Home

ପଶ୍ଚିମବଙ୍ଗରେ ପୁଣି ହିଂସା, ବୋମା ବିସ୍ଫୋରଣରେ ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ

କୋଲକାତା,୫।୨: ପଶ୍ଚିମବଙ୍ଗର ବୀରଭୂମ ଜିଲାର ମାରଗ୍ରାମରେ ଏକ ବୋମା ବିସ୍ଫୋରଣରେ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ଆହତ ହୋଇଥିଲେ। ମୃତ ନ୍ୟୁଟନ ଶେଖଙ୍କ ପରିବାର ସଦସ୍ୟ ଏହି…

ଉମରାନ ମଲିକ ତିଳକ ନ ଲଗାଇବା ବିବାଦ ପରେ ଭାଇରାଲ୍‌ ହେଉଛି ଏହି ଫଟୋ

ନୂଆଦିଲ୍ଲୀ,୫।୨:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଫେବୃଆରୀ ୯ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସିରିଜ ଆରମ୍ଭ ହେବାର ଠିକ ପୂର୍ବରୁ ଭାରତର ଦୁଇ ତାରକା ଖେଳାଳି ମହମ୍ମଦ ସିରାଜ ଏବଂ ଉମ୍‌ରାନ ମଲିକଙ୍କ ନାମ ବିବାଦ ଭିତରକୁ…

ଘରୋଇ ଅଶୋଧିତ ତୈଳ ଉପରେ ବଢ଼ିଲା ଅପ୍ରତ୍ୟାଶିତ ଲାଭ ଟିକସ…

ନୂଆଦିଲ୍ଲୀ,୫।୨ : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏକ କ୍ରମରେ, ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଡିଜେଲ ଏବଂ ଏଟିଏଫ ରପ୍ତାନି ଉପରେ…

ମୁସଲମାନ ମା’ଙ୍କ ସମ୍ପତ୍ତି ଉପରେ ହିନ୍ଦୁ ଝିଅଙ୍କର ନାହିଁ ଅଧିକାର: କୋର୍ଟ…

ଅହମଦାବାଦ,୫।୨ : ତିନି ହିନ୍ଦୁ ଝିଅଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ମାମଲାକୁ ଅହମଦାବାଦର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଏଥିରେ ଦାବି କରାଯାଇଥିଲା ଯେ ସେମାନଙ୍କ ମା’ଙ୍କ ମୃତ୍ୟୁ ପରେ ହିନ୍ଦୁ ଝିଅମାନଙ୍କର ମଧ୍ୟ ସମ୍ପତ୍ତି ଉପରେ ଅଧିକାର ରହିଛି।…

ଚାଇନା ଉପରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ୍‌: ୨୩୨ ମୋବାଇଲ ଆପ୍‌ ବ୍ୟାନ କଲେ ଭାରତ ସରକାର…

ନୂଆଦିଲ୍ଲୀ,୫।୨ : ଚାଇନା ଆପ ଉପରେ ସରକାର ପୁଣି ଥରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି। ବର୍ତ୍ତମାନ ସୁରକ୍ଷାକୁ ଦର୍ଶାଇ ସରକାର ଚାଇନାର ଲିଙ୍କ ସହିତ ୨୩୨ ରୁ ଅଧିକ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପରେ ୧୩୮ ବେଟିଂ…

୨୦ ହଜାର ଦେଇ ସୀମା ପାର କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ: ୪୦ଙ୍କୁ ଗିରଫ କଲା ଆଗ୍ରା ପୋଲିସ…

ଆଗ୍ରା,୫।୨ : ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ହୋଇଥିବା ଚଢ଼ାଉରେ ବହୁ ସଂଖ୍ୟାରେ ବାଂଲାଦେଶୀଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଗୁପ୍ତଚର ଏଜେନ୍ସିର ସୂଚନା ଉପରେ କାର୍ଯ୍ୟ କରିଥିଲା। ଜଣେ ବ୍ୟକ୍ତିଙ୍କ ଅନୁଯାୟୀ ଏହି ସୀମା ପାର ହେବା ପାଇଁ ସେମାନଙ୍କଠାରୁ ୧୫ରୁ…

ଅମୃତ ଉଦ୍ୟାନରେ ସିଜେଆଇଙ୍କ ସମେତ ଅନ୍ୟ ବିଚାରପତି…

ନୂଆଦିଲ୍ଲୀ,୫।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ସୁପ୍ରିମକୋର୍ଟର ବିଚାରପତିମାନେ ଅମୃତ ଉଦ୍ୟାନରେ ରବିବାର ପହଞ୍ଚିଛନ୍ତି। ଏହି ସମୟରେ ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସେ ଉଦ୍ୟାନରେ ରଙ୍ଗୀନ ଫୁଲ…

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍‌କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ ୯ରୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଛି। ଆହତ କାରଣରୁ ସେ ନାଗପୁରରେ ଖେଳିବେ ନାହିଁ।…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ…

ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା…

୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…

ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ କରିଥିଲେ ଏବଂ ୨୦ ଜୁନ ୨୦୦୧ ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର…

ଦିଲ୍ଲୀରେ ଜନ୍ମ , ହୋଇଥିଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri