ସତ୍ୟାଗ୍ରହ ଏକ୍ସପ୍ରେସର ୫ ବଗି ଇଞ୍ଜିନରୁ ଅଲଗା…
ପଶ୍ଚିମ ଚମ୍ପାରଣ,୨।୨ : ମୁଜାଫରପୁରରୁ ନରକାଟିଆଗଞ୍ଜ ଯାଉଥିବା ସତ୍ୟାଗ୍ରହ ଏକ୍ସପ୍ରେସ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ ଟ୍ରେନ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା। ବେତିଆ ମଝୋଂଲିଆ ଷ୍ଟେଶନ ନିକଟରେ ଏହାର ୫ଟି ବଗି ଇଞ୍ଜିନରୁ ଅଲଗା ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ଖବର…
‘ଟାର୍ଗେଟ୍ରେ ହିନ୍ଦୁ’
ଅଟାଓ୍ବା,୨ା୨: ଅତୀତରେ କାନାଡାର ବ୍ରମ୍ପଟନରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଗୌରୀଶଙ୍କର ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ମନ୍ଦିରରେ ଭଙ୍ଗାରୁଜା ପରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା। ଏହି ସମୟରେ ଗୁରୁବାର କାନାଡା ସଂସଦରେ ଭାରତୀୟ ମୂଳ ଏମ୍ପି ଚନ୍ଦ୍ର…
ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଜେଲେନସ୍କି ଆଗରେ…
ଓସଲୋ,୨।୨ : ନୋବେଲ ଶାନ୍ତି ପୁରସ୍କାର ପାଇଁ ନାଟୋ ସେକ୍ରେଟେରୀ ଜେନେରାଲ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନାମ ଆଗରେ ରହିଛି। ନୋବେଲ ନିୟମ ଅନୁଯାୟୀ କମିଟିରେ ଉପସ୍ଥାପିତ ନାମଗୁଡିକର ତାଲିକା ଅତି କମରେ ୫୦ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଭାବରେ…
ତାଲିବାନକୁ ବିରୋଧ ନ କରିବାକୁ ଅଶରଫ ଘାନି ନେଇଥିଲେ ୧୧୦ ନିୟୁତରୁ ଅଧିକ ଡଲାର,କତାର ଦେଇଥିଲା ଲାଞ୍ଚ…
କାବୁଲ,୨।୨ : ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା। ଇଟାଲୀର ସ୍ଥାନୀୟ ଗଣମାଧ୍ୟମ ଟିଜି-୧ ରାଏ ଏହାର ଅନୁସନ୍ଧାନ ରିପୋର୍ଟରେ ଏହି ସମ୍ବେଦନଶୀଳ ଦାବି…
କ୍ୟାଟ୍ରିନାଙ୍କ ପାଇଁ ମୁଁ ଫରଫେକ୍ଟ ସ୍ବାମୀ ନୁହେଁ
ବଲିଉଡ୍ର ସୁପରହିଟ୍ କପଲ୍ଙ୍କ ମଧ୍ୟରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଅନ୍ୟତମ। ଉଭୟ ଯୋଡିଙ୍କୁ ପ୍ରଶଂସକ ମଧ୍ୟ ବେଶ୍ ପସନ୍ଦ ମଧ୍ୟ କରନ୍ତି। ନିକଟରେ ଏକ ସାକ୍ଷାତକାରରେ ବିକି କହିଛନ୍ତି ଯେ ସେ କ୍ୟାଟ୍ରିନାଙ୍କ ପାଇଁ ଫରଫେକ୍ଟ ସ୍ବାମୀ ନୁହଁନ୍ତି,…
‘ବେସରମ ରଙ୍ଗ’ ଗାଇଲେ କିଲି ପଲ୍, ଭିଡିଓ ଦେଖିଲେ…
‘ପଠାନ’ ୬ ଦିନ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୬୦୦ କୋଟିରୁ ଅଧିକ ରୋଜଗାର କରି ବଲିଉଡ୍ରେ ରେକର୍ଡ ଭାଙ୍ଗିଛି। ପ୍ରଶଂସକମାନେ ଶାହାରୁଖ ଖାନ୍ଙ୍କ ଆକ୍ସନ ହିରୋ ଅବତାର ଏବଂ ଦୀପିକା ପାଦୁକୋନଙ୍କ ଅଭିନୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ…
ବିବିସି ଡକ୍ୟୁମେଣ୍ଟାରି ମାମଲା: ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି ଆବେଦନ କରିବାକୁ କହିଲେ ସିଜେଆଇ…
ନୂଆଦିଲ୍ଲୀ,୨।୨ : ଭାରତରେ ବିବିସିକୁ ନିଷିଦ୍ଧ କରିବାକୁ ଆବେଦନ ଉପରେ ପ୍ରଧାନବିଚାରପତି(ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି କରିବା ନେଇ ଆବେଦନ ପାଇଁ ଆବେଦନକାରୀଙ୍କୁ କହିଛନ୍ତି। ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏହି ଆବେଦନ କରିଛନ୍ତି। ୨୦୦୨…
ନିଜ ସଫଳତାର ରହସ୍ୟ ଖୋଲିଲେ ପାଣ୍ଡ୍ୟା
ଅହମ୍ମଦାବାଦ,୨।୨: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତକୁ ୨-୧ରେ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସଫଳତାର ରହସ୍ୟ କହିଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ‘ପ୍ଲେୟାର ଅଫ ଦି ସିରିଜ’ ମନୋନୀତ ହୋଇଥିଲେ।…
ଯୋଗୀ ଲୋକଙ୍କର ପ୍ରଥମ ପସନ୍ଦ, କେଜରିୱାଲ ଦ୍ୱିତୀୟ-ମମତା ତୃତୀୟ…
ନୂଆଦିଲ୍ଲୀ,୨।୨ : ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ର୍ନିବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ସମ୍ପ୍ରତି ଏକ ସର୍ଭେରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କର ପ୍ରଥମ…
ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ଘର: କେରଳ ସରକାରଙ୍କ ନିଷ୍ପତ୍ତି…
ଥିରୁଭାନନ୍ତପୁରମ୍,୨।୨ : ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେରଳ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁନର୍ବାସ ପ୍ୟାକେଜର ଏକ…
ରାଜସ୍ଥାନ ସୀମାରେ ଭୂକମ୍ପ ଝଟ୍କା
ଜୟପୁର,୨।୨: ରାଜସ୍ଥାନ ପ୍ରଦେଶ ନିକଟରେ ଥିବା ପାକିସ୍ତାନର ସୀମା ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ପାକିସ୍ତାନ ସୀମା ଅଞ୍ଚଳରେ ରହିଛି। ଗୁରୁବାର ସକାଳ ୯.୧୪ ସୃଷ୍ଟି ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି। ଭୂକମ୍ପର…
ଡୋଭାଲ-ବ୍ଲିଙ୍କନ ଭେଟ…
ଓ୍ବାଶିଂଟନ,୨।୨ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼…
Archives


