Home

ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ରଦ୍ଦ କରିବା ନିଷ୍ପତ୍ତି ବୈଧ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ରଦ୍ଦ କରିବାସାମ୍ବିଧାନିକଭାବେ ବୈଧ ଅଟେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଟ୍ରିବ୍ୟୁନାଲ ବାର ଆସୋସିଏଶନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ…

ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢ଼ାଯିବ, ଭାରତକୁ ପ୍ରସ୍ତୁତ ରହିବାକୁ ହେବ: ବାୟୁସେନା ମୁଖ୍ୟ…

ନୂଆଦିଲ୍ଲୀ,୨୧।୩ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମହାକାଶରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ ହୋଇଛି। ଭବିଷ୍ୟତରେ ସ୍ଥଳ, ସମୁଦ୍ର, ବାୟୁ ତଥା ସାଇବର ଏବଂ ମହାକାଶରେ ଯୁଦ୍ଧ ହେବ। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା…

୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…

ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ ପୋଲିସ…

ଗଣତନ୍ତ୍ରକୁ ପରିହାସ ନ କରୁ କେନ୍ଦ୍ର

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ହେବା ପୂର୍ବରୁ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଅଟକାଇଦେଇଥିଲେ। ଯାହାକୁ ନେଇ ଏବେ ଜାତୀୟ ରାଜଧାନୀରେ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିହାର ଦ୍ୱାଦଶ ପରୀକ୍ଷା ଫଳ: ବିଜ୍ଞାନ-ବାଣିଜ୍ୟ-କଳାରେ ଛାତ୍ରୀ ଟପ୍ପର…

ପାଟନା,୨୧।୩ : ବିହାର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ୨୦୨୩ ଘୋଷଣା କରାଯାଇଛି। ପାଟନାରେ ଥିବା ବିଏସବି କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ଏହି ଫଳାଫଳ ଘୋଷଣା କରିଛନ୍ତି। ଫଳାଫଳ ବିହାର ସ୍କୁଲ ପରୀକ୍ଷା ବୋର୍ଡ (ବିଏସଇବି) ର ଅଫିସିଆଲ ୱେବସାଇଟରେ ଅପରାହ୍ନ…

ଦିଲ୍ଲୀ ବଜେଟ ୨୦୨୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୨୧।୩ : ମାର୍ଚ୍ଚ ୧୭ରୁ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଦିଲ୍ଲୀ କ୍ୟାବିନେଟ କିଛି ଦିନ ପୂର୍ବରୁ ବଜେଟ ତାରିଖ ବିଷୟରେ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ବଜେଟ ଉପସ୍ଥାପନ କରିବାର ଗୋଟିଏ…

ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ: ବିଲ୍‌ରେ ଦସ୍ତଖତ କଲେ ବାଇଡେନ…

ଓ୍ବାଶିଂଟନ,୨୧।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ ବିଲରେ ଦସ୍ତଖତ କରିଛନ୍ତି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମକୁ କରୋନାର ଉତ୍ପତ୍ତିର ମୂଳରେ ପହଞ୍ଚିବାକୁ ପଡିବ । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି…

ଆମେରିକାରେ ବି ତୋସାଖାନା ଦୁର୍ନୀତି: ଟ୍ରମ୍ପ କୋଟି କୋଟି ଟଙ୍କାର ଉପହାର ନେଇଥିବା ଅଭିଯୋଗ…

ଓ୍ବାଶିଂଟନ,୨୧।୩ : ଆମେରିକାରେ ମଧ୍ୟ ପାକିସ୍ତାନ ପରି ତୋସାଖାନା ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ କୋଟି କୋଟି ଟଙ୍କାର ଉପହାର ହଡ଼ପ କରି ନେଇଛନ୍ତି। ଏକ ରିପୋର୍ଟରେ କୁହାଯାଇଛି…

କଂଗ୍ରେସକୁ ଦେଶ ଭକ୍ତି ଜ୍ଞାନ ଦେବା ବନ୍ଦ କରୁ ଭାଜପା: ପଓ୍ବନ ଖେରା

ନୂଆଦିଲ୍ଲୀ,୨୧।୨: ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ଭାଜପା ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପରେ କଂଗ୍ରେସ ଏକ ଖବରଦାତା ସମ୍ମିଳନୀ କରି ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। ସମ୍ବିତ ପାତ୍ର ପୂର୍ବରୁ…

ୟୁକ୍ରେନରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ

କିଭ୍‌,୨୧।୩: ଭାରତ ଗସ୍ତରୁ ଫେରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ୟୁକ୍ରେନରେ ପହଞ୍ଚିଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜାପାନ ପ୍ରଧାନମନ୍ତ୍ରୀ ସୋମବାର ଭାରତ ଗସ୍ତରେ ଯାଇଥିଲେ ଏବଂ କିଛି ଘଣ୍ଟା ପରେ…

ଆମ ପାଇଁ ଇଡି-ସିବିଆଇ, ମୋଦିଙ୍କ ‘ମେହୁଲ ଭାଇ’ଙ୍କୁ ଇଣ୍ଟରପୋଲରୁ ମୁକ୍ତି

ନୂଆଦିଲ୍ଲୀ,୨୧।୩: ଦେଶରେ ଯାଞ୍ଚ ଏଜେନ୍ସି ଗୋଟିଏ ପଟେ କଂଗ୍ରେସ, ଆମ ଆଦମୀ ପାର୍ଟି, ଟିଏମ୍‌ସି ସମେତ ବିରୋଧୀ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅନ୍ୟପଟେ ଇଣ୍ଟରପୋଲ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରୁ ୧୩ହଜାର କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ପଳାତକ…

‘ଭାଜପା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ’

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୧।୩: ଭାଜପା ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ। ଆମେରିକାର ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ଏକ ଓପିନିୟନ୍‌ ଆର୍ଟିକିଲ୍‌ରେ ଏହି ଦାବି କରାଯାଇଛି। ୱାଲ୍ଟର ରସେଲ ମିଡଙ୍କ ଦ୍ୱାରା ଲିଖିତ ଏହି ଆର୍ଟିକିଲରେ ଦର୍ଶାଯାଇଛି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?