Home

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା, କହିଲେ ‘ବର୍ଷ ୨୦୨୦ ମୋତେ ଭାଙ୍ଗି ଦେଇଥିଲା’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲଭ୍‌ଷ୍ଟୋରୀ ଏକଦା ଥିଲା ଚର୍ଚ୍ଚାରେ। କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ ସାରା। ଏହାପରେ ଫିଲ୍ମ ‘ଲଭ୍‌ ଆଜ୍‌…

ଚୌକା-ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୫।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ତମ ସିଜନ ଅର୍ଥାତ୍‌ ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର…

ଦେଶର ୨୩ ନଦୀର ହେବ ବିକାଶ, ଚାଲିବ କାର୍ଗୋ-ଯାତ୍ରୀବାହୀ ଜାହାଜ…

ନୂଆଦିଲ୍ଲୀ,୫।୩ : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଜଳପଥକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି। ଏହା ମାଧ୍ୟମରେ କାର୍ଗୋଏବଂ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ଅତି କମରେ ଦେଶର୨୩ ଟି ନଦୀ ପଥକୁ ବିକଶିତ କରାଯିବ।…

କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି ପାକିସ୍ତାନ ବୋଲର ଶୋଏବ ଅଖତର: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୩: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଖୋଲାଖୋଲି ପ୍ରଶଂସା କରନ୍ତି। ଯେତେବେଳେ ବିରାଟ କୋହଲି ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, ସେତେବେଳେ ଶୋଏବ ଅଖତର…

ଇନ୍ଦୋର ପିଚ୍‌ ନେଇ ବିବାଦ, ଗାଭାସ୍କରଙ୍କ ମନ୍ତବ୍ୟର ଜବାବ ଦେଲେ ମାର୍କ ଟେଲର…

କୋଲକାତା,୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା। ତୃତୀୟ ଦିନରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ…

କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…

ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଭାରତ ଗସ୍ତରେ ଆସିବେ। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଲବାନେଙ୍କ…

ଇନ୍ଧନ-ଖାଦ୍ୟ-ବିଦ୍ୟୁତ ଅଭାବ: ପ୍ରଦର୍ଶନ କଲେ ଗିଲଗିଟ-ବଲ୍ଟିସ୍ତାନର ଲୋକେ…

ଇସଲାମାବାଦ,୫।୩ : ପାକିସ୍ତାନର ଅଧିକୃତ କଶ୍ମୀରର ଗିଲଗିଟ-ବଲ୍ଟିସ୍ତାନରେ ଲୋକମାନେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଏହା ଏକ ଅବହେଳିତ ଅଞ୍ଚଳ, ଯେଉଁଠାରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଇନ୍ଧନ, ଖାଦ୍ୟ ଏବଂ ବିଦ୍ୟୁତ ଅଭାବରୁ ସ୍ଥାନୀୟ ଲୋକମାନେ ବିରୋଧ ଆରମ୍ଭ…

ଇମ୍ରାନ ଗିରଫ ହେବା ଆଶଙ୍କା, ବାସଭବନ ବାହାରେ ପୋଲିସ-ସମର୍ଥକ ମୁହାଁମୁହିଁ…

ଇସଲାମାବାଦ,୫।୩ : ତୋସାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୋଲିସ ଇସଲାମାବାଦରେ ତାଙ୍କ ବାସଭବନରେ ପହଞ୍ଚିଛି। ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସର ପାଖରେ ୱାରେଣ୍ଟ ଥିବା କୁହାଯାଉଛି। ଇମ୍ରାନଙ୍କ…

କୋର୍ଟ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ନ୍ୟାୟିକ ଭ୍ରାତୃତ୍ୱ ଏହା ବିରୁଦ୍ଧରେ ଏକଜୁଟ ହେବା ଜରୁରୀ: ପୂର୍ବତନ ସିଜେଆଇ…

କୋଲକାତା,୫।୩ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁୟୁ ଲଲିତ ନ୍ୟାୟପାଳିକାର ସ୍ବାଧୀନତା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ନ୍ୟାୟପାଳିକା ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଯଦି…

ବିଦ୍ୟାଳୟ ଷ୍ଟୋରରୁମ୍‌ରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ହଲ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ରୋଷେଇରେ ବ୍ୟବହୃତ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ, ଉକ୍ତ ହଲ୍‌ଟି ଷ୍ଟୋର…

ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…

ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି। ତେଣୁ ମହାରାଷ୍ଟ୍ରରୁ ବୁଲା କୁକୁରଙ୍କୁ ଆସାମକୁ ପଠାଯିବା ଉଚିତ। ବିଧାନସଭାରେ ବୁଲା କୁକୁର ଏବଂ…

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳିଲେ ଭାଜପା ନେତା

ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଫିସ ସମ୍ମୁଖରେ ପାଟଣା ଭାଜପା ପକ୍ଷରୁ ରବିବାର ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯାଇଛି। ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିବାଦରେ ଭାଜପା ନେତା ଓ କର୍ମୀମାନେ କଳା ବ୍ୟାଜ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri