ: ମାଳଦ୍ୱୀପରେ ନିର୍ବନ୍ଧ କରିବେ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସେନନ୍‌। କିଛି ଏଭଳି ଚର୍ଚ୍ଚା ବଲିଉଡ୍‌ ସହ ଟଲିଉଡ୍‌ଜଗତରେ ଜୋର ଧରିଥିଲା। ‘ଆଦିପୁରୁଷ’ର ଶୁଟିଂ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା ଶୁଣିବାକୁ ମିଳିଥିଲା। ପରେ ଜଣେ ଫିଲ୍ମ…

ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷମତାର ସ୍ବପ୍ନ ଦେଖୁଥିବା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଭାଜପା

ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ଭାଜପା ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ ଅଧୀନ ୧୮ଟି ପଞ୍ଚାୟତରେ…

ମହୁମାଛି ଆକ୍ରମଣରେ ୧୫ ଆହତ

ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ଓ୍ବାର୍ଡ ଘସିପୁରାସ୍ଥିତ ଝାଡ଼େଶ୍ୱର ମନ୍ଦିର ନିକଟରେ ମହୁମାଛି ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ଆହତ ହେବା ସହିତ ୪ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମନ୍ଦିର ନିକଟ ଏକ…

ତୁର୍କୀ, ସିରିଆରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୧୦୦୦ ଟପିଲା

ଆଙ୍କାରା,୮ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଅତିକ୍ରମ କରିଛି। ଦକ୍ଷିଣ ତୁର୍କୀ ଏବଂ ସିରିଆର ଲୋକମାନେ ପ୍ରବଳ ଶୀତରେ ରାତି କଟାଇଛନ୍ତି। ତୁର୍କୀର ହାଟେ ପ୍ରଦେଶର ଏକ ଡାକ୍ତରଖାନା ବାହାରେ ହଜାର ଶହ ଶହ…

ଆଖିବୁଜିଲା ଅସୁସ୍ଥ ହାତୀ

ଭଞ୍ଜନଗର,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ରେଞ୍ଜରେ ଅସୁସ୍ଥ ଥିବା ମାଈହାତୀ ବୁଧବାର ଆଖିବୁଜିଛି। ୫ଦିନ ତଳେ ହାତୀଟି ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ସେ ଦୁର୍ବଳ ହୋଇ ପଡ଼ିଥିବାରୁ ଚାଲି ପାରୁ ନ ଥିଲା। ଗତ…

କୋର୍ଟରେ ପଶିଲା ଚିତାବାଘ

ଗାଜିଆବାଦ,୮।୨: ଗାଜିଆବାଦ କୋର୍ଟରେ ହଠାତ୍‌ ଏକ ଚିତାବାଘ ପଶିଯାଇଛି। ଚିତାବାଘ କୋର୍ଟ ଭିତରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ସାଂଘାତିକ ଆକ୍ରମଣ କରି ଆହତ କରିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ଜଙ୍ଗଲ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?