ସର୍ବଦଳୀୟ ବୈଠକ ଶେଷ: ସରକାରଙ୍କୁ ଘେରିବାକୁ ବିପକ୍ଷ ପ୍ରସ୍ତୁତ
ନୂଆଦିଲ୍ଲୀ,୧୨।୩: ବାର୍ଷିକ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାରଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନରେ ଫାଇନାନ୍ସ ବିଲ ପାସ କରିବା ପାଇଁ…
ୟୁପିରେ ଏସ୍ପି ସହ ମେଣ୍ଟ କରିବ ଜେଡିୟୁ
ପାଟନା,୧୨।୩: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସହ-ହୋଲି ମିଳନ ସମାରୋହ କାର୍ଯ୍ୟକ୍ରମରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ଆସନ୍ତା ଲୋକ ସଭା ନିର୍ବାଚନରେ ଦଳ ସମାଜବାଦୀ ପାର୍ଟି (ଏସପି)…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେ ବଦନାମ କରିବ, ଦେଶରେ ସେତେ ପଦ୍ମ ଫୁଟିବ: ମୋଦି
ଥିରୁଭାନନ୍ତପୁରମ୍,୧୨।୩: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ବରିଷ୍ଠ ନେତା ଅମିତ ଶାହା ରବିବାର ଦିନିକିଆ ଗସ୍ତରେ କେରଳରେ ପହଞ୍ଚିଛନ୍ତି। ଏଠାରେ ଭାଜପାର ଥ୍ରୀସୁର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, କଂଗ୍ରେସ ନେତା କହୁଛନ୍ତି…
୩୦୦ କିଲୋ ଯୁବକଙ୍କୁ ଡାକ୍ତରଙ୍କଠାରୁ ମିଳିଥିଲା ଏମିତି ଚେତାବନୀ: ୪ ବର୍ଷ ପରେ…
ନ୍ୟୁୟର୍କ,୧୨।୩: ଆମେରିକାର ମିସିସିପି ସହରରେ ରହୁଥିବା ଜଣେ ଯୁବକ ଚାରି ବର୍ଷରେ ୧୬୫ କିଲୋ ଓଜନ ହ୍ରାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଚାରି ବର୍ଷ ପୂର୍ବେ ୪୨ ବର୍ଷିୟ ନିକୋଲାସ କ୍ରାଫ୍ଟଙ୍କ ଓଜନ ପ୍ରାୟ ୩୦୦ କିଲୋ ଥିଲା। ଜଣେ ଡାକ୍ତର…
ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ବାୟୁସେନା ବିମାନ
ଯୋଧପୁର,୧୨।୩: ଭାରତୀୟ ବାୟୁସେନାର ମି-୧୭ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ରବିବାର ରାଜସ୍ଥାନର ଯୋଧପୁର ଜିଲାରେ ଜରୁରିକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, ଦେଚୁ ପୋଲିସ ଷ୍ଟେଶନ ଏବଂ ବାୟୁସେନା ଟିମ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରର ତଦନ୍ତ ଆରମ୍ଭ କରିଥିଲେ। କିଛି…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ପଞ୍ଜାବ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୨।୩: ଗତ ବର୍ଷ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖାଦେଇଥିଲା। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରବିବାର ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ…
ଆହୁରି ୩ ଦିନ ଖରା, ୧୫ରୁ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରବିବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାର ପ୍ରକୋପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ତେବେ ୧୫ରୁ ରାଜ୍ୟରେ ପାଗ ପୁଣି ମେଘୁଆ ରହିବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା…
ଡମ୍ପରକୁ ପିଟିଲା ମୃତଦେହ ନେଇ ଯାଉଥିବା କାର୍: ୫ ମୃତ
ପାଟନା,୧୨।୩: ଦିଲ୍ଲୀରୁ ବିହାରକୁ ଯାଉଥିବା ଏକ କାର ରବିବାର ପୁରଭାନଚାଲ ଏକ୍ସପ୍ରେସୱେରେ ଥିବା ଭେଲା ଗ୍ରାମ ନିକଟରେ ପଛପଟୁ ଏକ ଡମ୍ପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଯାଉଥିବା ମା’-ପୁଅଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା…
ଋଷି କପୁରଙ୍କୁ ମନେ ପକାଇଲେ ନୀତୁ, ଫଟୋ ଶେୟାର କରି କହିଲେ ଏମିତି
ମୁମ୍ବାଇ: ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହେବାର ତିନି ବର୍ଷ ବିତିଗଲାଣି। କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମନେ ପକାଉଛନ୍ତି। ଋଷିଙ୍କ ପରିବାର ତାଙ୍କ ଅନୁପସ୍ଥିତିକୁ ସବୁବେଳେ ଝୁରି ହେଉଛନ୍ତି। ଅଭିନେତାଙ୍କ ସ୍ତ୍ରୀ ନୀତୁ କପୁର…
ଆଇପିଏଲ୍ରେ ମୁମ୍ବାଇ ଜର୍ସି ପିନ୍ଧି ଖେଳିବାକୁ ଉତ୍ସାହିତ ଏହି ଖେଳାଳି
ଲଣ୍ଡନ,୧୨।୩: ଆହତ ସମସ୍ୟାରୁ ସୁସ୍ଥ ହୋଇ ଦୀର୍ଘଦିନର ବ୍ୟବଧାନରେ ଇଂଲଣ୍ଡ ଟିମ୍କୁ ଫେରିଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍ ଖେଳିବାକୁ ଉତ୍ସାହିତ ଅଛନ୍ତି। ଦୁଇ ବର୍ଷ ପରେ ସେ ଟୁର୍ନାମେଣ୍ଟକୁ ଫେରୁଥିବା ବେଳେ ତାଙ୍କ ଦଳ ମଧ୍ୟ ବଦଳିଛି। ଗତ…
ଚତୁର୍ଥ ଦିନର ଖେଳ ଶେଷ: ଭାରତ ୮୮ ରନ୍ରେ ଅଗ୍ରଣୀ
ଅହମ୍ମଦାବାଦ୍,୧୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ…
କୋହଲିଙ୍କ ରେକର୍ଡ ବର୍ଷା
ଅହମ୍ମଦାବାଦ୍,୧୨।୩: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚରେ ବିରାଟ କୋହଲି ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଅହମ୍ମଦାବାଦରେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୭୫ତମ ଶତକ। ଏହା…
Archives


