ଦରମା ୪ କୋଟି, ଘର ବି ମାଗଣା ତଥାପି ଚାକିରି କରିବାକୁ ଚାହୁଁନାହାନ୍ତି ଲୋକେ
ଆମ ଦେଶରେ ବେକାରି ଏବଂ ଜନସଂଖ୍ୟା ପରିସ୍ଥିତି ଏମିତି ଯେ, ଲୋକମାନେ ଚାକିରି ପାଇବା ପାଇଁ ଦୁନିଆର ଯେକୌଣସି କୋଣକୁ ଯାଇଥାନ୍ତି। ଆଜି ପ୍ରାୟ ସବୁ ସ୍ଥାନରେ ଭାରତୀୟମାନେ ଚାକିରି କରିଛନ୍ତି। ତଥାପି ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ମୋଟା…
ମେଘାଳୟ ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା
ଶିଲଂ,୧୪।୨: ମେଘାଳୟ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ଭାଜପା। ବୁଧବାର ଭାଜପା ସଭାପତି ଜେପି ନଡା ମେଘାଳୟ ପାଇଁ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଗଠନ ହେଲେ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ…
୧୫ମିନିଟ୍ ପରେ ଓ୍ବାଶିଂ ମେସିନ୍ରୁ ଉଦ୍ଧାର ହେଲା ଦେଢ଼ ବର୍ଷର ଶିଶୁ: ଆଉ ତା’ପରେ…
ନୂଆଦିଲ୍ଲୀ,୧୫।୨: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପ୍ରମାଣିତ ହୋଇଥିବା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ। ନିକଟରେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଯଦି ଭଗବାନ କାହାକୁ ଆଶୀର୍ବାଦ…
ଥରିଲା ନ୍ୟୁଜିଲାଣ୍ଡ
ଓ୍ବେଲିଂଟନ୍,୧୫।୨: ପଶ୍ଚିମ ଏସୀଆ ଦେଶ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ବୁଧବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ନ୍ୟୁଜିଲାଣ୍ଡର ଲୋୟର ହଟଠାରୁ…
ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍ ଉପରେ ନଜର
ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଜମ୍ମୁ-କଶ୍ମୀରର ଗୁଲ୍ମାର୍ଗରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିବା ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା ବେହେରା ଏବେ ଜାତୀୟ ଚାମ୍ପିୟନଶିପ୍ ଉପରେ ନଜର କେନ୍ଦ୍ରୀଭୂତ କରିଛନ୍ତି। ଉତ୍ତରାଖଣ୍ଡର ଅଉଲିଠାରେ…
ଆଜି କଟକ ଆସିବେ ରାଇନା ଓ ପ୍ରଜ୍ଞାନ
କଟକ ଅଫିସ,୧୫।୨: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ ଅଫ ସ୍ପୋଟର୍ସ ଆଣ୍ଡ ସେର ଅଫ ଏକ୍ସିଲେନ୍ସ ଫର କ୍ରିକେଟ ଏକାଡେମୀ ଉଦ୍ଘାଟିତ ହେବ।…
ଦ୍ୱିତୀୟ ଟେଷ୍ଟ ପାଇଁ ଆୟର ଫିଟ୍
ନୂଆଦିଲ୍ଲୀ,୧୫।୨(ପି.ଟି): ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟାରଙ୍କୁ ଫିଟ୍ ଘୋଷଣା କରିଛି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)। ବାଂଲଦେଶ ବିପକ୍ଷ ସିରିଜରେ ଆୟରଙ୍କ ପ୍ରଦର୍ଶନ ବେଶ ବଢିଆ ଥିଲେ ମଧ୍ୟ ଲୋୟର ବ୍ୟାକ୍ ସମସ୍ୟା…
ଗୁଜରାଟ-ମୁମ୍ବାଇ ଉଦ୍ଘାଟନୀ ମ୍ୟାଚ୍
ମୁମ୍ବାଇ,୧୫।୨: ମେନ୍ସ ପ୍ରିମିୟର ଲିଗ୍ର ନିଲାମି ଶେଷ ହେବାର ଗୋଟିଏ ଦିନ ପରେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୨ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଉଦ୍ଘାଟନୀ ମ୍ୟାଚରେ ସାମ୍ନସାମ୍ନି ହେବେ ଗୁଜରାଟ ଜାଏଣ୍ଟ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ମାର୍ଚ୍ଚ ୪…
ପଞ୍ଜାବଠାରୁ ଓଡ଼ିଶା ପରାସ୍ତ
ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଓଡ଼ିଶା ପ୍ରଥମ ପରାଜୟ ସ୍ବାଦ ଚାଖିଛି। କ୍ୟାପିଟାଲ ଫୁଟବଲ ଆରେନାରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୧-୨ ଗୋଲରେ ପଞ୍ଜାବ ନିକଟରୁ ହାରିଯାଇଛି। ଓଡ଼ିଶା…
ଓଡ଼ିଶାରୁ ଭାଗ ନେବେ ୩୦ ପ୍ରତିଯୋଗୀ
ଭୁବନେଶ୍ୱର, ୧୫।୨(ସ୍ପୋଟର୍ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ଚଳିତ ମାସ ୧୭ରୁ ୨୯ ପର୍ଯ୍ୟନ୍ତ ଜାତୀୟ ସିନିୟର ଓ ୨୧ବର୍ଷରୁ କମ୍ କରାଟେ ପ୍ରତିଯୋଗିତା ହେବ। ଏଥିରେ ଭାଗ ନେବାପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ମନୋନୀତ ୩୦ ପ୍ରତିଯୋଗୀ ୪…
ଜମ୍ମୁ କଶ୍ମୀରକୁ ଗର୍ବିତ କଲେ ଜେସିଆ ଅଖତର
ନୂଆଦିଲ୍ଲୀ,୧୫।୨: ଜମ୍ମୁ କଶ୍ମୀରର ଏକାଧିକ ପୁରୁଷ କ୍ରିକେଟର ଆଇପିଏଲ ତଥା ଜାତୀୟ ଦଳ ପାଇଁ ଖେଳି ସୁନାମ ଅର୍ଜନ କରିଥିବା ବେଳେ ପ୍ରଥମ ଥର ପାଇଁ ମହିଳା କ୍ରିକେଟର ମାନଚିତ୍ରରେ ଜମ୍ମୁ କାଶ୍ମୀରକୁ ସ୍ଥାନ ଦେଇଛନ୍ତି ଜେସିଆ ଅଖତର। ସୋମବାର ଓମେନ୍ସ…
ସ୍କୁଲ ଟେନିସ୍ ଲିଗ୍ର ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର,୧୫।୨(ସ୍ପୋଟର୍ସ ବ୍ୟୁରୋ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍ ଲିଗ(ଏସ୍ଟିଏଲ୍)ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲିଗ୍ ଦ୍ୱାରା ତୃଣମୂଳ ସ୍ତରରେ ଟେନିସର ପ୍ରଚାର ହେବା ସହିତ ଭବିଷ୍ୟତର ଟେନିସ ତାରକା…
Archives


