Home

ଆଣ୍ଡ୍ରଏଡ୍‌ ଡେଭ୍‌ଲପର ଋଷିଙ୍କୁ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ଅଦମ୍ୟ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଟି ରହିପାରେ ନାହିଁ। ଆଧୁନିକ ଯୁଗରେ ବହୁଳ ବ୍ୟବହାର ହେଉଥିବା ଆଣ୍ଡ୍ରଏଡ୍‌ ଆପ୍ଲିକେଶନ୍‌କୁ ଡେଭ୍‌ଲପ୍‌ କରି ଏହାକୁ ପ୍ରମାଣ କରିଛନ୍ତି ବେଙ୍ଗାଲୁରୁର ଋଷି ଶିବ ପ୍ରସନ୍ନ। ୮ ବର୍ଷୀୟ…

ବିଲାଓ୍ବଲଙ୍କୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ, ୨୬।୧: ସାଙ୍ଘାଇ କୋଅପରେଶନ୍‌ ଅର୍ଗାନାଇଜେଶନ୍‌ (ଏସ୍‌ସିଓ)ରେ ସାମିଲ ହେବା ଲାଗି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ଏବଂ ଚିଫ୍‌ ଜଷ୍ଟିସ୍‌ ଅଫ୍‌ ପାକିସ୍ତାନ ଉମର ଅତା ବନ୍ଦିଆଲଙ୍କୁ ବୁଧବାର ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଇସଲାମାବାଦରେ ଥିବା…

ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ

ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର ସଫଳତା ପାଇଁ ଗର୍ବିତ ଅନୁଭବ କରିବା ଉଚିତ ବୋଲି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୬।୧ (କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ନେଦରଲାଣ୍ଡ୍ସ ଚଳିତ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଦଳ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ପରାସ୍ତ କରିଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ…

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ପୋପ୍‌

ଭାଟିକାନ୍‌ ସିଟି,୨୬।୧: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୋପ୍‌ ଫ୍ରାନ୍ସିସ କହିଛନ୍ତି। ଈଶ୍ୱର ତାଙ୍କ ପ୍ରତ୍ୟେକ ପିଲାଙ୍କୁ ସ୍ନେହ କରନ୍ତି। ବିଶ୍ୱର ଅନେକ ସ୍ଥାନରେ କ୍ୟାଥୋଲିକ୍‌ ବିଶପ ସମଲିଙ୍ଗୀଙ୍କୁ ଚର୍ଚ୍ଚରେ ପ୍ରବେଶ ଲାଗି…

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର,୨୫।୧(ବ୍ୟୁରୋ): ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯିବ। ଏଥର…

ଗୁଗ୍‌ଲ ବିରୋଧରେ ମୋକଦ୍ଦମା

ଓ୍ବାଶିଂଟନ,୨୫ା୧: ଆମେରିକାର ନ୍ୟାୟ ବିଭାଗ ଏବଂ ଆଠଟି ରାଜ୍ୟ ଭର୍ଜିନିଆର ଆଲେକ୍ସଜାଣ୍ଡ୍ରିଆର ଫେଡେରାଲ କୋର୍ଟରେ ଗୁଗ୍‌ଲ ବିରୋଧରେ ଏକ ଆଣ୍ଟିଟ୍ରଷ୍ଟ ମୋକଦ୍ଦମା ଦାୟର କରିଛନ୍ତି। ଅଭିଯୋଗ ହୋଇଛି ଯେ, ଗୁଗ୍‌ଲ ଅନ୍‌ଲାଇନ୍‌ ଇକୋସିଷ୍ଟମ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା କେବଳ…

ନିଜ ଦଳରୁ ବିରୋଧ ସମ୍ମୁଖୀନ ହେଲେ ସୁନକ

ଲଣ୍ଡନ,୨୫ା୧: ଏସୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶାସକ କଞ୍ଜରଭେଟିଭ୍‌ ପାର୍ଟିରୁ ପୁଣି ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିତର୍କିତ ଅନ୍‌ଲାଇନ୍‌ ସେପ୍ଟି ବିଲ୍‌ ଜରିଆରେ ଦେଶରେ ଏକ ନୂଆ ଆଇନ ପ୍ରଣୟନ ପାଇଁ ଯୋଜନା ଚାଲିଛି, ଯାହାକି ୬ ମାସ…

ଗୁଜରାଟ ଦଙ୍ଗା: ୨୨ ଅଭିଯୁକ୍ତ ଖଲାସ

ଗୋଧ୍ରା,୨୫ା୧:ଗୁଜରାଟର ଗୋଧ୍ରାରେ ଘଟିଥିବା ଦଙ୍ଗା ମାମଲାରେ ହାଲୋଲସ୍ଥିତ ଏକ କୋର୍ଟ ବୁଧବାର ପ୍ରମାଣ ଅଭାବରୁ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି। ୨୦୦୨ ଫେବୃୟାରୀ ୨୮ରେ ଏକ ସଂଖ୍ୟାଲଘୁ ପରିବାରର ୧୭ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ପ୍ରମାଣ ଲିଭାଇବା ପାଇଁ ସେମାନଙ୍କ ମୃତଦେହଗୁଡ଼ିକୁ…

ପଦ୍ମ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୨୫।୧: ୭୪ତମ ସାଧରଣତନ୍ତ୍ର ଦିବସ ଅବସରରେ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯିବ। ପଶ୍ଚିମବଙ୍ଗର…

୪୧୨ ଜଣଙ୍କୁ ଦିଆଯିବ ବୀରତା ପୁରସ୍କାର

ନୂଆଦିଲ୍ଲୀ,୨୫।୧: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ବୀରତା ପୁରସ୍କାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଅବସରରେ ୪୧୨ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ୬ ଜଣଙ୍କୁ କୀର୍ତ୍ତିଚକ୍ର (୪ ଜଣଙ୍କୁ ମରଣୋତ୍ତର),…

ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍‌ରେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ଘଟଣା: ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଘଟିଥିବା ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର ଘଟଣାକୁ ନେଇ ଜାତୀୟ ମାନାବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ଗତ ଜାନୁୟାରୀ ୧୮ତାରିଖରେ ଏହି ଘଟଣା ଘଟିଥିବାବେଳେ ୧୯ ତାରିଖରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri