୬୦ ରନ୍ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୬୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ…
ସିବିଆଇ ମନୀଷ ସିସୋଡିଆଙ୍କୁ ଦେଉଛି ମାନସିକ ନିର୍ଯାତନା: ସଞ୍ଜୟ ସିଂ
ନୂଆଦିଲ୍ଲୀ,୫।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗିରଫଦାରିକୁ ନେଇ ଭାଜପା ଉପରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ପକ୍ଷରୁ ଟାର୍ଗେଟ୍ ଜାରି ରହିଛି। ରବିବାର ଏଏପି ଏମ୍ପି ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିର୍ଯାତନା ଏତେ ମାତ୍ରାରେ ବୃଦ୍ଧି…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ
ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀ କୋର୍ଟ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଖଲାସ ବ୍ୟକ୍ତିଙ୍କ ନାଁରେ ହତ୍ୟା ଧମକ ଦେଇଥିବାର କୌଣସି ପ୍ରମାଣ ପତ୍ର ଦେବାରେ ଅଭିଯୋଗ ପକ୍ଷ ବିଫଳ ହୋଇଛି। ଜାନୁଆରୀ…
ଆର୍ଥିକ ସଙ୍କଟ ଶେଷରେ ପହଞ୍ଚିଛି ଦେଶ
ଇସଲାମାବାଦ,୫ା୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍ଏଫ୍ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। ଏଥିସହ ସେ କହିଛନ୍ତି, ଆମେ ଚାହୁଁ ପାକିସ୍ତାନର ଗରିବ ଲୋକ…
ପସନ୍ଦ ଆସିଲାନି ଆରାଧ୍ୟାଙ୍କ ହେୟାର ଷ୍ଟାଇଲ୍
ମୁମ୍ବାଇ: ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବି-ଟାଉନର ପ୍ରସିଦ୍ଧ ଷ୍ଟାର୍କିଡ୍ଙ୍କଠାରୁ ଅନ୍ୟତମ। ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ ହୋଇଛି। ସେ ପ୍ରାୟତଃ ତାଙ୍କ ପିତାମାତାଙ୍କ ସହ ଦେଖିବାକୁ ମିଳିଥାଏ। ଐଶ୍ୱର୍ଯ୍ୟା ଝିଅର…
କ୍ଷମତାରେ ଥିବା ଲୋକେ ମୋତେ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି: ଇମ୍ରାନ
ଇସଲାମାବାଦ୍,୫।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରେ ଗିରଫର ଭୟ ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନ ନିକଟରେ ପହଞ୍ଚିଛି। ଏହି ସମୟରେ ଇମ୍ରାନଙ୍କ ସମର୍ଥକ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏସବୁ ଭିତରେ ଇମ୍ରାନ…
ଆରସିବିକୁ ୨୨୪ ରନ୍ର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଆରସିବିର ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ…
‘ଦୋଷୀ ସାବ୍ୟସ୍ତ ହେଲେ ବି ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରହିବ’
ଓ୍ବାଶିଂଟନ,୫ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀ ସାବ୍ୟସ୍ତ ହେଲେ ବି ସେ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ। ଟ୍ରମ୍ପ ଏକ ଅଭିଭାଷଣରେ କହିଛନ୍ତି, ମୁଁ ଏହି ଅଭିଯାନ ଛାଡ଼ିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ।…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଉପହାର ରାଜନୀତି
ଭୋପାଳ,୫।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ଭଉଣୀମାନେ ଧନୀ ହେବେ। ମଧ୍ୟପ୍ରଦେଶରେ…
ପାରମ୍ପରିକ ଫୁଲଝାଡୁ ଚାଷ ଦେଇଛି ରୋଜଗାର
ଦାରିଙ୍ଗବାଡ଼ି,୫ା୩(ଡି.ଏନ୍.ଏ.): ସବୁ ଘରେ ରାତି ପାହିଲେ ଖୋଜା ପଡ଼େ ଝାଡୁ। ଝାଡୁର ଆବଶ୍ୟକତା ସମସ୍ତଙ୍କ ନିକଟରେ ଥାଏ। ହେଲେ ପ୍ଲାଷ୍ଟିକ ଯୁଗରେ ଏବେବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳ ପତ୍ର…
ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ଛାତ୍ର
ନୂଆଦିଲ୍ଲୀ,୫।୩: ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଛନ୍ତି। ନିଶାସକ୍ତ ଅବସ୍ଥାରେ ଯାତ୍ରୀ ଜଣଙ୍କ ଏପରି କରିଥିବା ଜଣାପଡିଛି। ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଚଳାଇଛି। ଅଭିଯୋଗ…
‘ବିକାଶର ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ ଓ୍ବେ’
ବରଗଡ଼ ଅଫିସ/ସୋହେଲା,୫ା୩(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ସୋହେଲା ଗସ୍ତରେ ଆସି ରବିବାର ବିଜୁ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କରିଛନ୍ତି। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ଓଡ଼ିଶାବାସୀଙ୍କ ସେବାରେ ଏହାକୁ ଉତ୍ସର୍ଗୀକୃତ କରି ସେ ଖୁସି ବ୍ୟକ୍ତ କରିଛନ୍ତି।…
Archives


