ଭାରତରେ ରହିଛି ଦୁନିଆର ସବୁଠୁ ବଡ଼ ସ୍କୁଲ, ଗିନିଜ୍ ବୁକ୍ରେ ପାଇଛି ସ୍ଥାନ
ଆମ ଦେଶ ଭାରତରେ ଅନେକ ସ୍କୁଲ ରହିଛି। ମାତ୍ର ଏପରି ଏକ ସ୍କୁଲ ରହିଛି, ଯାହା ଦୁନିଆର ସବୁଠୁ ବଡ଼ ସ୍କୁଲ ଭାବରେ ପରିଗଣିତ। ଖାଲି ଏତିକି ନୁହେଁ, ଏହି ସ୍କୁଲ ଗିନିଜ୍ ବୁକ୍ରେ ମଧ୍ୟ ସ୍ଥାନ ପାଇଛି। ଏପରି ଏକ…
କ୍ୟାନସର-ହାର୍ଟ ଆଟାକ୍ ପାଇଁ ବିକଶିତ ହେବ ଗୋଟିଏ ଟିକା…
ଲଣ୍ଡନ,୮।୪ : କ୍ୟାନସର ଏବଂ ହାର୍ଟ ଆଟାକ୍ ଭୋଗୁଥିବର ଲୋକଙ୍କ ପାଇଁ ଏକ ଭଲ ଖବର ଆସିଛି। ବିଶେଷଜ୍ଞମାନେ କହିଛନ୍ନି ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ ଟିକା ଉଦ୍ଭାବନ କରାଯାଇପାରିବ। ସେ କହିଛନ୍ତି…
ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି
ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ ବାରିକ (୫୫)। ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍ ନିକଟ ଏକ ହାଇ ଟେନସନ…
ତାଇଓ୍ବାନ ସୀମାରେ ଚାଇନା ସୈନ୍ୟ: ଚେତାବନୀ ଦେଲା ଆମେରିକା…
ତାଇପେ/ବେଜିଂ,୮।୪ : ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତରେ କ୍ରୋଧିତ ହୋଇ ଚାଇନା ପୁଣିଥରେ ସାମରିକ ଅଭ୍ୟାସ କରିବାକୁ ଘୋଷଣା କରିଛି। ଏଥି ସହିତ, ବର୍ତ୍ତମାନ ଆମେରିକାର ତାଇୱାନର ସୈନ୍ୟବାହିନୀଙ୍କୁ ତାଲିମ ଦେବା ଏବଂ ଅସ୍ତ୍ରଶସ୍ତ୍ର ବିତରଣକୁ ତ୍ୱରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛି।…
‘ପାକିସ୍ତାନରୁ ମୁମ୍ବାଇ ଆସିଲେ ୩ ଆତଙ୍କବାଦୀ’, ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଦେଲେ ମୋବାଇଲ, ଗାଡି ନମ୍ବର
ମୁମ୍ବାଇ,୮।୪: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ଦାବି କରିଛନ୍ତି କି ଶୁକ୍ରବାର (୭ ଏପ୍ରିଲ) ଦିନ ୩ ଜଣ ଆତଙ୍କବାଦୀ ଦୁବଇରୁ ମୁମ୍ବାଇ ଆସିଛନ୍ତି। ଏମାନଙ୍କ କନେକସନ ପାକିସ୍ତାନ ସହ ରହିଛି। କେବଳ ସେତିକି…
ପୁଟିନଙ୍କୁ ଘାରିଛି କରୋନା ଭୟ ସହିତ ନିଜର ହତ୍ୟା ଚିନ୍ତା…
ମସ୍କୋ,୮।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏପରିସ୍ଥଳେ ୟରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ହତ୍ୟା ସହିତ କରୋନା ସଂକ୍ରମଣ ଭୟ ଘରିବା ଆରମ୍ଭ କରିଛି। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଗୁପ୍ତ ଟ୍ରେନ ଏବଂ ରାସ୍ତା…
କରୋନା ଆତଙ୍କ: ୩୧ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ପାଇଲଟ ଡ୍ରେସରେ ସୁଖୋଇରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିଭା ପାଟିଲଙ୍କ ପରେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି…
ଗୁଆହାଟି,୮।୪: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପାଇଲଟ ବେଶରେ ନଜର ଆସିଛନ୍ତି। ରାଷ୍ଟ୍ରପତି ମୁର୍ମୁ ତାଙ୍କର ପାରମ୍ପରିକ ପୋଷାକ ଶାଢି ସ୍ଥାନରେ ଏୟାରଫୋର୍ସ ପାଇଲଟଙ୍କ ପୋଷାକ ପିନ୍ଧିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଆସାମର ତେଜ ଏୟାରଫୋର୍ସ ଷ୍ଟେଶନରେ। ଏଠାରେ…
ମହାକାଶରେ ପ୍ରଦୂଷଣ ଉପରେ ରଖାଯିବ ନଜର
ଓ୍ବାଶିଂଟନ,୮।୪: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଏମିତି ଏକ ଉପକରଣ ପ୍ରସ୍ତୁତ କରିଛି ଯାହା ବୈଜ୍ଞାନିକଙ୍କ ଦ୍ୱାରା ମହାକାଶରେ ବାୟୁର ଗୁଣବତ୍ତାର ନିରିକ୍ଷଣ କରିବାର ଉପାୟରେ ସୁଧାର ଆଣିବ। ଆମେରିକାର ମହାକାଶ ଏଜେନ୍ସି ଏଲନ ମସ୍କଙ୍କ ସହଯୋଗରେ ୭ ଏପ୍ରିଲକୁ…
ଷ୍ଟିପଲଚେଜ୍ ବିଶ୍ୱ ଚାମ୍ପିୟନ ଜେରୁଟୋ ବାସନ୍ଦ
ମୋନାକୋ,୮ା୪(ପି.ଟି.): ଷ୍ଟିପଲଚେଜ୍ରେ ବିଶ୍ୱ ଚାମ୍ପିୟନ କେନିଆ ଜନ୍ମିତ ନୋରା ଜେରୁଟୋଙ୍କୁ ଡୋପିଂ ଅଭିଯୋଗରେ ବାସନ୍ଦ କରାଯାଇଛି। କାଜାଖସ୍ତାନର ପ୍ରତିନିଧିତ୍ୱ କରୁଥିବା ନୋରା ଗତ ବର୍ଷ ୩୦୦୦ ମିଟର ଷ୍ଟିପଲ ଚେଜ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଶୁକ୍ରବାର ତାଙ୍କୁ ସାମୟିକ ବାସନ୍ଦ…
ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି, ଜୀବନ ବଞ୍ଚାଇବାକୁ ଆତ୍ମ ସମର୍ପଣ କରୁଛନ୍ତି ରୁଷିଆ ସେନା
କ୍ୱିଭ,୮।୪: ରୁଷିଆ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏବେ ବର୍ଷରୁ ଅଧିକ ସମୟ ହୋଇ ସାରିଛି। ହେଲେ ଏବେ ପର୍ଯ୍ୟନ୍ତ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି। ଉଭୟ ଦେଶ ବିଜୟ ଧ୍ୱଜା ଉଡାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଏହାରି ଭିତରେ ୟୁକ୍ରେନର…
ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ବିଜୟୀ
ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍ଭର-ଏ ଗ୍ରୁପ୍ର ୬ଟି ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ,…

