‘ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେଶନ’
କଟକ ଅଫିସ,୩୧ା୩?:କଟକ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେଶନ ଭାବେ ବିକଶିତ କରାଯିବ। କଟକ ଷ୍ଟେଶନର ପୁନଃ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରୀରାମ ନବମୀ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କଟକ ରେଳଷ୍ଟେଶନଠାରେ ଭଦ୍ରକ-ନୟାଗଡ଼ ଟାଉନ୍…
ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ
ବରୀ,୩୧।୩(ଡି.ଏନ.ଏ.): ବରୀ ଶିକ୍ଷା ମଣ୍ଡଳ ଅଧୀନ ଅଲିଆବାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍କେ ଜାଭିରଉଦ୍ଦିନ ପରୀକ୍ଷା ସମୟରେ ନିଜ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପରୀକ୍ଷା ଚାଲିଥିବାରୁ କେତେଜଣ ଛାତ୍ରୀଛାତ୍ର ପରୀକ୍ଷା ନ ଦେଇ ଫେରି ଆସିଥିଲେ।…
ସମର୍ଥ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି
ଭୁବନେଶ୍ବର, ୩୧ା୩(ବ୍ୟୁରୋ):ଝାରସୁଗୁଡ଼ା ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରଓ୍ବାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ ପରେ ହତ୍ୟା କରାଯିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାକୁ ନେଇ ଉଭୟ ବିରୋଧୀ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା…
ଯୁବକଙ୍କୁ ମାରି ପୋଖରୀରେ ଫୋପାଡ଼ିଦେଲେ
ରସୁଲପୁର,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ବିକାଶ ଲେଙ୍କାଙ୍କ ମୃତଦେହକୁ ପୋଲିସ ଗୁରୁବାର ଏକ ପରିତ୍ୟକ୍ତ ପୋଖରୀରୁ ଜବତ କରିଛି। ଏ ନେଇ ମୃତ ଯୁବକଙ୍କ ଦାଦା ନୀଳମଣି ଲେଙ୍କା ତାଙ୍କ ପୁତୁରାକୁ ମାରି…
ତୁରନ୍ତ ବାଉଣ୍ଡାରି ଓ୍ବାଲ୍ କରିବାକୁ ସୁପାରିସ
ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ବହୁମୂଲ୍ୟ ସମ୍ପତ୍ତି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଦୀର୍ଘ ବର୍ଷ ହେବ ସେଗୁଡ଼ିକ ମୁକ୍ତ ହୋଇ ପାରୁନାହିଁ। ଏହାକୁ ନେଇ ବିଧାନସଭା ଗୃହ କମିଟି ଉଦ୍ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଜବରଦଖଲ ଜମିକୁ ପରିବହନ…
କାଳବୈଶାୀରେ ଚାଷୀ କ୍ଷତିଗ୍ରସ୍ତ
ରସୁଲପୁର,୩୧ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ପଶ୍ଚିମା ଝଡ ପ୍ରଭାବରେ ୨ଦିନ ହେଲା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରାୟତଃ ୧୫୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନଙ୍କ…
ନାବାଳିକାଙ୍କୁ ଅପହରଣ, ମୁଣ୍ଡ ଜାମିନ ରଖି ଲକ୍ଷେ ଟଙ୍କା ଦାବି
ପଟ୍ଟାମୁଣ୍ଡାଇ, ୩୧ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୯ମ ଶ୍ରେଣୀରେ ପଢୁଥିବା ୧୪ବର୍ଷର ଛାତ୍ରୀଙ୍କୁ କେହି ଜଣେ ଅପହରଣ କରି ନେଇଛନ୍ତି। ଏଥିସହ ମୁଣ୍ଡ ଜାମିନ ରଖି ପରିବାରଠାରୁ ଲକ୍ଷେ ଟଙ୍କା ଦାବି କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି।…
ମହଙ୍ଗା ହେବ ମଦ
ଭୁବନେଶ୍ୱର,୩୧ା୩(ବ୍ୟୁରୋ):ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଜାରି କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ୨୦୨୩ ଏପ୍ରିଲ ପହିଲାରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟ…
ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଏମ୍ସ ଫାର୍ମାସି ଷ୍ଟୋର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହେବାପରେ ସିବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ…
ଆଜିଠୁ ଆଇପିଏଲ୍
ଅହମ୍ମଦାବାଦ,୩୧ା୩:ଶୁକ୍ରବାରଠାରୁ ଆରମ୍ଭ ହେବ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍) ରୋମାଞ୍ଚ। ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଏହି କ୍ରିକେଟ ଲିଗ୍ରେ ଅବତୀର୍ଣ୍ଣ ହେବେ ଫ୍ରାଞ୍ଚାଇଜ୍ ଭିତ୍ତିକ ୧୦ ଦଳ। ପ୍ରଥମ ମ୍ୟାଚ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୪ ଥର…
ଗୁପ୍ତ ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଲୁଟ୍
ଚଣ୍ଡିଖୋଲ,୩୧ା୩(ଡି.ଏନ.ଏ.): ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟରେ ଅନିୟମିତତାର ସୀମା ଟପି ଗଲାଣି। ଏଭଳି ସ୍ଥିତି ବଡଚଣା ସବ୍ଡିଭିଜନରେ ଚର୍ଚ୍ଚାର ବିଷୟ ହୋଇଛି। ଚାରାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି ବଡ଼ଚଣା ସବ୍ଡିଭିଜନ। ଏହା ଅଧୀନରେ ୮ କୋଟି ୬୯…
ବର୍ଷକରେ ୬ ଲକ୍ଷ ଟଙ୍କାର ଇଡ୍ଲି ଅର୍ଡର
ନୂଆଦିଲ୍ଲୀ, ୩୧ା୩:ଫୁଡ୍ ଡେଲିଭରି ଆପ୍ ଜରିଆରେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ମଧ୍ୟ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇପାରୁଛନ୍ତି। ଏହାଫଳରେ ଆଞ୍ଚଳିକ ଖାଦ୍ୟର ଚାହିଦା ମଧ୍ୟ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଦକ୍ଷିଣ ଭାରତରେ ପ୍ରମୁଖ୍ୟ ଖାଦ୍ୟ…
Archives


