Home

୧୦,୦୦୦କର୍ମଚାରୀଙ୍କୁ ଛଟେଇ କରିବ ମେଟା

ନୂଆଦିଲ୍ଲୀ,୧୫ା୩: ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ତଥା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ମେଟା(ପୂର୍ବର ଫେସ୍‌ବୁକ୍‌) ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ମଧ୍ୟ କମ୍ପାନୀ ପ୍ରାୟ ୧୧ହଜାର କର୍ମଚାରୀଙ୍କୁ ଛଟେଇ…

୩ ଦିନରେ ୪୬୫ ବିଲିୟନ ଡଲାର ହ୍ରାସ

ନୂଆଦିଲ୍ଲୀ,୧୫ା୩: ଅନ୍ତଃରାଷ୍ଟ୍ରୀୟ ଶେୟାର ବଜାର ଏବଂ ଅର୍ଥନୀତିରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବିଶେଷକରି ଆମେରିକାରେ ସୃଷ୍ଟି ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ବିଶ୍ୱ ଅର୍ଥନୀତିକୁ ବେଶ୍‌ ପ୍ରଭାବିତ କରିଛି। କେବଳ ୩ଟି କାର୍ଯ୍ୟଦିବସରେ ଗ୍ଲୋବାଲ ଫାଇନାନ୍ସିଆଲ୍‌ ଷ୍ଟକ୍ସର ବଜାର ମୂଲ୍ୟ ୪୬୫…

ଅରୁଣାଚଳ ଉପରେ ଚାଇନାର ଦାବିକୁ ଆମେରିକା କଲା ଖଣ୍ଡନ…

ଓ୍ବାଶିଂଟନ,୧୫।୩ : ଆମେରିକା ଚାଇନା ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ ହୋଇଛି, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଭାରତର ଏକ…

ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍‌ଙ୍କ ସମାଲୋଚନା…

ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ ମଧ୍ୟରେ ଇମ୍ରାନଙ୍କ ଘର ବାହାରେ ଧସ୍ତାଧସ୍ତିରେ ଦଶହଜାର ପାଖାପାଖି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ ଏବଂ…

ସୁଖୋଇ-୨୭ ସହିତ ରିପର ଡ୍ରୋନ ଧକ୍କା: ରୁଷିଆ-ଆମେରିକା ମୁହାଁମୁହିଁ…

ମସ୍କୋ/ଓ୍ବାଶିଂଟନ,୧୫।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗରରେ ଘଟିଥିବା ଘଟଣା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି। ବାସ୍ତବରେ ରୁଷିଆର ସୁଖୋଇ -୨୭ ବିମାନର ଅନ୍ତର୍ଜାତୀୟ ମଞ୍ଚରେ ଆମେରିକାର ରେପର୍‌ ଡ୍ରୋନ ସହିତ ମୁହାଁମୁହିଁ ହେବାର ଖବର ରହିଛି। ତେବେ…

ସମସ୍ତ ସୂଚନା ପାଇବାକୁ ହକ୍‌ଦାର ଉପଭୋକ୍ତା

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୫ ରେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଜଣେ ଗ୍ରାହକଙ୍କ ପାଖରେ ଥିବା ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସର ମୂଳ ଲକ୍ଷ୍ୟ । ଗ୍ରାହକ ଅଧିକାର ସୂଚିତ କରେ ଯେ…

କେନ୍ଦ୍ର ପିଏମ୍‌ଏଓ୍ବାଇ ଅନିୟମିତତାର ତଦନ୍ତ କରାଇଛି କି

ନୂଆଦିଲ୍ଲୀ,୧୫ା୩: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ କୌଣସି ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅବଗତ କି। ଏହା ଉପରେ କେନ୍ଦ୍ର କୌଣସି ପ୍ରକାର ତଦନ୍ତ କରାଇଛି କି ବୋଲି ମଙ୍ଗଳବାର ବିଜେଡି ପକ୍ଷରୁ ଲୋକ ସଭାରେ ପ୍ରଶ୍ନ କରାଯାଇଛି।…

ସରକାର କିଣାବିକା ହେଉଛି: କେଜ୍‌ରିଓ୍ବାଲ

ଭୋପାଳ, ୧୫ା୩: ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗଓ୍ବନ୍ତ ମାନ୍‌ ଦୁଇଦିନ ହେଲା…

ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି

ଭୁବନେଶ୍ୱର, ୧୫ା୩(ବ୍ୟୁରୋ): ୫-ଟିକୁ ନେଇ ଭାଜପା ଓ ଶାସକ ଦଳ ମୁହଁ।ମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଙ୍ଗଳବାର ଶୂନ୍ୟକାଳରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୫-ଟି ପ୍ରସଙ୍ଗକୁ ଯୋଡ଼ି ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାଜ୍ୟରେ…

ରାହୁଲଙ୍କୁ ସମାଲୋଚନା ପାଇଁ ମିଛକୁ ମନ୍ତ୍ର କରାଯାଇଛି: ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ, ୧୫ା୩: ଭାରତୀୟ ଗଣତନ୍ତ୍ର ସଙ୍କଟରେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ଉଠିଥିବାବେଳେ ଦରିଆପାରି କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଏହାକୁ ସମାଲୋଚନା କରିଛନ୍ତି। ରାହୁଲ ସହାୟତା ପାଇଁ କୌଣସି ବିଦେଶୀ…

ସେମାନେ ମୋତେ ଜେଲରେ ହତ୍ୟା କରିବେ

ଲାହୋର/ଇସ୍‌ଲାମାବାଦ,୧୫ା୩: ବହୁଚର୍ଚ୍ଚିତ ତୋଶାଖାନା ମାମଲାରେ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି। ପୋଲିସ ଇମ୍ରାନ୍‌ଙ୍କୁ ଗିରଫ କରିବା ପାଇଁ ମଙ୍ଗଳବାର ଲାହୋରସ୍ଥିତ ତାଙ୍କ ଜମାନ୍‌ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସେଠାରେ ଉପସ୍ଥିତ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌…

୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେଲେ ରୁଷୀୟ ସୈନ୍ୟ

କିଭ୍‌, ୧୫ା୩: ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରୁଷିଆର ୨ଜଣ ସେନା ଅଧିକାରୀ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ମା’ଙ୍କୁ ଗଣବଳାତ୍କାର କରିଥିବା ୟୁକ୍ରେନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri