Home

ରାଜନୈତିକ ଲାଭ ପାଇଁ ଜନସାଧାରଣଙ୍କ ଟଙ୍କାର ବ୍ୟବହାର କରାଯାଉଛି…

କୋଲକାତା,୧୯।୨ : ପଶ୍ଚିମବଙ୍ଗ ର ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଏକ ଟୁଇଟ ଜରିଆରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜନୈତିକ ଆବଶ୍ୟକତା ପୂରଣ କରିବା ପାଇଁ ଜନସାଧାରଣଙ୍କ ଟଙ୍କା…

ଥରିଲା ଇନ୍ଦୋର

ଇନ୍ଦୋର,୧୯।୨: ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ଧାର, ବାରୱାନି ଏବଂ ଆଲିରାଜପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।…

ଦିନରେ ‘ହେୟାର ଡ୍ରେସର’, ରାତିରେ ‘ଡ୍ରୋନ୍‌ ହଣ୍ଟର’

କିଭ୍‌,୧୯ା୨: ଦିନରେ ହେୟାର ଡ୍ରେସର ଏବଂ ରାତିରେ ‘ଡ୍ରୋନ୍‌ ହଣ୍ଟର’ ହୋଇ ୪୧ ବର୍ଷୀୟ ଆଲେକ୍‌ଜାଣ୍ଡାର ଶାମ୍‌ସୁର ରୁଷିଆ ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବାରେ ସାହାଯ୍ୟ କରୁଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ବର୍ଷେ ହେବ। ଆଜି ବି ରୁଷିଆ…

ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖୁଛନ୍ତି: ରବିଶଙ୍କର…

ନୂଆଦିଲ୍ଲୀ,୧୯।୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରି ଭାଜପାକୁ କ୍ଷମତାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି। ୍‌ସେ କହିଛନ୍ତି ଯେ ଯଦି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏକାଠି ହୁଅନ୍ତି,…

୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଥିଲେ। କୌତୁହଳର ବିଷୟ ହେଉଛି ଜାଡେଜା ୭ଜଣ ବ୍ୟାଟ୍ସମ୍ୟାନଙ୍କ…

ଭଙ୍ଗାଯିବ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା ହୋଟେଲ: ଏନଜିଟି…

କୋଲକାତା,୧୯।୨ : ପଶ୍ଚିମବଙ୍ଗର ସୁନ୍ଦରବନରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ହୋଟେଲଗୁଡ଼ିକୁ ଭାଙ୍ଗିବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ସୁନ୍ଦରବନରେ ହୋଟେଲ ନିର୍ମାଣ ପାଇଁ ଅନୁମତି ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟ…

ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…

ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର ରାତି ୯ ଟା ୧୫ ରେ, ବିଏସଏଫ ଯବାନମାନେ ଭାରତ-ପାକିସ୍ତାନ ସୀମାର ଗୁରୁଦାସପୁର ସୀମାର…

ତୁର୍କୀ, ସିରିଆ ପରେ ଥରିଲା ଓମାନ

ମସ୍କଟ,୧୯ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପର କ୍ଷତ ପୂରଣ ହୋଇ ନ ଥିବା ବେଳେ ଏବେ ଥରି ଉଠିଛି ଓମାନ । ଓମାନର ବନ୍ଦର ସହର ଡୁକମରେ ୪.୧ ତୀବ୍ରତାର ଭୂକମ୍ପ ଆସିଥିବା ସୂଚନା ମିଳିଛି ।…

ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୨: ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରତିଯୋଗିତାମୂଳକ କ୍ରିକେଟରେ ଏକ ଡ୍ରିମ୍‌ କମ୍‌ବ୍ୟାକ୍‌ କରିଛନ୍ତି। ପ୍ରାୟ ୫ ମାସ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଜାଡେଜା କଙ୍ଗାରୁଙ୍କୁ ତାଙ୍କ ଚମତ୍କାର ବୋଲିଂ ଧୂଳି ଚଟାଇ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…

ତୁର୍କୀ ଭୂକମ୍ପ ମୃତ୍ୟୁସଂଖ୍ୟା ୪୮୦୦୦ ଟପିଲା

ଆଙ୍କାରା,୧୯ା୨: ଭୂକମ୍ପ ପ୍ରଭାବିତ ତୁର୍କୀରେ ଥିବା ଅଳିଆ ଗଦାରୁ ଉଦ୍ଧାରକାରୀ ଦଳମାନେ ଆଜି ମଧ୍ୟ ମୃତଦେହ ଉଦ୍ଧାର କରିଚାଲିଛନ୍ତି। କିଛି ପରିବାର ଆଶା ରଖିଛନ୍ତି, ସେମାନଙ୍କ ପରିବାର ବୋଧେ ଜୀବିତ ଥିବେ ଆଉ ବାହାରକୁ ଆସିବେ। ଅନେକ ଶୋକସନ୍ତପ୍ତ ପରିବାର ସେମାନଙ୍କ…

ଆଉ ଏକ ମାଇଲଖୁଣ୍ଟ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦ ରନ ପୂରଣ କରିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଏହି ମହାନ ସଫଳତା ହାସଲ କରିବାରେ…

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ହେଉଛି ଝାଡୁ, ଭିଡିଓ ଦେଖିଲେ…

ଆଜିର ସମୟରେ ପରିବେଶରେ ପ୍ରଦୂଷଣ ସୃଷ୍ଟି କରୁଥିବା ସମସ୍ତ ଉପାଦାନ ମଧ୍ୟରେ ପ୍ଲାଷ୍ଟିକ ସବୁଠାରୁ ବିପଜ୍ଜନକ ଅଟେ। ପ୍ଲାଷ୍ଟିକ ଶହ ଶହ ବର୍ଷ ଧରି ପରିବେଶରେ ରହିଥାଏ ଏବଂ କେବେ ବି ନଷ୍ଟ ହୁଏ ନାହିଁ। ପଶୁମାନଙ୍କ ସହିତ ଆଜି ପ୍ଲାଷ୍ଟିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri