Home

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା ରବି ବର୍ମାଙ୍କ କଳା ଦ୍ୱାରା ଅନୁପ୍ରାଣିତ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହୋଇଛି। ପୁଡୁଚେରୀରେ, ଭାଜପା ନେତୃତ୍ୱାଧୀନ ମେଣ୍ଟ ସରକାର ଗଠନ କରିଛି,…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯାଇଥିଲେ । ଘଟଣା ଲୋକଲୋଚନକୁ ଆସିବା ପରେ ଜିତୁ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା କରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା। ନାରୀ ସୁରକ୍ଷା ନାରୀ ସମ୍ମାନ ଆମର ଦାବି,…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି। ଏହା ଦଳର ଲଗାତାର ଦ୍ୱିତୀୟ ପରାଜୟ। ସଂଯୋଗବଶତଃ ପୁଣି ଥରେ ଦଳର ପରାଜୟ…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି ସପ୍ତାହ ପୂର୍ବରୁ ଭାରତୀୟ ଦଳକୁ ଟି-୨୦ ବିଶ୍ୱକପ ବିଜୟୀ କରାଇଥିବା ଅଧିନାୟକ ସୂର୍ଯ୍ୟକୁମାର…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରିବାକୁ ବିହାରରୁ ଆସିଥିଲେ ଶାର୍ପସୁଟର, ମର୍ଡର ପାଇଁ ହୋଇଥିଲା ଏତିକି ଟଙ୍କାର ଡିଲ୍‌

କୋଲକାତା,୮ା୫: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ(ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଶୁଭେନ୍ଦୁ ନିଜେ କହିଛନ୍ତି ଯେ, ତଦନ୍ତ ସଠିକ୍‌ ଦିଗରେ ଆଗକୁ ବଢ଼ୁଛି। ହତ୍ୟାକାଣ୍ଡ ସମ୍ପର୍କରେ ଏବେ ଏକ ବଡ଼ ଖୁଲାସା…

ମଦ ନିଶାରେ ଝିଅକୁ ବଳାତ୍କାର କଲେ ବାପା, ଦେଢ଼ବର୍ଷରେ ପରେ ଥାନାରେ ଏତଲା

ମୁମ୍ବାଇ,୮।୫: ମହାରାଷ୍ଟ୍ରର ପୁଣେରୁ ରକ୍ତ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ, ଜଣେ ବାପା ନିଜେ ତାଙ୍କ ନିଜ ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ଅଗଷ୍ଟ ୨୦୨୪…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…

ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖି…

ଶତ୍ରୁଙ୍କ ପାଇଁ କାଳ ସାଜିବ ‘ତାରା’, ସଫଳ ପରୀକ୍ଷଣ କଲା DRDO

ନୂଆଦିଲ୍ଲୀ,୮।୫: ଭାରତ ଏକ ଅତ୍ୟାଧୁନିକ ଗାଇଡେଡ୍ ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି ଯାହା ଯେକୌଣସି ପାରମ୍ପରିକ ଅସ୍ତ୍ରକୁ ଏକ ଘାତକ, ସଠିକ୍-ପ୍ରହାର ଯୁଦ୍ଧାସ୍ତ୍ରରେ ପରିଣତ କରିପାରିବ। DRDO ଏବଂ ଭାରତୀୟ ବାୟୁସେନା ଓଡ଼ିଶା ଉପକୂଳରେ ଏହି ଉନ୍ନତ ରେଞ୍ଜ ଅସ୍ତ୍ର ପ୍ରଣାଳୀର…

ଭାଜପାର ବଙ୍ଗ ବିଜୟକୁ ନେଇ ଏମିତି କଥା କହିଦେଲେ ଟ୍ରମ୍ପ: ରାଗରେ ନିଆଁବାଣ ହେଲେ ସଞ୍ଜୟ ରାଉତ

ଓ୍ବାଶିଂଟନ୍‌,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିପୁଳ ବିଜୟ ପାଇଁ କେବଳ ଦେଶ ଭିତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର…

ସୂର୍ଯ୍ୟକୁମାର ଯାଦବଙ୍କୁ ହଟାଇ ଶ୍ରେୟସ ଆୟର ହେବେ T-20 କ୍ୟାପେଟେନ, ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୫: ସୂର୍ଯ୍ୟକୁମାର ଯାଦବ ଭାରତୀୟ T-20 ଦଳର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି। ଏହା ପ୍ରାୟତଃ ନିଶ୍ଚିତ ଯେ ୨୦୨୬ ଆଇପିଏଲ ସିଜିନ ପରେ ତାଙ୍କ ଉପରେ କୁଠାରଘାତ ପଡ଼ିବ। ଏହା ବୁଝାପଡୁଛି ଯେ ଜୁନରେ ବରିଷ୍ଠ ଦଳର ଚୟନକର୍ତ୍ତାମାନେ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?