Home

ମାଣ୍ଡିଆପଲ୍ଲୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଗଞ୍ଜାମ ଜିଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ…

ଭାରତୀୟ ଦଳ ପାଇଁ ଖୁସି ଖବର

କେପଟାଉନ,୧୫।୨: ଟି-୨୦ ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଜିତିବା ପରେ ଆଜି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡିଆକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଅଧିନାୟକ ହେଲି ମାଥ୍ୟୁସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

କାଙ୍ଗାଳ ହେବାକୁ ବସିଲାଣି ପାକିସ୍ତାନ, ଦେଶ ଛାଡ଼ୁଛନ୍ତି ଧନୀ

ଇସଲାମାବାଦ,୧୫।୨: ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି। ଦେଶର ବାସିନ୍ଦା ଏବେ ଖାଦ୍ୟଶସ୍ୟ ଲାଗି ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏଭଳି ଯେ କର୍ମଚାରୀଙ୍କୁ ଦରମା ଦେବା ଲାଗି ସରକାରଙ୍କ ପାଖରେ ଟଙ୍କା ନାହିଁ। ଅନେକ ଦିନ ଧରି ଦେଶ…

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଫୁଲବାଣୀ ଅଫିସ,୧୫ା୨: କନ୍ଧମାଳ ଜିଲା ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ବୁଧବାର ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ଦଳୀୟ କର୍ମୀମାନେ ମାଦିକୁନ୍ଦା ଛକରୁ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଅମିତାଭଙ୍କ ସହ ସମୟ ବିତାଇବାକୁ କିଛି ନା କିଛି ବାହାନା କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ଏବଂ ରେଖା ହିନ୍ଦୀ ସିନେମା ଜଗତର ସଫଳ ଯୋଡ଼ି ଥିଲେ। ଏମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସେହି ସମୟରେ ଉଭୟଙ୍କ ଲୁଚାଛପା ପ୍ରେମ ବିଷୟରେ ବି ଅନେକ ଚର୍ଚ୍ଚା ହେଉଥିଲା। ଅମିତାଭ…

ଏହି ମାମଲାରେ କୋହଲିଙ୍କୁ ପଛରେ ପକାଇଲେ ବିଗ୍‌ବସ୍‌ ବିଜେତା ଏମ୍‌ ସି ଷ୍ଟାନ୍‌

ବମ୍ବେ: ‘ବିଗ୍‌ବସ୍‌ ୧୬’ ବିଜେତା ହେବା ପରେ ଦିନକୁ ଦିନ ଏମ୍‌ସି ଷ୍ଟାନଙ୍କ ଲୋକପ୍ରିୟତା ବଢ଼ୁଛି। ଶୋ’ରେ ତାଙ୍କର ଯୋଗଦାନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ହେଁ ଶିବ ଠାକ୍‌ରେ, ପ୍ରିୟଙ୍କା ଚାହର ଚୌଧୁରୀଙ୍କ ଭଳି ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ସେ।…

ଦେଶରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

‘ଟିପୁଙ୍କ ସମର୍ଥକ ନୁହେଁ, ରାମ ଭଜନ ଗାଉଥିବା ଲୋକ ହିଁ ଏଠି ରହିବେ’

ବେଙ୍ଗାଲୁରୁ,୧୫।୨: କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। କର୍ନାଟକ ରାଜନୀତିରେ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନ ଏକ ବଡ଼ ପ୍ରସଙ୍ଗ। ଏବେ ଭାଜପାର ରାଜ୍ୟ ସଭାପତି ନାଲିନ କୁମାର କେଟେଲ ଟିପୁ ସୁଲତାନଙ୍କୁ…

ଜିଲାପାଳଙ୍କ ଅଫିସ ଘେରିଲେ ଭାଜପା କର୍ମୀ

କେନ୍ଦୁଝର,୧୫ା୨(ସ୍ବ.ପ୍ର.): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବୁଧବାର ଭାଜପା ପକ୍ଷରୁ ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ୍‌’କୁ ବନ୍ଦ କଲା ଜିଓ ମାର୍ଟ

ନୂଆଦିଲ୍ଲୀ,୧୫: ରିଲାଏନ୍ସ ରିଟେଲର ଏକ ନିଷ୍ପତ୍ତି ଜିଓ ମାର୍ଟର ଗ୍ରାହକଙ୍କୁ ଚକିତ କରିଛି। ଜିଓ ମାର୍ଟ ଏହାର ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’କୁ ବନ୍ଦ କରିବାକୁ ଘୋଷଣା କରିଛି। ଏହି ଆପ୍‌ ମାଧ୍ୟମରେ ତୁରନ୍ତ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏହା…

ଉତ୍ତର କୋରିଆର ଶାସକ ହେବେ କି କିମ୍‌ଙ୍କ ଝିଅ

ସିଓଲ,୧୫ା୨: ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୧୦ ବର୍ଷର ଝିଅ କିମ୍‌ ଜୁ ଏ ସର୍ବସାଧାରଣରେ ହାଜର ହୋଇଥିଲେ। ଏହା ପରଠାରୁ ସେ ପିତାଙ୍କ ଉତ୍ତରାଧିକାରୀ ହେବା ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ…

ମୋଦି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ମୋଦି କ୍ୟାବିନେଟ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ସରକାର ସମବାୟ ସମିତିକୁ ମଜଭୁତ କରିବେ। ବିଭିନ୍ନ ଉଦ୍ଦେଶ୍ୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri