ସରବଜୋତଙ୍କୁ ସ୍ବର୍ଣ୍ଣ, ବରୁଣଙ୍କୁ ବ୍ରୋଞ୍ଜ
ଭୋପାଳ,୨୩ା୩(ପି.ଟି.): ଭୋପାଳରେ ବୁଧବାରଠାରୁ ଆରମ୍ଭ ହୋଇଛି ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ପ୍ରତିଯୋଗୀ ସରବଜୋତ ସିଂ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ…
ଆଇଟିଏଫ୍ ଟାଇଟଲ ଲକ୍ଷ୍ୟରେ କବିର
ଭୁବନେଶ୍ୱର, ୨୩।୩ (କ୍ରୀଡ଼ା ପ୍ରତିନିଧି): ରାଜ୍ୟର ସର୍ବୋଚ୍ଚ ର଼୍ୟାଙ୍କ୍ପ୍ରାପ୍ତ ଟେନିସ ଖେଳାଳି କବିର ହଂସଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ତୃପ୍ତି ଏଣ୍ଟରପ୍ରାଇଜେସର ନିର୍ଦ୍ଦେଶକ ଶୁଭେନ୍ଦୁ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ…
ପଦକ ପକ୍କା କଲେ ନୀତୁ
ନୂଆଦିଲ୍ଳୀ,୨୩ା୩(ପି.ଟି): ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍ରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ନୀତୁ ଘଂଘାସ। ୪୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନୀତୁ ପ୍ରଥମ ଖେଳାଳି ଭାବରେ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟୁନ ବ୍ରୋଞ୍ଜ…
ମେସୁଟ୍ ଓଜିଲଙ୍କ ଅବସର
ଇସ୍ତାନବୁଲ,୨୩ା୩(ପି.ଟି.): ଜର୍ମାନୀ ଫୁଟବଲ ଦଳର ପୂର୍ବତନ ମିଡଫିଲ୍ଡର ମେସୁଟ୍ ଓଜିଲ୍ ୩୪ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ୨୦୧୪ ବିଶ୍ୱକପ ବିଜୟୀ ଜର୍ମାନୀ ଦଳର ସଦସ୍ୟ ରହିଥିବା ଓଜିଲ ବୁଧବାର ଅବସର ଗ୍ରହଣ କରିଛନ୍ତି। ନିୟମିତ ଆହତ ହେବା କାରଣରୁ…
ଏଏଫ୍ଏଲ୍ ସହ ଆକ୍ସିସ୍ ବ୍ୟାଙ୍କ୍ର ସହଭାଗିତା
ନୂଆଦିଲ୍ଲୀ,୨୩।୩: ଆକ୍ସିସ୍ ବ୍ୟାଙ୍କ୍ ଏବଂ ଅଟୋଟ୍ରାକ୍ ଫାଇନାନ୍ସ ଲିମିଟେଡ୍ (ଏଏଫ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍ ଲେଣ୍ଡ୍ ପ୍ଲାଟଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲ୍ ଅଧିନରେ ଉକ୍ତ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି।…
ଓଡ଼ିଶାରେ ଶତପ୍ରତିଶତ ବିଦ୍ୟୁତୀକରଣ
ଭୁବନେଶ୍ୱର,୨୩।୩: ଭାରତୀୟ ରେଲଓ୍ବେର ପ୍ରମୁଖ କ୍ଷେତ୍ର ଓଡ଼ିଶାରେ ଶତପ୍ରତିଶତ ବିଦ୍ୟୁତୀକରଣ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ରେଲଓ୍ବେର ଓଡ଼ିଶା କ୍ଷେତ୍ରରେ ବର୍ତ୍ତମାନ ୨,୮୨୨ ରୁଟ୍ କିଲୋମିଟର ବ୍ରଡ୍ ଗେଜ୍ ନେଟ୍ୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଥିବା…
ଜୋନ୍ସ୍ତରୀୟ କ୍ରେତା-ବିକ୍ରେତା ସମ୍ମିଳନୀ
କଟକ,୨୩।୩: ଓଡ଼ିଶା ସରକାରଙ୍କ ଉପ ମତ୍ସ୍ୟ ନିର୍ଦ୍ଦେଶକ କଟକ ଜୋନ୍ କଟକଙ୍କ ପକ୍ଷରୁ ବୁଧବାର ସ୍ଥାନୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ସମ୍ମିଳନୀ କକ୍ଷରେ ଏକ ଜୋନ୍ସ୍ତରୀୟ କ୍ରେତା-ବିକ୍ରେତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀକୁ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ…
ପହିଲାରୁ ମୂଲ୍ୟ ବଢ଼ାଇବ ହିରୋ
ନୂଆଦିଲ୍ଲୀ,୨୩।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଚଳିତ ବର୍ଷ ଏପ୍ରିଲ ୧ରୁ ବାଇକ୍ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ମାସ ପହିଲାଠାରୁ ଲାଗୁହେବ। ଏ ନେଇ ବୁଧବାର ହିରୋ ମୋଟୋକର୍ପ ପକ୍ଷରୁ କୁହାଯାଇଛି,…
ମୁକେଶ ଏସିଆର ୧ ନମ୍ବର ଧନୀ
ନୂଆଦିଲ୍ଲୀ,୨୩।୩ : ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଭାରତ ଓ ଏସିଆର ୧ ନମ୍ବର ଧନୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଏପରିକି ସେ ବିଶ୍ୱର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ସୂଚୀରେ ମଧ୍ୟ ଏକମାତ୍ର…
ଫେରିବ ‘ରାମପୁରୀ’ ଚମକ
ବଲିଉଡ୍ ବ୍ଲକ୍ବଷ୍ଟର ସିନେମା ‘ତେଜାବ୍’ର ଶେଷ ଦୃଶ୍ୟରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ପାର୍ଶ୍ୱ ଅଭିନେତା ବବନ୍ ଓରଫ ଚଁକି ପାଣ୍ଡେଙ୍କ ହାତରେ ଥିବା ଚାକୁ। ସୁଇଚ୍ ଟିପିଲେ ବଟ୍ରୁ ଚାକୁର ବ୍ଲେଡ୍ ବାହାରୁଥିଲା, ଯାହାକୁ ପୁନର୍ବାର ମୋଡ଼ି ତା’ ଭିତରେ…
ଆର୍ବିଆଇର ନ୍ୟୁ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର
ଭୁବନେଶ୍ୱର,୨୩।୩: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଭୁବନେଶ୍ୱରଠାରେ ନ୍ୟୁ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଏବଂ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟ…
ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ
ଭୁବନେଶ୍ୱର,୨୩।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳ ପକ୍ଷରୁ ବୁଧବାର କୋଣାର୍କ କ୍ୟାନ୍ସର ଫାଉଣ୍ଡେଶନ(କେସିଏଫ୍)କୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ଜୋନ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏସ୍ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ…
Archives


