ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ପ୍ରଶାସନ ସହାୟତାରେ ଫେରିଲା ମୃତଦେହ
ଦିଗପହଣ୍ଡି,୨୪ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳାଇଙ୍କ ମୃତଦେହ ଗୁରୁବାର ଗୁଜୁରାଟ ସୁରଟରୁ ଗାଁ ରେ ପହଞ୍ଚିଛି। ସୁରଟ ସହରର ଏକ ସୂତାକଳରେ ସେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଶନିବାର ତାଙ୍କ…
ରାହୁଲଙ୍କ ଏମ୍ପି ପଦ ରଦ୍ଦକୁ ନିନ୍ଦା କଲା ଆରଜେଡି
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ଏମ୍ପି ମନୋଜ କୁମାର ଝା। ସେ କହିଛନ୍ତି, ଏହା କେତେ ଅଦ୍ଭୁତ ଏବଂ ନିନ୍ଦନୀୟ। ତଥାପି କୁହ ନାହିଁ ଯେ, ଭାରତରେ ଗଣତନ୍ତ୍ର…
ଭାରତୀୟ ଗଣତନ୍ତ୍ର ଓମ୍ ଶାନ୍ତି: କଂଗ୍ରେସ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। ତାଙ୍କର ଲୋକ ସଭା ସଦସ୍ୟତା ବାତିଲ କରାଯାଇଛି। ଏହାପରେ ରାଜନୀତି ସରଗରମ ରହିଛି। ଏହି ନିଷ୍ପତ୍ତି ପରେ କଂଗ୍ରେସ କେନ୍ଦ୍ରକୁ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ନେତା…
ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ବିରୋଧୀ ନେତା: ମମତା
କୋଲକାତା,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ରହିଛନ୍ତି…
ସଦସ୍ୟତା ଯିବା ପରେ ଏବେ ରାହୁଲଙ୍କୁ ଛାଡ଼ିବାକୁ ପଡ଼ିବ କି ସରକାରୀ ବଙ୍ଗଳା
ନୂଆଦିଲ୍ଲୀ,୨୪।୩: ମୋଦିଙ୍କ ସରନେମ୍କୁ ନେଇ ଦେଇଥିବା ବୀବାଦୀୟ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଶେଷ ହୋଇଛି। ଲୋକ ସଭା ସଚିବାଳୟ…
ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ଉଦ୍ଧବ ଠାକ୍ରେ: କହିଲେ, ଏହା ଗଣତନ୍ତ୍ରର ହତ୍ୟା
ମୁମ୍ବାଇ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହା ପ୍ରତ୍ୟକ୍ଷ ଭାବେ ଗଣତନ୍ତ୍ରର ହତ୍ୟା। ଶୁକ୍ରବାର…
ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସନ୍ଧ୍ୟା ୫ଟାରେ ଏମାର୍ଜେନ୍ସି ବୈଠକ ଡକାଇଲା କଂଗ୍ରେସ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। ଲୋକ ସଭା ସଚିବ ରାହୁଲଙ୍କ ଏମ୍ପି ସଦସ୍ୟତାକୁ ରଦ୍ଦ କରିଛନ୍ତି। ସୂଚନା ମୁତାବକ, ଗୁଜରାଟର ସୁରତ କୋର୍ଟରେ ମାନହାନି ମାମଲାରେ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ…
ଉଡାଣ ଭରିବାର ମାତ୍ର ୧ମିନିଟ୍ ମଧ୍ୟରେ ଘର ସହ ଧକ୍କା ହେଲା ବିମାନ: ଭିଡିଓ ଭାଇରାଲ
ରାଞ୍ଚି,୨୪।୩: ଝାଡ଼ଖଣ୍ଡର ଧାନବାଦ ଜିଲାରେ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଏକ ଗ୍ଲାଇଡର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ୫୦୦ମିଟର ଦୂର ତଳକୁ ଖସି ଏକ ଘର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…
ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ କରିଦିଆଯାଇଛି। ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେରଳର ୱାୟାନାଡ ସଂସଦୀୟ ବିଧାନସଭାନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସଦସ୍ୟ କଂଗ୍ରେସ ନେତା ରାହୁଲ…
ମୁଁ ଆପଣଙ୍କୁ ଛୁଇଁଦେଲେ, ସେମାନେ କହିବେ ନାକ ପୋଛୁଛି: କାହିଁକି ଖାର୍ଗେଙ୍କୁ ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣତଃ ନିଜର ମଜାଳିଆ ସ୍ବଭାବ ପାଇଁ ଜଣାଶୁଣା। ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ତାଙ୍କ ଏହି ମଜାଳିଆ ଅନ୍ଦାଜ୍ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆଗରେ ଭାଜପାର ସୋସିଆଲ ମିଡିଆ…
ମାଟ୍ରିକ ପରୀକ୍ଷାରେ ଏତିକି ନମ୍ବର ରଖିଥିଲେ ଅନୁଷ୍କା
ମୁମ୍ବାଇ: କୁହାଯାଏ, ସୌନ୍ଦର୍ଯ୍ୟ ଏବଂ ମସ୍ତିଷ୍କର ମିଶ୍ରଣ ବହୁତ କ୍ୱଚିତ୍, କିନ୍ତୁ ବଲିଉଡ୍ରେ ଏଥିରେ ସବୁକିଛି ମେଳ ଖାଉଛି। ଅନେକ ବଲିଉଡ୍ ଅଭିନେତ୍ରୀ କେବଳ ସୁନ୍ଦରୀ ନୁହନ୍ତି ବରଂ ବହୁତ ବୁଦ୍ଧିମତୀ ବି। ବଲିଉଡ୍ର ଶ୍ରେଷ୍ଠ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନୁଷ୍କା…
ବଡ଼ ରେକର୍ଡ ହାସଲ କଲେ ରୋନାଲଡୋ
ଲିସବୋନ୍,୨୪।୩: ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ କୁଏତର ବାଦେର୍ ଅଲ-ମୁତାୱାଙ୍କୁ ପଛରେ ପକାଇଛନ୍ତି। ବାଦେର୍ ତାଙ୍କ କ୍ୟାରିୟରରେ ମୋଟ ୧୯୬ଟି ମ୍ୟାଚ ଖେଳିଥିଲେ। ରୋନାଲଡୋ ଲିଚଟେଷ୍ଟାଇନ…

