Home

ଲଢୁଆ ବ୍ୟାଟିଂ କରି  ଜିତିଲା ପିବିକେଏସ…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ବିଜୟ ହାସଲ କରିଛି । ଧାର୍ଯ୍ୟ ୧୬୦ ରନ ଲକ୍ଷ୍ୟର ପିଛା କରି ପିବିକେଏସ ୧୯.୩ ଓଭରରେ ୮ ୱିକେଟ ହରାଇ…

ପରିତ୍ୟକ୍ତ ଖଣି ପାଣିରୁ ମିଳିଲା ଯୁବକଙ୍କ ମୃତଦେହ

କେନ୍ଦୁଝର,୧୫ା୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ତୁଳସୀଚଉରା ଗ୍ରାମ ନିକଟରେ ଥିବା ଏକ ବନ୍ଦ ପଥର ଖଣି ପାଣି ଭିତରୁ ଏକ ମୃତଦେହ ଜବତ ହୋଇଛି। ମୃତ ଯୁବକଙ୍କ ନାମ ଭବେଶ ପିଠାଡିଆ (୨୦) ଏବଂ ତାଙ୍କ ଘର କେନ୍ଦୁଝର ସହର ବୁଲା…

ପିବିକେଏସକୁ ୧୬୦ ରନର ବିଜୟ ଲକ୍ଷ୍ୟ ଦେଲା ଏଲଏସଜି…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି। ପିବିକେଏସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ…

୧୭ରୁ ଖୋଲିବ ସ୍କୁଲ, ସାଢ଼େ ୬ରୁ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୬ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ଏନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ଲକ୍ଷ୍ନୌକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୫ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଡବଲ ହେଡରର ଦ୍ୱିତୀୟ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ (ଏଲ୍‌ଏସ୍‌ଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ୍‌) ମଧ୍ୟରେ ଜାରି ରହିଛି। ପଞ୍ଜାବ ଟସ୍‌ ଜିତି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ପ୍ରଥମେ…

ରାଜଧାନୀରେ କରୋନା ଆତଙ୍କ : ୨୪ ଘଣ୍ଟାରେ ୧୩୯୬ ମାମଲା,ସଂକ୍ରମଣ ହାର ୩୧ ପ୍ରତିଶତ…

ନୂଆଦିଲ୍ଲୀ, ୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ମେ’ ୧୦ରେ ହେବାକୁ ଥିବା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶନିବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ…

ଜଳୁଛି ବୌଦ୍ଧ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଶନିବାର ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ଥିଲା। ଯାହାକି ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରରେ ବୌଦ୍ଧ ପରିଗଣିତ ହୋଇଛି। ଆଜି ବୌଦ୍ଧରେ ୪୨.୫ ଡିଗ୍ରୀ…

ବୋମ୍ମାଇ କଲେ ନାମାଙ୍କନ ପତ୍ର ଦାଖଲ, ସମ୍ପତ୍ତି ପରିମାଣ ୪୯.୭୦ କୋଟି…

ବେଙ୍ଗାଲୁରୁ,୧୫।୪ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶନିବାର ମେ ’୧୦ରେ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶିଗଗାଓଁ ଆସନରୁ ଭଜପା ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସର୍ବାଧିକ ଭୋଟ ସହ ପୁଣି ନିର୍ବାଚିତ ହେବାକୁ ସେ ଆତ୍ମବିଶ୍ୱାସ…

ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁକନ୍ୟାର ଜୀବନ

କେନ୍ଦୁଝର,୧୫ା୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଧଳାଡିହି ଗ୍ରାମରେ ଶନିବାର ଅପରାହ୍ନରେ ଏକ ହାଇଓ୍ବା ଧକ୍କାରେ ୩ ବର୍ଷ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ତପନ ବାରିକଙ୍କ ଝିଅ ଖୁସି ବୋଲି ଜଣାପଡ଼ିଛି। ଆଜି ଅପରାହ୍ନରେ ଧଳାଡିହି ଗ୍ରାମର…

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବ ସାଉଦିଆରବ

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବାକୁ ସାଉଦିଆରବ। ଆଇପିଏଲ ମାଲିକ ଏବଂ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ ଇଣ୍ଡିଆ (ବିସିସିଆଇ)କୁ ଅଫର ଦେଇଛି। ଫୁଟବଲ ଏବଂ ଫର୍ମୂଲା-୧ ପରି ଅନ୍ୟ କ୍ରୀଡ଼ାରେ ଅଧିକ ବିନିଯୋଗ କରିବା ପରେ ସାଉଦିଆରବ…

ପୃଥିବୀରେ ହେବାକୁ ଯାଉଛି ଭୟଙ୍କର ଭୂକମ୍ପ! ପ୍ରଶାନ୍ତ ମହାସାଗରର ତଳ ଭାଗରେ ଲିକ, ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ,୧୫।୪ : ପ୍ରଶାନ୍ତ ମହାସାଗରରେ ଫଲ୍ଟ ଲାଇନ୍ସ ନାମକ ଅଞ୍ଚଳରେ ଏକ ଲିକ ହୋଇଛି। ଏହା ପୃଥିବୀରେ ଏକ ବଡ଼ ଭୂକମ୍ପର ସଙ୍କେତ ଦେଇଛି। ବୈଜ୍ଞାନିକମାନେ କହିଛନ୍ତି ପ୍ରଶାନ୍ତ ମହାସାଗରରେ ଥିବା ଏହି ଲିକ ଦିନେ ବଡ଼ ଭୂକମ୍ପ ସୃଷ୍ଟି କରିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?