ଇତିହାସକୁ ଭୁଲି ଜାପାନ-ଦକ୍ଷିଣ କୋରିଆ ସୁରକ୍ଷା ସମ୍ପର୍କ ସୁଧାରିବାକୁ ହେଲେ ସହମତ
ଟୋକିଓ,୧୮ ।୩: ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘଦିନ ପରେ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ନିୟମିତ ଗସ୍ତ ଆରମ୍ଭ କରିବାକୁ ଏବଂ ବାଣିଜ୍ୟ ବିବାଦର ସମାଧାନ ପାଇଁ ପଦକ୍ଷେପ ନେବାକୁ ସହମତ ହୋଇଛନ୍ତି । ଦୀର୍ଘଦିନ…
ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ
ନୂଆଦିଲ୍ଲୀ, ୧୮ା୩(ପି.ଟି.): ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ବାଧ୍ୟତାମୂଳକ ମତଦାନ ଲାଗି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)ରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। କାହାକୁ…
ରାସ୍ତାରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି
କୋଲ୍ଲମ, ୧୮ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପ୍ରଥମ ଥର ପାଇଁ କେରଳ ଗସ୍ତ କରିଥିଲେ। ସେ ପୂର୍ବାହ୍ନରେ କୋଲ୍ଲମ ଜିଲାର ଅମୃତପୁରୀ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ କରୁଣାଗପ୍ପଲ୍ଲୀ ରାସ୍ତାକଡ଼ରେ କେତେଜେଣ ସ୍କୁଲ ପିଲା ତାଙ୍କୁ…
ମୋଦିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ
ନୂଆଦିଲ୍ଲୀ, ୧୮ା୩: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ପରିବାର ତାଙ୍କ ସାଜ୍ଞା କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ। ଏଥିପାଇଁ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଶୁକ୍ରବାର ମୋଦିଙ୍କ ବିରୋଧରେ ରାଜ୍ୟ ସଭା ଅଧ୍ୟକ୍ଷ…
ଶୀତଳ ଭଣ୍ଡାର ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୦
ଲକ୍ଷ୍ନୌ, ୧୮ା୩: ଉତ୍ତରପ୍ରଦେଶ ସମ୍ଭଲ ଜିଲାରେ ଏକ ଶୀତଳ ଭଣ୍ଡାର ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୧୦କୁ ବୃଦ୍ଧି ପାଇଛି। ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଗୁରୁବାର…
ଫେସବୁକକୁ ଫେରିଲେ ଟ୍ରମ୍ଫ
ୱାଶିଂଟନ,୧୮ ।୩: ପ୍ରତିବନ୍ଧ ହଟାଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକକୁ ଫେରିଛନ୍ତି । ଟ୍ରମ୍ଫ ଶୁକ୍ରବାର ପ୍ରଥମ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ‘ଆଇ ଆମ ବ୍ୟାକ’ । ସୂଚନାଯୋଗ୍ୟ, ୬ ଜାନୁୟାରୀ…
କେଣ୍ଟ୍ ତରଫରୁ ଖେଳିବେ ଅର୍ଶଦୀପ
କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ। କାଉଣ୍ଟି ଚାମ୍ପିୟନଶିପ୍…
ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କଲା ଆଇସିସି, ଜେଲେନସ୍କି କହିଲେ ‘ଏହା ଆରମ୍ଭ ମାତ୍ର’
ଆମଷ୍ଟରଡାମ,୧୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ୧୩ ମାସ ଧରି ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ସାମରିକ ସୀମା ହାସଲ କରିବା ଲକ୍ଷ୍ୟରେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି। ଏହି…
ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ରାସ୍ତା ଫିଟିଲା
ହେଲସିଙ୍କି,୧୭।୩: ତୁର୍କୀ ରାଷ୍ଟ୍ରପତି ତାଇପ ଏରଦୋଗାନ ଫିନଲ୍ୟାଣ୍ଡର ନାଟୋ ସଦସ୍ୟତା ଆବେଦନକୁ ମଞ୍ଜୁରୀ ଦେବା ଲାଗି ନିଜର ସହମତି ପ୍ରଦାନ କରିଛନ୍ତି। ଏଥିସହ ନାଟୋ ସଦସ୍ୟତା ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ନିଷ୍ପତ୍ତିକୁ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ସ୍ବାଗତ ମଧ୍ୟ…
ଆଇପିଏଲ୍ ପୂର୍ବରୁ ରେକର୍ଡ ଭାଙ୍ଗିଲା ଆର୍ସିବି-ସିଏସ୍କେ ମ୍ୟାଚ୍ !
ନୂଆଦିଲ୍ଲୀ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୩ର ଆରମ୍ଭ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏଭଳି ଦୁଇଟି ଟିମ୍, ଯାହାର ପ୍ରଶଂସକ ବହୁତ ଅଧିକ ଅଛନ୍ତି। ହେଲେ ଉଭୟ ଟିମ୍ର ମ୍ୟାଚ୍…
ହିରୋ ସାଜିଲେ ‘କେ ଏଲ୍ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ
ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମ୍ୟାଚ୍ର ହିରୋ ସାଜି କଠିନ…
ବାୟୁସେନା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ: agnipathvayu.cdac.inରେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେଶନ
ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନା ଅବିବାହିତ ଭାରତୀୟ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କଠାରୁ ଅଗ୍ନିବୀରବାୟୁ ଭାବେ ଯୋଗଦେବା ଲାଗି ଆବେଦନ ଗ୍ରହଣ କରୁଛି। ଆଇଏଏଫ୍ର ଅଗ୍ନିବୀରବାୟୁ ନିଯୁକ୍ତି ୨୦୨୩ ଲାଗି ରେଜିଷ୍ଟ୍ରେଶନ ପ୍ରକ୍ରିୟା ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଛି। ଯୋଗ୍ୟ ଇଚ୍ଛୁକ ପ୍ରାର୍ଥୀମାନେ…
Archives


