Home

ଅଯୋଧ୍ୟାରେ ତିଆରି ହେବ ୧୦୧ଫୁଟ୍‌ ଉଚ୍ଚ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ମନ୍ଦିର

ଲକ୍ଷ୍ନୌ,୨୧।୨: ରାମଙ୍କ ସହର ଅଯୋଧ୍ୟାରେ ଅନେକ ମଠ ଏବଂ ମନ୍ଦିର ରହିଛି। କିନ୍ତୁ ବର୍ତ୍ତମାନ ଏହି ସହର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ସହିତ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କର୍ମକ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ ହେବାକୁ ଯାଉଛି।…

ଠାକରେ ଯୁଗ ଶେଷ କରିବାକୁ ଫନ୍ଦି : ଶିବସେନାକୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବାକୁ ଶିନ୍ଦେଙ୍କ ଉପରେ ଚାପ!…

ମୁମ୍ବାଇ,୨୧।୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବର୍ତ୍ତମାନ କେନ୍ଦ୍ରର ଚାପ ବଢ଼ିବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟରେ ଶିବସେନାକୁ ସାମିଲ କରିବା ଲାଗି ଏହି ଚାପ ପଡ଼ିବାରେ ଲାଗିଛି। ଆସନ୍ତା ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ…

କିମ୍‌ଙ୍କ କ୍ଷେପଣାସ୍ତ୍ର ପରୀକ୍ଷଣ ନିଶା: ୧୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବିକିରଣ ପ୍ରଭାବ ଆଶଙ୍କା…

ବେଜିଂ/ଟୋକିଓ/ପ୍ୟୋଙ୍ଗାୟାଙ୍ଗ,୨୧।୨ : ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଚାଇନା ଏବଂ ଜାପାନର ଲକ୍ଷ ଲକ୍ଷ ଲୋକ ବିକିରଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସିଓଲ ସ୍ଥିତ…

ଶାନ୍ତି ଆଲୋଚନା ପାଇଁ ମସ୍କୋର ପ୍ରସ୍ତାବର ସକାରାତ୍ମକ ପ୍ରତିକ୍ରିୟା ଦେଇନାହିଁ ନାଟୋ: ପୁଟିନ…

ମସ୍କୋ,୨୧।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସଂସଦକୁ ମଙ୍ଗଳବାର ସମ୍ବୋଧିତ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତର ଗୋଟିଏ ଦିନ ପରେ ପୁଟିନ ଏଭଳି କରିଛନ୍ତି। ଏଥିରେ ସେ ନିଜ ଦେଶର ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ…

ଏକବିଂଶ ଶତାବ୍ଦୀ ପାଇଁ ଭାରତ-ଆମେରିକା ସମ୍ପର୍କ ନିର୍ଣ୍ଣାୟକ ହେବ,ଚାଇନା ସହ ମୁକାବିଲା ପାଇଁ ସହଯୋଗ ଆବଶ୍ୟକ…

ଓ୍ବାଶିଂଟନ,୨୧।୨ : ଆମେରିକାର ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ ଗଣତନ୍ତ୍ର, ବୈଷୟିକ ବିକାଶ ଏବଂ ଦୃଢ଼ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଆବଶ୍ୟକ। ଚାଇନା ସହିତ ମଧ୍ୟ ମୁକାବିଲା ପାଇଁ ଦୁଇ…

ଚିନ୍ତାରେ ଅଷ୍ଟ୍ରେଲିଆ ଦଳ

ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ଦଳକୁ ଝଟ୍‌କା ପରେ ଝଟ୍‌କା ଲାଗିଚାଲିଛି। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଅଧିନାୟକ ପ୍ୟାଟ କମିନ୍ସ ବ୍ୟକ୍ତିଗତ କାରଣରୁ ଘରକୁ…

ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ଆତଙ୍କ, ମଙ୍ଗଳବାର ରାତିରେ କରିବ ଲ୍ୟାଣ୍ଡଫଲ୍‌…

ପୋର୍ଟ ଲୁଇସ,୨୧।୨ : ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ତାଣ୍ଡବ ଜାରି ରହିଛି। ଏହା ଯୋଗୁ ପ୍ରବଳ ବର୍ଷା ହେବାରୁ ବହୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀ ଲୋକଙ୍କ ଆତଙ୍କିତ କରିଛି। ପାଣିପାଗ ବିଭାଗ…

ଅନ୍ୟ ପାଇଁ ହସ

ବେଳେବେଳେ ପଦେ ମିଠା କଥାରେ କେତେକ’ଣ ସମସ୍ୟା ସମାଧାନ ହୋଇଯାଏ। ଠିକ୍‌ ସେମିତି ଟିକିଏ ହସରେ ବି ଘରସାରା ଖେଳିଯାଏ ଆନନ୍ଦର ଲହରି। ସେଥିପାଇଁ ତ ଅନେକ ସମୟରେ ଇଚ୍ଛା ନ ଥିଲେ ବି ହସି ହସି ବଞ୍ଚତ୍ବାର କଳାକୁ ଆପଣାଇଥାନ୍ତି…

ଋଣ ପାଇଁ ଆଇଏମଏଫ ଆଗରେ ମୁଣ୍ଡ ନୋଇଲା ପାକିସ୍ତାନ, ସର୍ତ୍ତ ପୂରଣ ବିଲ ପାରିତ…

ଇସଲାମାବାଦ,୨୧।୨ : ଦେବାଳିଆ ପରିସ୍ଥିତିକୁ ଏଡାଇବା ପାଇଁ ପାକିସ୍ତାନ ଶେଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସର୍ତ୍ତ ମାନିଛି। ଋଣ ପାଇଁ ପାକିସ୍ତାନ ଶେଷରେ ଆଇଏମଏଫ ଆଗରେ ନୋଇଛି। ଋଣ ସର୍ତ୍ତ ପୂରଣ ପାଇଁ ବିଲ ପାରିତ କରିବାକୁ ପ୍ରଧାନମନ୍ତ୍ରୀ…

ପଞ୍ଜାବୀ ସୁଟ୍‌

ଟ୍ରାଡିଶନାଲ ଓ ଏଥେନିକ୍‌ ଲୁକ୍‌ ପାଇଁ ପଞ୍ଜାବୀ ଲୁକ୍‌ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍‌ ଆଜି ବି ହଟ୍‌ ଟ୍ରେଣ୍ଡ ହୋଇ ରହିଛି। ଏହି ଡିଜାଇନ୍‌ ସୁଟ୍‌ ରେଡି ଟୁ ଗୋ ଏବଂ ସବୁବେଳେ ଫ୍ୟାଶନ ଟ୍ରେଣ୍ଡରେ ରହି…

ଉଦ୍ଧବ ଗୋଷ୍ଠୀଙ୍କୁ ଆଉ ଏକ ବଡ଼ ଝଟ୍‌କା: ଶିନ୍ଦେ ଗୋଷ୍ଠୀଙ୍କୁ ଦିଆଗଲା ସଂସଦରେ ଶିବସେନା କାର୍ଯ୍ୟାଳୟ

ମୁମ୍ବାଇ,୨୧।୨: ଉଦ୍ଧବ ବାଲାସାହେବ ଠାକ୍‌ରେ(ୟୁବିଟି)ଙ୍କ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ପାର୍ଟିର ନାମ ଓ ଚିହ୍ନକୁ ଛଡ଼ାଇ ନିଆଯିବା ପରେ ଏବେ ତାଙ୍କଠାରୁ ସଂସଦ କାର୍ଯ୍ୟାଳୟ ମଧ୍ୟ ଛଡ଼ାଇ ନିଆଯାଇଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ…

ପୁଣି ଥରିଲା ଇରାନ

ତେହେରାନ,୨୧।୨: ଇରାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଇରାନର ଦକ୍ଷିଣ ଉପକୂଳରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଛି। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri