ମିନ୍ନୁଙ୍କୁ ମିଳିଲା ତ୍ୟାଗର ଫଳ
କୋଚି,୧୫।୨: କେରଳର ଏକ ଆଦିବାସୀ ଅଧ୍ୟୁଷିତ ଇଲାକାରୁ ଆସିଥିବା ମିନ୍ନୁ ମଣିଙ୍କ ସ୍ବପ୍ନ ପୂରଣ କରିଛି ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)। ୧୦ ବର୍ଷ ତଳେ ଓ୍ବାୟାନାଡ ଜିଲାର ମନନ୍ଥାବାଡିର ପାର୍ବତ୍ୟାଞ୍ଚଳରୁ ଆସିଥିବା ଏହି ଖେଳାଳି ଜଣଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି…
ବିବାହ ଲାଗି ପୂରା ଉଡ଼ାଜାହଜ ବୁକ୍
ନୂଆଦିଲ୍ଲୀ: ନିକଟରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭୁବନ ସରାଓଗି ନାମକ ଜଣେ ଯୁବକ ନେପାଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ସେଥିପାଇଁ ତାଙ୍କର ସମସ୍ତ ପରିବାର…
ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟକୁ ଖୁସି ଦେଉଛନ୍ତି
ନୂଆଦିଲ୍ଲୀ: ଲୋକେ ନିଜ ପେଟପାଟଣା ପାଇଁ ଅନେକ କିଛି କରୁଥିବା ନଜରକୁ ଆସୁଛନ୍ତି। ତେବେ ଏଠାରେ ଜଣେ ଭିନ୍ନକ୍ଷମ ନିଜକୁ ସକ୍ଷମ କରିବାକୁ ଯାହା କରୁଛନ୍ତି, ସେଥିରେ ସେ ଖୁସିଥିବା କହିଛନ୍ତି। ସେହି ଯୁବକ ଜଣକ ଏକ ଭିନ୍ନ ବ୍ୟାଟେରିଚାଳିତ ହୁଇଲ୍…
ହାର୍ଟ ଆକୃତି ଦ୍ୱୀପ ବିକ୍ରି ପାଇଁ ଆଡ୍
ଜାଗ୍ରେବ୍: କ୍ରୋଏସିଆରେ ଥିବା ଏକ ହାର୍ଟ ଆକୃତିର ଦ୍ୱୀପ ଲଭର୍ସ ଦ୍ୱୀପ ଭାବେ ପରିଚିତ। ଆଡ୍ରିଆଟିକ୍ ସମୁଦ୍ରରେ ଥିବା ଗଲେସେନଜେକ୍ ଦ୍ୱୀପ ପାସମାନ୍ କେନାରେ ଅବସ୍ଥିତ। ତେବେ ଏହି ଲଭର୍ସ ଦ୍ୱୀପର ବିକ୍ରି ପାଇଁ ଆଡ୍ ବାହାରିଛି। ୧୪୨ ହଜାର ବର୍ଗମିଟର…
ହିରୋର ପ୍ରିମିୟମ ମଡେଲ ‘ଜୁମ୍’ର ବଜାର ପ୍ରବେଶ
ଭଦ୍ରକ ଅଫିସ, ୧୫।୨: ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ ଜ୍ଞାନକୌଶଳକୁ ପରିବର୍ଦ୍ଧିତ କରିବା ଲାଗି କମ୍ପାନୀ ତା’ର ନୂଆ ୧୧୦…
ଭୁବନେଶ୍ୱର ଏମ୍ସକୁ ୨୦ ଏମ୍ସିଏସ୍ ଦେଲା ବିଓଆଇ
ଭୁବନେଶ୍ୱର,୧୫।୨: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୨୦ଟି ମୋବାଇଲ୍ ଚାର୍ଜିଂ ଷ୍ଟେଶନ (ଏମ୍ସିଏସ୍) ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପ୍ରଦାନ କରାଯାଇଛି। ବିଶେଷକରି ବିଓବିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଏହି ଏମ୍ସିଏସ୍ଗୁଡିକ ହସ୍ପିଟାଲ କର୍ତ୍ତୃପକ୍ଷକୁ…
‘ଆଲୁମିନିୟମର ରାଜଧାନୀ ହେବ ଭାରତ’
ଭୁବନେଶ୍ୱର,୧୫।୨: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ାଠାରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ-୨୩ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଓଡ଼ିଶାରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏପରିକି ଆଲୁମିନିୟମ୍ ଆସୋସିଏସନ ଅଫ୍ ଇଣ୍ଡିଆର ସହଭାଗିତାରେ ଏହି…
ଏସ୍ଡିଏମ୍ଙ୍କ ସମେତ ୩୯ଙ୍କ ନାଁରେ ମାମଲା
କାନପୁର,୧୫।୨(ପି.ଟି.): ଉତ୍ତରପ୍ରଦେଶର କାନପୁର ଦେହାତରେ ସୋମବାର ଜବରଦଖଲ ଉଚ୍ଛେଦ ଅଭିଯାନ ବେଳେ ମାଆଝିଅ ଏହାକୁ ବିରୋଧ କରି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପୋଲିସ ମଙ୍ଗଳବାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍), ୪ ରାଜସ୍ବ ଅଧିକାରୀ ଏବଂ ପୋଲିସ ସମେତ…
ସମୁଦ୍ର ପତ୍ତନ ବଢ଼ୁଛି, ପ୍ରଭାବିତ ହେବ ମୁମ୍ବାଇ ଭଳି ସିଟି
ଜାତିସଂଘ, ୧୫।୨: ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ମୁମ୍ବାଇ ଭଳି ବିଶ୍ୱର ମେଗା ସିଟି ପ୍ରଭାବିତ ହେବାର ଆଶଙ୍କା ଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ମଙ୍ଗଳବାର ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଭବିଷ୍ୟତକୁ ପ୍ରଭାବିତ କରିବା ସହ…
ଚା’ ବଗିଚାରେ ନାବାଳିକାଙ୍କୁ ବଳାତ୍କାର, ହତ୍ୟା
ସୋନିତପୁର, ୧୫।୨: ଆସାମର ସୋନିତପୁର ଜିଲା ଢେକିଆଜୁଲି ଚା’ ବଗିଚାରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସକୁ ମୃତଦେହ ମିଳିବା ପରେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ…
ସୁପ୍ରିମକୋର୍ଟରେ ପ୍ରଦୀପଙ୍କ ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୧୫।୨: ଓଡ଼ିଶାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହା ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା…
ବିପନ୍ନଙ୍କୁ ଭ୍ରାମ୍ୟମାଣ ଘର ଦେଲା କାତାର
ଦୁବାଇ,୧୫।୨ : ବିଶ୍ୱକପ୍ ଫୁଟ୍ବଲ ମ୍ୟାଚ୍ ପାଇଁ କାତାର ଗତବର୍ଷ ନିର୍ମାଣ କରିଥିବା ୧୦ ହଜାର କ୍ୟାବିନ୍ ଏବଂ କାରାଭାନ୍କୁ ତୁର୍କୀ ଭୂକମ୍ପ ବିପନ୍ନଙ୍କୁ ପ୍ରଦାନ କରିବ। ଗ୍ୟାସ୍ ସମୃଦ୍ଧ ଏହି ଉପସାଗରୀୟ ଦେଶ ନିଜର ଯୋଜନା ସମ୍ପର୍କରେ ଘୋଷଣା କରିଛି।…
Archives


