ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ…
ଅହମଦାବାଦ,୧।୧୨ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନ ପାଇଁ ମତଦାନ ଗୁରବାର ଆରମ୍ଭ ହୋଇଛି। ୧୯ ଟି ଜିଲାରେ ଥିବା ଏହି ବିଧାନସଭା ଆସନରେ ମୋଟ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟର ନିର୍ଣ୍ଣୟ ଭୋଟର କରୁଛନ୍ତି। ଅନେକ…
ଫ୍ରାପାର୍ଟ ପ୍ରଥମ ମହିଳା ରେଫରି
ଦୋହା, ୧।୧୨ (ଏପି): ଫିଫା ବିଶ୍ୱକପ୍ (ପୁରୁଷ) ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ରେଫରି ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ସେ ହେଲେ ଫ୍ରାନ୍ସର ଷ୍ଟିଫେନି ଫ୍ରାପାର୍ଟ। ଗୁରୁବାର ଅଲ୍ବାୟଟ ଷ୍ଟାଡିୟମରେ ସେ ଜର୍ମାନୀ ଓ କୋଷ୍ଟାରିକା ମ୍ୟାଚ ପରିଚାଳନା…
ଓଡ଼ିଶା ରୋଲବଲ୍ ବାଳିକା ଦଳ ମିଳିତ ଚାମ୍ପିୟନ
ଭୁବନେଶ୍ୱର, ୧।୧୨(କ୍ରୀଡ଼ା ପ୍ରତିନିଧି): ପୁଣେରେ ଅନୁଷ୍ଠିତ ଏକ୍ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି। ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି। ଫାଇନାଲରେ ଏହି…
ଓଡ଼ିଶା ଉଷୁ ଦଳକୁ ୧୬ ପଦକ
ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡେସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍ (ସାଉଥ୍ ଜୋନ୍)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ପାଇଛି। ଏହା ମଧ୍ୟରେ ୪…
ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଗାଁ
ଚିତ୍ରକୋଣ୍ଡା,୧ା୧୨(ଡି.ଏନ୍.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଦୁର୍ଗମ ଇଲାକା ଜୁମଡାଙ୍ଗଠାରୁ ୭ କିଲୋମିଟର ପାହାଡ଼ି ଭିତରେ ଅବସ୍ଥିତ ଥିବା ଦୁଇଟି ଗାଁ କନ୍ଦୁଲପାଡୁ ଏବଂ ବାଙ୍ଗରାକୋଣ୍ଡା ପ୍ରଶାସନର ଦୃଷ୍ଟି ଆଢୁଆଳରେ…
କିଟ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର
ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)କୁ ବୁଧବାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି ଅଚ୍ୟୁତ ସାମନ୍ତ ଏହି…
କଟକ ‘ଏ’ ଜିତିଲା କଳାହାଣ୍ଡି କପ୍
ଭୁବନେଶ୍ୱର, ୧।୧୧୨(କ୍ରୀଡ଼ା ପ୍ରତିନିଧି) : କଟକ ‘ଏ’ ଚଳିତ ବର୍ଷର କଳାହାଣ୍ଡି କପ୍ ବିଜେତା ହୋଇଛି। ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ କଟକ ‘ଏ’ ବିଜେତା ଘୋଷିତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା କଟକ ‘ଏ’…
ଶରଥ କମଲ ଖେଳରନତ୍, ଦୀପଗ୍ରେସ୍ଙ୍କୁ ଅର୍ଜୁନ
ନୂଆଦିଲ୍ଳୀ, ୧ା୧୨ (ପି.ଟି.) ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶରଥଙ୍କୁ ସମ୍ମାନିତ କରିଛନ୍ତି। ଏକମାତ୍ର ଖେଳାଳି…
‘ଆଲୁମିନିୟମ ୱାର୍ଲଡ’ ଉଦ୍ଘାଟିତ
ଭୁବନେଶ୍ୱର,୧।୧୨: ମେକ୍ ଇନ୍ ଓଡ଼ିଶା (ଏମ୍ଆଇଓ) କନ୍କ୍ଲେଭ-୨୨ ବୁଧବାର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏପରିକି ଉକ୍ତ କନ୍କ୍ଲେଭରେ ବେଦାନ୍ତ ଆଲୁମିନିୟମ ମଧ୍ୟ ଅଂଶଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଏକ ସର୍ବବୃହତ୍ ଷ୍ଟଲ୍ର…
ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ
ନୂଆଦିଲ୍ଲୀ,୧।୧୨: ସାଉଥ ଏସିଆ ଅଫ୍ ଗ୍ରୁପ୍-ଏମ୍ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ…
ନରଓ୍ବେ ରାଷ୍ଟ୍ରଦୂତଙ୍କ ସହ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ସାକ୍ଷାତ
ଭୁବନେଶ୍ୱର,୧।୧୨: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୨ର ୩ୟ ସଂସ୍କରଣର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଉକ୍ତ କନ୍କ୍ଲେଭରେ ଯୋଗଦେବାକୁ ଆସିଥିବା ନରଓ୍ବେର ରାଷ୍ଟ୍ରଦୂତଙ୍କ ସହ ଓଡ଼ିଶାର ଖଣି ଓ ଇସ୍ପାତ ଏବଂ ପୂର୍ତ୍ତି…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧।୧୨: ଭାରତୀୟ ଷ୍ଟକ୍ ବଜାରର ଫଳାଫଳ କ୍ରମାଗତ ଭାବେ ଭଲ ରହିବା ସାଙ୍ଗକୁ ନିବେଶ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଶେୟାର ବଜାରରେ ନିବେଶ କରୁଥିବା ନିବେଶକମାନେ ବେଶ୍ ଉତ୍ସାହିତ ରହିଛନ୍ତି। ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସର କାରବାର ଫଳାଫଳ…
Archives


