Home

ଏହି ଦୁଇ ଭାଇ ଖାଆନ୍ତି ୧୩୦୦୦ କ୍ୟାଲୋରୀ ଖାଦ୍ୟ, ୨ କ୍ୱିଣ୍ଟାଲ ଉଠାଇବା ତାଙ୍କ ବାମ ହାତର ଖେଳ

ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯାହାଙ୍କ ଶକ୍ତି ଯୋଗୁ ଅନ୍ୟମାନେ ପରାସ୍ତ ହୋଇଥାନ୍ତି। ଆଜିକାଲି ଲୋକମାନେ ବଡି ବିଲ୍ଡିଂ ମାଧ୍ୟମରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଅନେକଙ୍କର ସ୍ବାସ୍ଥ୍ୟ ଭଲ ହୋଇ ନ ଥାଏ କାରଣ ସେମାନେ ସୁସ୍ଥ…

‘ଆଦିପୁରୁଷ’ ରିଲିଜ୍‌ ଡେଟ୍‌ ଘୋଷଣା

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଅପେକ୍ଷା ଅନ୍ତଃ ହୋଇଛି। ନିର୍ମାତା ‘ଆଦିପୁରୁଷ’ର ନୂତନ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଜୁନ…

ନେହେରୁ-ବାଜପେୟୀଙ୍କ ଭାଷଣ ଶୁଣିବାକୁ ରୁଣ୍ଡ ହେଉଥିଲେ ଲୋକେ: ଘୃଣା ଭାଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୩ : ଘୃଣା ଭାଷଣ ପ୍ରଦାନ କରୁଥିବା ଉପାଦାନଗୁଡିକ ଉପରେ ସୁପ୍ରିମକୋର୍ଟ ଦୃଢ଼ ଆପତ୍ତି ଉଠାଇଛନ୍ତି। ଲୋକମାନେ କାହିଁକି ନିଜକୁ ନିୟନ୍ତ୍ରଣ କରୁନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର…

ରାଘବଙ୍କ ସହ ସମ୍ପର୍କକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପରିଣୀତି

ଆଜିକାଲି ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କ ନାମ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ ସହ ଯୋଡା ଯାଉଛି। ଖୁବ୍‌ଶୀଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି।…

୩୧ରୁ ନୟାଗଡ଼-ଭଦ୍ରକକୁ ଗଡ଼ିବ ମେମୁ ଟ୍ରେନ୍‌

ନୟାଗଡ଼ ଅଫିସ,୨୯ା୩: ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,…

ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୋଗୁ ଅଡୁଆରେ ଚାଇନା…

ଓ୍ବାଶିଂଟନ,୨୯।୩ : ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ଯୁଦ୍ଧ ଜାହାଜର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଚାଇନା ଉପରେ ସର୍ବାଧିକ ଚାପ ପ୍ରୟୋଗ କରିବା ଏହାର ରଣନୀତିର ଏକ ଅଂଶ ଭାବେ ଏଭଳି କରାଯାଉଛି। ବେଜିଂ ଭିତ୍ତିକ ଥିଙ୍କ ଟ୍ୟାଙ୍କ ସାଉଥ…

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୨୯ା୩(ସ୍ବ.ପ୍ର): ମୋଦି ଆଦାନୀ ମହା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ବିରୋଧରେ ବୁଧବାର କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଶାସିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଆଇପିଏଲ୍‌ର ସବୁଠୁ ସଫଳ ଅଧିନାୟକଙ୍କ ମନର କଥା

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୩ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ମାର୍ଚ୍ଚ ୩୧ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା ଆଇପିଏଲ ଯାତ୍ରା ବିଷୟରେ ଅନେକ କଥା କରିଥିଲେ। ରୋହିତ ଚଳିତ…

ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ: ୯୦ ଲକ୍ଷ ଭୋକରେ…

କାବୁଲ,୨୯।୩ : ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚ୍ପି) ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୯୦ ଲକ୍ଷ ଲୋକ ଅର୍ଥନୈତିକ ଏବଂ ମାନବିକ ସଙ୍କଟ ମଧ୍ୟରେ ଭୋକ ଉପାସରେ ଅଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ

ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେବଳ ସମ୍ଭବ ହେବ ଯଦି ସେ ତାଙ୍କର ‘ଭୁଲ୍‌’କୁ ଗ୍ରହଣ କରନ୍ତି। ସେ ଯାହା…

ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବ ପାକିସ୍ତାନ, ପ୍ରସ୍ତାବ ସଂସଦରେ ଆଗତ…

ଇସଲାମାବାଦ,୨୯।୩ : ଦେଶର ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ସଂସଦରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ଯେ ଯଦି ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବାକୁ ସଂସଦ ଆଇନ…

ରୋଡ ଶୋ’ରେ ୫୦୦ ଟଙ୍କିଆ ନୋଟ ଉଡାଇଲେ ବିଧାୟକ, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେ ୧୦ ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମେ ୧୩ ରେ ଭୋଟ ଗଣନା କରାଯିବ। ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିବାଦ ଘେରକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?