Home

୨୯ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ବନ୍ଦ କଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୩: ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍‌ସଆପ୍‌ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍‌ର ନୀତି ଉଲ୍ଲଂଘନ ପାଇଁ କମ୍ପାନୀ ଏହି ନିଷ୍ପତି ନେଇଛି। ସାରା ବିଶ୍ୱରେ ୨ ବିଲିୟନରୁ ଅଧିକ ଲୋକ…

ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧।୩: ଉତ୍ତରପ୍ରଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ରେକର୍ଡ କରିଛନ୍ତି। ଯୋଗୀ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ଲଗାତାର ୫ ବର୍ଷ ଏବଂ ୩୪୭ ଦିନ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ଯୋଗୀଙ୍କ ପୂର୍ବରୁ କ୍ରମାଗତ ଭାବରେ ଡା ସାମପର୍ନାନନ୍ଦ…

ବିରୋଧୀ ଏକାଠି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ

ଚେନ୍ନାଇ,୧।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ବୁଧବାର ଚେନ୍ନାଇରେ ଡିଏମକେ ଏକ ବିଶାଳ ସମାବେଶ ଆୟୋଜନ କରିଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମେତ ବହୁ ବରିଷ୍ଠ ନେତା…

ଗୁଜରାଟରେ ଖୋଲାଯିବ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌

ନୂଆଦିଲ୍ଲୀ,୧।୩: ଗୁଜରାଟରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଖୋଲାଯିବାକୁ ଚିନ୍ତା କରୁଛନ୍ତି ଅଷ୍ଟ୍ରେଲିଆ ସରକାର। ଏନେଇ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲାର ସୂଚନା ଦେଇଛନ୍ତି। କ୍ଲାର କହିଛନ୍ତି, ୱୋଲଙ୍ଗଙ୍ଗ ବିଶ୍ୱବିଦ୍ୟାଳୟ ଭାରତର ଗୁଜରାଟରେ ଏହାର ପ୍ରଥମ କ୍ୟାମ୍ପସ ଖୋଲିବାକୁ ଚିନ୍ତା କରୁଛି।…

ଶେଷ ହେଲା ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଶେଷ ହୋଇଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୁଧବାର ଗୃହକୁ ଆସନ୍ତା ୧୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଫେବୃୟାରୀ ୨୧ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ…

ସଂସ୍ଥାପନ ସମୟରେ ଖସିଲା ଡାକୋଟା

ଭୁବନେଶ୍ୱର,୧।୩(ବ୍ୟୁରୋ): ସଂସ୍ଥାପନ ସମୟରେ ଛିଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ବୁଧବାର ମରାମତି ବେଳେ ଏହା ହାଇଡ୍ରା ବେଲ୍ଟରୁ ଛିଡ଼ି ପଡ଼ିଥିଲା। ଫଳରେ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧ା୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ବୁଧବାର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବା ପରେ ଶ୍ରୀ ଜେନା…

ମାର୍ଚ୍ଚରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୁରା ତାଲିକା…

ନୂଆଦିଲ୍ଲୀ,୧।୩: ଆଜିଠାରୁ ଆରମ୍ଭ ହୋଇଛି ମାର୍ଚ୍ଚ ମାସ। ଏହି ମାସରେ ହୋଲି ସମେତ ଅନେକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ମୋଟ ୧୨ ଦିନ ଛୁଟି ଥିବା ଦେଖାଯାଇଛି।…

ଆମେ ଅଟକିବୁନି, ଏଣିକି ୧୫୦ ସ୍ପିଡ୍‌ରେ କାମ ହେବ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୩: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ବିଧାୟକଙ୍କ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ

କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ସୁଶାନ୍ତ ଦାସ ସୂଚନା…

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ ଧର୍ମର ସୁରକ୍ଷା ଲାଗି ନିର୍ମାଣ ହେବ ୩,୦୦୦ ମନ୍ଦିର

ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩ ହଜାର ମନ୍ଦିର ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମ…

ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌ ଫିଲ୍ମ ଦେଇଛନ୍ତି। ବଲିଉଡରେ ତାଙ୍କର ପରିଚୟ ‘ଏକ ଚକୋଲେଟ ବୟ’ ଭାବେ ରହିଛି। କେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri