ବିବାଦୀୟ କାଳୀ ପୋଷ୍ଟର ମାମଲା, ସାରା ଦେଶରେ ଦାଖଲ ହୋଇଥିବା ସମସ୍ତ ଏଫ୍ଆଇଆର ଯାଞ୍ଚ କରିବ ଦିଲ୍ଲୀ ପୋଲିସ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍ଆଇଆର ଦିଲ୍ଲୀ ପୋଲିସର ଆଇଏଫ୍ଏସ୍ଓ ୟୁନିଟକୁ ସ୍ଥାନାନ୍ତର କରିବାକୁ କୋର୍ଟ…
ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡିରେ ହାଜର ହେବେ ତେଜସ୍ବୀ
ନୂଆଦିଲ୍ଲୀ,୧୦।୪: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡି ତେଜସ୍ବୀଙ୍କୁ ପଚରାଉଚରା କରିବ। ଏଥିପାଇଁ ଯାଞ୍ଚ ଏଜେନ୍ସି ଆରଜେଡି ନେତାଙ୍କୁ ନିଜ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟକୁ…
ପଟ୍ଟା ବଣ୍ଟନ ମେଳା: ୨୭୫୩ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ
ପୁରୁଷୋତ୍ତମପୁର,୧୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମକଣ୍ଠ ପରମ୍ବୋକ ପଟ୍ଟା ବଣ୍ଟନ ମେଳା ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ଏମ୍ପି ପ୍ରମିଳା ବିଷୋୟୀ ଯୋଗ ଦେଇଥିବା ବେଳେ…
ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ
ଓ୍ବାଶିଂଟନ୍,୧୦।୪: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ ମସ୍କ ଫଲୋ କରିଥାନ୍ତି। ସୋମବାର…
ଅରୁଣାଚଳ ପ୍ରଦେଶ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ଚିନ୍ତାରେ ଚାଇନା
ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଆସାମର ଦିବ୍ରୁଗଡ଼ରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଅମିତ ଶାହା ଅରୁଣାଚଳ ପ୍ରଦେଶ…
ଝାରସୁଗୁଡ଼ା ଉପନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର,୧୦।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୋମବାର ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଅନ୍ୟପକ୍ଷେ…
ଆଇନା ଦେଖାଇଲା ଚାଇନା: ମଣିଷଙ୍କଠାରୁ ଉତ୍ପତ୍ତି ହୋଇଛି କରୋନା
ବେଜିଂ,୧୦।୪ : କରୋନା ମହାମାରୀ ଭୂତାଣୁର ଉତ୍ପତ୍ତି ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଚାଇନାର ଜଣେ ବୈଜ୍ଞାନିକ ନୂଆ ଦାବି କରିଛନ୍ତି। ପୂର୍ବରୁ ଚାଇନାର ଉହାନ ଲ୍ୟାବରୁ କରୋନାର ଉତ୍ପତ୍ତି ହୋଇଥିବାବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ କହି ଆସୁଥିଲେ।…
ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ ପ୍ରଦାନ ପାଇଁ ୪ ସପ୍ତାହରେ ନୀତି ନିର୍ଣ୍ଣୟ ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୦।୪ : ସୋମବାର ସୁପ୍ରିମକୋର୍ଟରେ ଦେଶର ବିଭିନ୍ନ ବିଦ୍ୟାଳୟରେ ୬ ରୁ ୧୨ ଶ୍ରେଣୀରେ ପଢୁiଥିବା ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ ଯୋଗାଇଦେବା ପାଇଁ ଏକ ଆବେଦନ ଉପରେ ଶୁଣାଣି କରାଯାଇଥିଲା। ୪ ସପ୍ତାହ ମଧ୍ୟରେ ୟୁନିଫର୍ମ ନୀତି ନିର୍ଣ୍ଣୟ କରିବାକୁ…
ସଲମାନଙ୍କ ସହ ରବୀନାଙ୍କର ରହିଛି ଖାସ୍ ସମ୍ପର୍କ, କାରଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ଆଜିକାଲି ସଲମାନ ଖାନ୍ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟାଇଟଲ ପରି ସେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏବଂ ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର…
କ୍ଷମା ମାଗିଲେ ଦଲାଇ ଲାମା…
କୋଲକାତା,୧୦।୪ : ଏକ ସାର୍ବଜନୀକ ମଞ୍ଚରେ ଏକ ଛୋଟ ପିଲାକୁ ଚୁମ୍ବନ ଦେଇ ବିବାଦରେ ରହିଥିବା ବୌଦ୍ଧ ଧର୍ବଗୁରୁ ଦଲାଇ ଲାମା କ୍ଷମା ମାଗିଛନ୍ତି। ବାସ୍ତବରେ, ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ପିଲାକୁ…
ବିମଳ କୁମାର ପଣ୍ଡା ଗଞ୍ଜାମ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ
ଛତ୍ରପୁର,୧୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ହୋଇଛନ୍ତି ବିମଳ କୁମାର ପଣ୍ଡା । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାର…
ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିଶନ ଖାରଜ: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୦।୪ : ଭାରତର ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଳ କରାଯାଇଥିବା ଦୁଇଟି ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅଗ୍ନିପଥର ଆଇନଗତ ବୈଧତାକୁ ସମର୍ଥନ କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କର ରାୟକୁ କାଏମ ରଖିଛନ୍ତି।…

