ହଳଦୀ ଏକ, ଉପକାର ଅନେକ
ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ଏପରିକି ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ହଳଦୀ ଆମକୁ ମୁକ୍ତି ଦେଇଥାଏ। ଏହାଛଡ଼ା ହଳଦୀର ଆହୁରି ମଧ୍ୟ ଅନେକ ଉପକାର ରହିଛି। ଯେମିତିକି: * କୁହାଯାଏ, ଘରର…
ବ୍ରେକ୍ ନେଲେ ଅକ୍ଷର; ଖୁବ୍ଶୀଘ୍ର ପ୍ରେମିକାଙ୍କ ଧରିବେ ହାତ
ନୂଆଦିଲ୍ଲୀ,୧୫।୧: ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ମେହା ପାଟିଲଙ୍କ ହାତ ଧରିବେ ସେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବିବାହ ଲାଗି ଅକ୍ଷର ନ୍ୟୁଜିଲାଣ୍ଡ ସିରିଜରୁ ବ୍ରେକ୍ ନେଇଥିବା ଜଣାପଡ଼ିଛି। ମେହା ବୃତ୍ତିରେ…
ଆମେରିକାର ଆର୍ ବୋନୀ ଗାବ୍ରିଏଲ୍ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’
ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ…
ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୭୨ ଜଣ ଯାତ୍ରୀ ଥିବା କୁହାଯାଉଛି। ୟେଟି ଏୟାରଲାଇନ୍ସ ଏଟିଆର-୭୨ ବିମାନଟି ରବିବାର ସକାଳେ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ ବିମାନଟି କାସ୍କି…
ଢାବାରେ ଫୁଟିଲା ଗୁଳି, ଜଣେ ଗୁରୁତର
ସାରସକଣା,୧୫।୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ଜାମଶୋଳା ନିକଟ ଏକ ଢାବାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଝାରଖଣ୍ଡ ଅଞ୍ଚଳର ୪ରୁ ୫ଜଣ…
ଆଜି ଅନ୍ତିମ ଦିନିକିଆ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
ଥିରୁଭାନନ୍ଥପୁରମ୍,୧୫ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ରବିବାର ଥିରୁଭାନନ୍ଥପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ସହିତ ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ। ତେବେ ଏହି ମ୍ୟାଚରେ…
କାଲିଫର୍ନିଆରେ ବର୍ଷାର ତାଣ୍ଡବ: ଗଲାଣି ୧୯ ଜୀବନ, ୨୩୦୦୦ ଘରକୁ ବିଜୁଳି ନାହିଁ
ଓ୍ବାଶିଂଟନ,୧୫ା୧: ବର୍ଷା, ତୁଷାରପାତ ଏବଂ ପ୍ରବଳ ଝଡ଼ତୋଫାନରେ ଆମେରିକାର କାଲିଫର୍ନିଆର ଅବସ୍ଥା ବେହାଲ ହୋଇଛି। ସପ୍ତାହ ଶେଷ ସୁଦ୍ଧା କାଲିଫର୍ନିଆରେ ପୁଣି ପ୍ରବଳ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ କେବଳ ବର୍ଷା ଯୋଗୁ…
ସିଂହନାଥ ପୀଠରେ ୧୪୪ ଧାରା ଜାରି
ବଡ଼ମ୍ବା,୧୫ା୧(ଡି.ଏନ୍.ଏ.): ମକରମେଳା ଅବସରରେ କଟକ ଜିଲା ବଡ଼ମ୍ବାର ସିଂହନାଥ ପୀଠ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳାଚକଟାରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ସିଂହନାଥ ପୀଠରେ ୧୪୪ ଧାରା ଜାରି ହୋଇଛି।…
ରୁଷିଆର ମିଶାଇଲ ମାଡରେ ୟୁକ୍ରେନରେ ୯ ଲୋକ ମୃତ, ୬୪ ଆହତ, ଅଧିକାଂଶ ଅଞ୍ଚଳରେ ବ୍ଲାକ ଆଉଟ
କ୍ୱିଭ,୧୫ ।୧: ୟୁକ୍ରେନର ବିଭିନ୍ନ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ ଲଗାତାର ଭାବେ ହୋଇଚାଲିଛି । ଏମିତି ଏକ ମିଶାଇଲ ମାଡରେ ୟକ୍ରେନର ଦକ୍ଷିଣ-ପୂର୍ବ ସହର ନିପ୍ରୋରେ ଥିବା ଏକ ଆପାର୍ଟମେଣ୍ଟର ଅଧାଭାଗ ନଷ୍ଟ ହୋଇଯାଇଛି ଯେଉଁଥିରେ ୧୨ ଜଣଙ୍କ…
ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥରା…
ଲାଇଭ ଷ୍ଟ୍ରିମିଂ ପାଇଁ ସମସ୍ତ କୋର୍ଟରେ ସମାନ ପ୍ଲାଟଫର୍ମ ଲାଗି ଆମେ ଆଗ୍ରହୀ: ସିଜେଆଇ…
ନୂଆଦିଲ୍ଲୀ,୧୪।୧ : ଦେଶର ସମସ୍ତ କୋର୍ଟର ନ୍ୟାୟିକ ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କୋର୍ଟରେ ଏଥି ପାଇଁ ସମାନ ପ୍ଲାଟଫର୍ମ ପ୍ରଣୟନ ଲାଗି ଆମେ ଆଗ୍ରହୀ। ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ…
ହାତୀ ମୃତ୍ୟୁ ନେଇ ସନ୍ଦେହ
ସୋରଡ଼ା,୧୪ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ଡେଙ୍ଗାଖମାଣ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ଘଟଣାରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ ସୀମାନ୍ତକୁ ଲାଗିଥିବା…
Archives


