କୁଆଡେ ଗଲା ୬୫୩ ରାଉଣ୍ଡ ଗୁଳି ? ସହରରେ ଲକଡାଉନ ଲଗାଇଲେ କିମ୍, ୨ ଲକ୍ଷରୁ ଅଧିକ ଲୋକ ଗୃହବନ୍ଦୀ…
ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏକ ସହରରେ ଲକଡାଉନ ଘୋଷଣା କରିଛନ୍ତି। କାରଣ ଏହି ସହରର ଜଣେ ସୈନିକଙ୍କ ନିକଟରୁ ୬୫୩ ରାଉଣ୍ଡ ବନ୍ଧୁକ ଗୁଳି ହଜି…
ଦୀକ୍ଷାନ୍ତ ସମାରୋହରେ ଜେଲେନେସ୍କିଙ୍କ ଭଳି ପୋଷାକ ପିନ୍ଧି ପହଞ୍ଚିଲେ ଛାତ୍ର…
ଟୋକିଓ,୨୮।୩ : ଜାପାନର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଷ୍ଟାଇଲରେ ସ୍ନାତକ ଦୀକ୍ଷାନ୍ତ ସମାରୋହରେ ପହଞ୍ଚିଛନ୍ତି। ପୋଷାକଠାରୁ ଆରମ୍ଭ କରି ଦାଢ଼ି ପର୍ଯ୍ୟନ୍ତ, ତାଙ୍କର ସମସ୍ତ ବେଶଭୁଷା ଜେଲେନସ୍କି ଭଳି ସମାନ ଥିଲା। ଖବର ଅନୁଯାୟୀ,…
ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବଢ଼ାଇବେ କିମ୍…
ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଉଛି। ଅଧିକାରୀମାନେ ବିଶ୍ୱାସ…
କୋର୍ଟଙ୍କ ରାୟ ପରେ ସାମ୍ନାକୁ ଆସିଲା ଭାଜପା ନେତାଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୨୮।୩: ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍ପି-ଏମ୍ଏଲ୍ଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ୧୭ ବର୍ଷ ପୁରୁଣା ମାମଲାରେ ଅତିକ ଅହମ୍ମଦଙ୍କ ସମେତ ୩ଜଣଙ୍କୁ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଅତିକଙ୍କ ଭାଇ ଅଶରଫଙ୍କ ସମେତ ୭…
ଚାକିରି ଛାଡ଼ିଥିବା ଏଚ-୧-ବି ଭିଜା କର୍ମଚାରୀଙ୍କୁ ଛାଡ଼ିବାକୁ ପଡ଼ିବନି ଆମେରିକା…
ଓ୍ବାଶିଂଟନ,୨୮।୩ : ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ( ୟୁଏସସିଆଇଏସ) କହିଛି ଯେ ଏଚ-୧-ବି ଭିଜା ଥିବା କର୍ମଚାରୀଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡିବ ବୋଲି ବିଶ୍ୱାସ କରିବା ଭୁଲ ଅଟେ। ଏହି ମନ୍ତବ୍ୟ ଆମେରିକାର ବୈଷୟିକ କ୍ଷେତ୍ରରେ…
୧୧ ହଜାର ମୁହାଁ ସକ୍ରିୟ ମାମଲା, ୩୨ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ…
ନୂଆଦିଲ୍ଲୀ, ୨୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଅତିକଙ୍କୁ ଆଜୀବନ ଜେଲ
ପ୍ରୟାଗରାଜ,୨୮।୩: ଉତ୍ତରପ୍ରଦେଶ ପ୍ରୟାଗରାଜର ଏମ୍ପି-ଏମ୍ଏଲ୍ଏ କୋର୍ଟ ମଙ୍ଗଳବାର ଉମେଶ ପାଲଙ୍କ ଅପହରଣ ଏବଂ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ବାହୁବଳୀ ଅତିକ ଅହମ୍ମଦଙ୍କ ସମେତ ୩ଜଣ ଅଭିଯୁକ୍ତ ହନିଫ, ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ଗତ…
ଛାତରେ ଫଳୁଛି ସେଓ, ଅଙ୍ଗୁର
ନବରଙ୍ଗପୁର,୨୮।୩(ବି.ପ୍ର.):ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜଗନ୍ନାଥ ରଥ ଜଣେ ଭେଷଜକ। ରୋଗୀଙ୍କୁ ସେବା ଯୋଗାଇବା ସହ ପ୍ରକୃତିକୁ ମଧ୍ୟ ସେତିକୁ ଭଲ ପାଆନ୍ତି। ନିଜ ଘରେ ବିଭିନ୍ନ ବୃକ୍ଷ ଲତା ଫଳ ଫୁଲ ଲଗାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜଗନ୍ନାଥ। ଗଛଟିଏ ଲଗାଇ…
ଶୁଣାଣି ପାଇଁ ଆଉ କିଛି ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୩: ଉତ୍ତରପ୍ରଦେଶରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅତିକ ଅହମ୍ମଦଙ୍କ ଆବେଦନର ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗୁଜୁରାଟ ଜେଲରୁ ଉତ୍ତରପ୍ରଦେଶକୁ ଅଣାଯାଇଥିବା ଅତିିକ ନିଜ ସୁରକ୍ଷା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ…
ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ନୂଆ କରୋନା ମାମଲା ଚିହ୍ନଟ…
କ୍ରିକେଟର୍ କେଦାର ଯାଦବଙ୍କ ନିଖୋଜ ପିତା ସୁରକ୍ଷିତ ଉଦ୍ଧାର
ନୂଆଦିଲ୍ଲୀ,୨୮।୩: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ପିତା ମହାଦେବ ଯାଦବ ମହାରାଷ୍ଟ୍ରର ପୁଣେସ୍ଥିତ ଘରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ପୁଣେ ସହରର ମୁଣ୍ଡୱା ଅଞ୍ଚଳରୁ ତାଙ୍କ…
ହୃଦୟ ଜିତିଲେ ଧୋନୀ
ଚେନ୍ନାଇ୨୮।୩: ଆଇପିଏଲର ୧୬ତମ ସଂସ୍କରଣ ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୩ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କ୍ରିକେଟ ପଡ଼ିଆକୁ ଫେରିବେ। ସେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି।…
Archives


