ଇତିହାସ ରଚିଲେ ୧୮ ବର୍ଷୀୟ କ୍ରିକେଟର୍
କରାଚି,୨୦।୧୨: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡ ଦଳ ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଥି ସହିତ ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ନିକଟତର ହୋଇଛି। ଚତୁର୍ଥ…
ଟୁଇଟର୍ରେ ଅଭିବ୍ୟକ୍ତିର ସ୍ବାଧୀନତା ବଜାୟ ରହିବା ଜରୁରୀ: ଜାତିସଂଘ ମହାସଚିବ
ନ୍ୟୁୟର୍କ,୨୦।୧୨: ବିଶ୍ୱ ଖବର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ପରିଣତ ହୋଇଥିବା ମାଇକ୍ରୋ-ବ୍ଲଗିଂ ସାଇଟ ଟୁଇଟର୍ ଏବେ ଚର୍ଚ୍ଚାରେ ରହିଛି। ଟୁଇଟର୍ର ନୂତନ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୀତିଗତ ପରିବର୍ତ୍ତନ ଯୋଗୁ ଏବେ ଟୁଇଟର୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି…
ପଡ଼ିଆ ବାହାରେ ଏକ ବଡ଼ ରେକର୍ଡ ହାସଲ କଲେ ମେସି
ଷ୍ଟାର ଫୁଟବଲର୍ ଲିଓନେଲ ମେସି ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହାସହ ଅନେକ ଫିଲ୍ଡ ରେକର୍ଡ ଭାଙ୍ଗିଥିଲେ। ତେବେ ବର୍ତ୍ତମାନ ସେ ପଡ଼ିଆରୁ ବାହାରେ ମଧ୍ୟ ଏକ ରେକର୍ଡ ଭାଙ୍ଗିଛନ୍ତି। ର ସୋମବାର ବିଶ୍ୱକପ ଜିତିବା ପରେ ମେସି ସୋସିଆଲ ମିଡିଆ…
ଭାରତରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ପାଇଁ ୭.୫ କୋଟି ଡଲାର ସହାୟତା ଦେବ ଗୁଗଲ୍
ନୂଆଦିଲ୍ଲୀ,୨୦।୧୨: ଭାରତକୁ ଏକ ପ୍ରମୁଖ ରପ୍ତାନି ଅର୍ଥନୀତି ଭାବରେ ବର୍ଣ୍ଣନା କରିଛନ୍ତି ଗୁଗଲର ସିଇଓ ସୁନ୍ଦର ପିଚାଇ। ସେ କହିଛନ୍ତି, ଗୁଗଲ ଏଠାରେ ୧୦୦ରୁ ଅଧିକ ଭାରତୀୟ ଭାଷାଗୁଡିକ ପାଇଁ ଗୋଟିଏ ଇଣ୍ଟରନେଟ୍ ସର୍ଚ୍ଚ ମଡେଲ୍ ବିକଶିତ କରୁଛି ଏବଂ ମହିଳା…
ସୁରକ୍ଷାକର୍ମୀଙ୍କୁ ସଫଳତା: ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୨୦।୧୨: ଜମ୍ମୁ କଶ୍ମୀରର ଶୋପିଆନ ଜିଲାର ମୁଞ୍ଜ ମାର୍ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଛି। ଏଥିରେ ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଏଡିଜିପି କଶ୍ମୀର ସୂଚନା ଦେଇଛି। ଏହି ଆତଙ୍କବାଦୀମାନେ…
ମୋ ବିରୋଧରେ ଚାଲିଛି ଷଡଯନ୍ତ୍ର: ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ୍,୨୦।୧୨: ଗତ ବର୍ଷ ଆମେରିକାର କ୍ୟାପିଟାଲ ହିଲ ହିଂସା ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟୀ କରାଯାଇଛି। ଏହି ଘଟଣାର ଅନୁସନ୍ଧାନ କରୁଥିବା କମିଟି ଟ୍ରମ୍ପଙ୍କୁ କୋର୍ଟ ଚାଲାଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସମଗ୍ର ବିଷୟକୁ ଫେକ୍ ବା…
ହକି ପାଇଁ ମାଟିରେ ମିଶୁଛି ଭାତହାଣ୍ଡି
ଭୁବନେଶ୍ୱର, ୨୦।୧୨ (ବ୍ୟୁରୋ):ଜାନୁୟାରୀ ମାସରେ ହକି ବିଶ୍ୱକପ୍ ଦେଖିବ ସମଗ୍ର ବିଶ୍ୱ। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳ ଅନୁଷ୍ଠିତ ହେବ। ହକି ଦେଖିବାକୁ ବିଭିନ୍ନ ଦେଶବିଦେଶରୁ ପ୍ରଶଂସକଙ୍କ ସହ ଖେଳାଳିଙ୍କ ସୁଅ ଛୁଟିବ। ତେଣୁ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ…
ସିଂହଦ୍ୱାର ନିକଟରେ ଚାଲିଛି ବେଆଇନ ନିର୍ମାଣ
ପୁରୀ ଅଫିସ, ୨୦ା୧୨:ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ମଙ୍ଗୁମଠ ପାର୍ଶ୍ୱରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ଆଣି ପୁରୀ ଜିଲା କମାକନ୍ତିଆ ଗ୍ରାମର ମାନବାଧିକାର କର୍ମୀ ଦିଲୀପ କୁମାର ବରାଳ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ବରାଳ ତାଙ୍କ…
ଆଉ ମିଳିଲାନି ରିମାଣ୍ଡ, ଜେଲ ଗଲେ ଅର୍ଚ୍ଚନା
ଭୁବନେଶ୍ୱର,୨୦।୧୨ (ବ୍ୟୁରୋ):ଦୀର୍ଘ ଦିନର ଜେରା, ଚଢ଼ାଉ ସହ ଥାନା ଓ ଫୋରେନ୍ସିକ୍ ଲାବ୍ରୁ ଦସ୍ତାବିଜ ପାଇବା ସତ୍ତ୍ୱେ ଏଯାଏ ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର କାଣିଚାଏ ଗୁମର ଖୋଲିପାରି ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାତ୍ର କିଛି ଲକ୍ଷ ଟଙ୍କାର ବେଆଇନ…
ଚିଲିକାରେ ଭାସିଲା ଗ୍ୟାସ୍ ସିଲିଣ୍ଡର
କୃଷ୍ଣପ୍ରସାଦ,୨୦ା୧୨(ଡି.ଏନ୍.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଘାଟ ଚିଲିକାରେ ପୁଣି ଅଘଟଣ ଘଟିଛି। ସୋମବାର ଏକ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ତଳକୁ ଖସି ଡଙ୍ଗାରେ ପିଟି ହୋଇଯାଇଥିଲା। ଫଳରେ ଡଙ୍ଗାର କିଛି ଅଂଶ ଭାଙ୍ଗିଯିବା ସହ ବୁଡ଼ିଯାଇଥିଲା। ଡଙ୍ଗା ଓ…
୧୦ ଡିଗ୍ରୀ ତଳେ ୬ ସହର
ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଯାଇଛି। ରାଜ୍ୟର ୬ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସ ତଳେ ରହିଛି। ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ…
ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନକୁ ନେଇ ଆପତ୍ତି ଉଠାଇଲେ ବର୍ଷା
କଟକ ଅଫିସ, ୨୦ା୧୨:ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ସୋମବାର ପରିବାର ଅଦାଲତରେ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା କୋର୍ଟରେ ହାଜର ହେବା ପରେ ତାଙ୍କର…
Archives


