‘ଓ୍ବେଲକମ୍ ୩’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ଏହି ବ୍ଲକବଷ୍ଟର ଯୋଡ଼ି !
ବମ୍ବେ: ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ‘ହେରା ଫେରି ୩’ ପରେ ଏବେ ‘ଓ୍ବେଲ୍କମ୍’ ଏବଂ ‘ଆଓ୍ବାରା ପାଗଲ୍ ଦିଓ୍ବାନା’ର ସିକୁଏଲ୍ରେ ସେ ନଜର ଆସିବେ। ଫିଲ୍ମରେ ତାଙ୍କ ସହ ପରେଶ ରାଓ୍ବଲ, ସୁନୀଲ ସେଟ୍ଟୀଙ୍କ…
ମେଘାଳୟ-ନାଗାଲାଣ୍ଡରେ ପ୍ରଚାର ଶେଷ: ସୋମବାର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…
ଶିଲଂ/କୋହିମା,୨୫।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ପାଇଁ ନିର୍ବାଚନର ପ୍ରଚାର ଶନିବାର ଅପରାହ୍ନ ୪ ଟାରେ ଶେଷ ହୋଇଛି। ସୋମବାର ଉଭୟ ରାଜ୍ୟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଭୋଟର କରିବେ। ଉଭୟ ରାଜ୍ୟରେ ଭାଜପାର ମିଳିତ ସରକାର ରହିଛି।…
ମନ୍ତ୍ରୀ ଟୁକୁନି ସାହୁଙ୍କ ଅଚାନକ ବାଲିମେଳା ଗସ୍ତ
କୋରୁକୋଣ୍ଡା,୨୫ା୨(ଡି.ଏନ୍.ଏ.): ମାଲକାନଗିରି ଜିଲା ବାଲିମେଳା ପୋଟେରୁ ଜଳସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଗା ଲିଫ୍ଟକୁ ଅଚାନକ ଗସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଶନିବାର ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟାରେଜକୁ ଯାଇ ସେଠାରେ ଥିବା…
୩ ଗାଡ଼ି ଧକ୍କା: ୧୩ ମୃତ-୨୦ ଆହତ…
ଇସଲାମାବାଦ,୨୫।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି। ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି…
ଘରୋଇ ହିଂସା ନେଇ ସୁପ୍ରିମ୍କୋର୍ଟଙ୍କ କଠୋର ଆଭିମୁଖ୍ୟ, ମୁଖ୍ୟ ସଚିବଙ୍କ ବୈଠକ ଡକାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୫।୨ : ମହିଳାଙ୍କ ପ୍ରତି ଘରୋଇ ହିଂସା ଘଟଣାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘରୋଇ ହିଂସା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଡାକିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମହିଳାଙ୍କୁ ଘରୋଇ ହିଂସାରୁ…
ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କଲା ଲକ୍ଷ୍ନୌ ଟିମ୍, ଗମ୍ଭୀରଙ୍କ ସହ ନଜର ଆସିଲେ…
ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଦ୍ୱିତୀୟ ସିଜନ ଖେଳିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍। ଏହାକୁ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଫ୍ରାଞ୍ଚାଇଜ୍ର ଟୁଇଟର ହ୍ୟାଣ୍ଡେଲରୁ ଏକ ଫଟୋ ଶେୟାର କରାଯାଇଛି। ଫଟୋରେ ଦଳର ପରାମର୍ଶଦାତା(ମେଣ୍ଟର) ଗୌତମ ଗମ୍ଭୀର, ଅଲରାଉଣ୍ଡର…
ଏସ୍ଏଚ୍ଜି ଗ୍ରୁପ୍ର ସମସ୍ତ କାଗଜପତ୍ର ଚିରି ଜାଳିଦେଲେ ସଦସ୍ୟାଙ୍କ ଝିଅ, ଥାନାରେ ପହଞ୍ଚିଲା ମାମଲା
କୋରୁକୋଣ୍ଡା,୨୫ା୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ଅଧିନସ୍ଥ ତାରଲାକୋଟା-ବି ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ତାରଲାକୋଟା-ବି ଗ୍ରାମରେ ଥିବା ୧୦ ଜଣ ମହିଳା ମିଳିତ ଭାବେ ମା’ ତାରାତାରିଣୀ ନାମକ ଏକ ମହିଳା…
କେବଳ ଧୋନୀ ନୁହନ୍ତି, ଏବି ଡି ଭିଲିୟର୍ସ ମଧ୍ୟ କୋହଲିଙ୍କ ପ୍ରକୃତ ବନ୍ଧୁ…
ନୂଆଦିଲ୍ଲୀ,୨୫।୨: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ସମସ୍ତ କ୍ରିକେଟ ପ୍ରଶଂସକ ଜାଣନ୍ତି। କେବଳ ଆର୍ସିବିରେ ଥିବା ବେଳେ ନୁହେଁ ବରଂ ଏହା ପରେ ମଧ୍ୟ ଉଭୟ ପରସ୍ପର ସହ ବନ୍ଧୁତା…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମାନସ କୁମାର ମିଶ୍ର। ଏହି…
ବିମୁଦ୍ରୀକରଣ ଏକ ଐତିହାସିକ ମୁର୍ଖାମୀ: ଖାର୍ଗେ …
ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ଶନିବାର କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିମୁଦ୍ରୀକରଣ ଏକ ଐତିହାସିକ ମୂର୍ଖାମୀ। ଯେଉଁଥିପାଇଁ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନଷ୍ଟ ହୋଇଯାଇଥିଲା। ଏହା ଦେଶବାସୀଙ୍କୁ ଅସୁବିଧାରେ ପକାଇଥିଲା।…
୯୯% ଥର ଏମିତି ହୁଏ, ଯେତେବେଳେ ଧୋନୀ ଭାଇ ମୋ’ ଫୋନ୍ ଉଠାନ୍ତି ନାହିଁ: କୋହଲି
ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳର ତାରକା ଖେଳାଳି ବିରାଟ କୋହଲି ଗତ ବର୍ଷ ଏସିଆ କପ ୨୦୨୨ ପୂର୍ବରୁ ଖରାପ ଫର୍ମରେ ଥିଲେ। ସେତେବେଳେ ତାଙ୍କ ବ୍ୟାଟ୍ରୁ ରନ ସ୍କୋର ହେବା କଷ୍ଟକର ମନେ ହେଉଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ…
ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ଶିକ୍ଷକ କ’ଣ ପଢାଉଛନ୍ତି ଏଥିରେ ରହିବ ଉଲ୍ଲେଖ
ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା ଉଲ୍ଲେଖ ରହିବ। ଫଳରେ ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଜାଣିପାରିବେ। ଏନେଇ ଶନିବାର ବିଦ୍ୟାଳୟ…
Archives


